ତଥା ୧୫ ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ତଥା ବହୁ ବିଜୁ ପରିବାର ର ସମସ୍ତ ବୁଦ୍ଧିଜୀବୀ ତଥା ସମସ୍ତ କର୍ମୀ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟ କ୍ରମରେ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତ କାରି କାର୍ଯ୍ୟ ଗୁଡ଼ିକ ସଫଳ ଭାବେ ରୁପାୟନ ହେଉଛି ନା ନାହିଁ ତା ଉପରେ ଆଲୋକପାତ କରିଛନ୍ତି ।ତତ୍ ସହିତ ଆଗାମୀ ଦିନରେ କିଭଳି ଭାବରେ ତଳ ସ୍ତରରୁ ଦ୍ରୁଢ଼ କରି ହେବ ତା ଉପରେ ଆଲୋଚନା କରିଛନ୍ତି ।
ଏଥି ସହ ପ୍ରତ୍ୟେକ ୧୫ ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ ସମିତି ସଭ୍ୟ/ସଭ୍ୟା ବିଭିନ୍ନ ସମସ୍ୟା ଉପରେ ପ୍ରୁଥିବିରାଜ୍ ସାହୁ ତଥା ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ବ୍ଲକ୍ ଅଧ୍ୟକ୍ଷ ରଞ୍ଜିବ ଶବର ଙ୍କୁ ଦ୍ରୁଷ୍ଟି ଆକର୍ଷଣ କରିଛନ୍ତି ।ଏଥି ସହ ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ମାନ୍ୟବର ଖାଦ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ତଥା ଜିଲ୍ଲା ପ୍ରଶାସନ ନିକଟରେ ଏହି ସମସ୍ୟାକୁ ଉପସ୍ଥାପନ କରାଇ ସମାଧାନ କରିବା ନିମନ୍ତେ ଚେଷ୍ଟା କରିବେ ବୋଲି ଆଶ୍ୱାସନା ଦେଇଛନ୍ତି । ଏହା ଶୁଣି ଅଞ୍ଚଳ ବାସିଙ୍କ ମନରେ ଏକ ଆନନ୍ଦର ଲହରୀ ଖେଳିଯାଇଛି ।
© 2023 Odisha Taza News.