• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

କୋଭିଡ୍‌ -୧୯ ବିରୋଧୀ ଲଢ଼େଇ ପାଇଁ ଜି ଏଟଂରଟେନ୍‌ମେଂଟ୍ ସାରା ଦେଶରେ ୨୦୦ ଆମ୍ବୁଲାନ୍ସ

Proprietor Abhimanyu Maharana by Proprietor Abhimanyu Maharana
June 17, 2020
in Uncategorized, ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
କୋଭିଡ୍‌ -୧୯ ବିରୋଧୀ ଲଢ଼େଇ ପାଇଁ ଜି ଏଟଂରଟେନ୍‌ମେଂଟ୍ ସାରା ଦେଶରେ ୨୦୦ ଆମ୍ବୁଲାନ୍ସ
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ ( ୧୭ ଜୁନ୍ ବୁଧବାର) ଭୁବନେଶ୍ୱର :- କୋଭିଡ୍‌-୧୯ ବିରୋଧୀ ଲଢ଼େଇ ପାଇଁ ଜି ଏଟଂରଟେନ୍‌ମେଂଟ୍ ସାରା ଦେଶରେ ୨୦୦ ଆମ୍ବୁଲାନ୍ସ ; ୪୦,୦୦୦ ପିପିଇ କିଟ୍ ଦାନ କରିବ ଓ ୧୦୦+ ଆଇସିୟୁ ୟୁନିଟ୍ ସ୍ଥାପନ କରିବ 1 – ବ୍ରିହାନମୁମ୍ବାଇ ମୁନିସପାଲ କର୍ପୋରେସନ (ବିଏମସି)କୁ ୪୬ ଆମ୍ବୁଲାନ୍ସ ଓ ୫୦ ହାଇ ଫ୍ଲୋ ହିଟେଡ୍ ରେସପିରେଟୋରି ହ୍ୟୁମିଡିଫାୟର ଦାନ କରି ମୁମ୍ବାଇରୁ ଏହି ସ୍ୱାସ୍ଥ୍ୟସେବା ଭିତିକୂମି କୈନ୍ଦ୍ରୀକ ଅଭିଯାନକୁ କଂପାନି ଶୁଭାରମ୍ଭ କରିଛି 2 – ସାରା ଦେଶରେ ଏକ ମାସ ପର୍ଯ୍ୟନ୍ତ ୧୦,୦୦୦ ପ୍ରବାସୀ ଶ୍ରମିକଙ୍କୁ ୬,୦୦,୦୦୦ ଦୈନିକ ଭୋଜନ ଦିଆଯିବ ଭୁବନେଶ୍ୱର: ଗଣମାଧ୍ୟମ ଓ ମନୋରଂଜନ କ୍ଷେତ୍ରର ଶକ୍ତିଶାଳୀ ସଂସ୍ଥା ଜି ଏଟଂରଟେନ୍‌ମେଂଟ୍ ଏଟଂରପ୍ରାଇଜେସ୍ ଲିମିଟେଡ୍ (ଜି) ପକ୍ଷରୁ କୋଭିଡ-୧୯ ବିରୋଧ ଲଢ଼େଇକୁ ଆହୁରି ଦୃଢ଼ କରିବା ଲାଗି ଦେଶର ସ୍ୱାସ୍ଥ୍ୟସେବା ଭିତିଭୂମିକୁ ଉନ୍ନତ କରିବା ନିମନ୍ତେ ଏକ ଜାତୀୟ ସ୍ତରର ସିଏସ୍‌ଆର୍ ଅଭିଯାନ ବିଷୟରେ ଘୋଷଣା କରାଯାଇଛି । ବୋର୍ଡ ଦ୍ୱାରା ମଂଜୁର ହୋଇଥିବା ଏହାର ସିଏସ୍‌ଆର୍ ନୀତି ଅନୁସାରେ, କଂପାନି ଦେଶର ୧୦ଟି ପ୍ରମୁଖ ସହର ଯଥା ମୁମ୍ବାଇ, ନୋଏଡା, ଚଣ୍ଡିଗଡ଼, ଜୟପୁର, କୋଲକାତା, ଭୁବନେଶ୍ୱର, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଚି ଓ ଚେନ୍ନାଇରେ ରାଜ୍ୟ ସରକାର ଓ ସ୍ଥାନୀୟ ପୌର ସଂସ୍ଥାଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରିବ ।

ମଂଜୁର ହୋଇଥିବା ସିଏସ୍‌ଆର୍ ବଜେଟ୍ (କୋଭିଡ୍‌-୧୯ ବିରୋଧୀ ଲଢ଼େଇ ପାଇଁ)କୁ କଂପାନି ଏହିସବୁ କାର୍ଯ୍ୟ ପାଇଁ ବ୍ୟବହାର କରିବ : 3 – ଆମ୍ବୁଲାନ୍ସ : ମୁନିସିପାଲ କର୍ପୋରେସନଗୁଡ଼ିକୁ ୨୦୦ରୁ ଅଧିକ ଆମ୍ବୁଲାନ୍ସ ଦାନ କରିବ (ବିଏମସିକୁ ୪୬ଟି ଆମ୍ବୁଲାନ୍ସ ଦେଇସାରିଛି) 4 – ହ୍ୟୁମିଡିଫାୟର-ବିଏମ୍‌ସିକୁ ୫୦ ହାଇଫ୍ଲୋ ହିଟେଡ୍‌ ରେସପିରେଟୋରି ହ୍ୟୁମିଡିଫାୟର ଦିଆଯିବ 5 – ପିପିଇ (ବ୍ୟକ୍ତିଗତ ସୁରକ୍ଷା ଉପକରଣ) କିଟ୍‌: ସାରା ଦେଶର ମୁନିସପାଲ କର୍ପୋରେସନଗୁଡ଼ିକୁ ୪୦ ହଜାରରୁ ଅଧିକ କିଟ୍ ଦାନ କରାଯିବ 4 – ପୋର୍ଟେବଲ ଆଇସିୟୁ: ଷ୍ଟେଟ୍ ଅଫ୍ ଆର୍ଟ ପ୍ରଯୁକ୍ତି ସହାୟତା ଜରିଆରେ ସାରା ଦେଶରେ ୧୦୦ରୁ ଅଧିକ ଆଇସିୟୁ ୟୁନିଟ୍‌ ସ୍ଥାପନ କରାଯିବ 5 – ଦୈନିକ ଭୋଜନ: ୧୦ ହଜାର ପ୍ରବାସୀଙ୍କୁ ୬୦୦,୦୦୦ ଭୋଜନ ଦିଆଯିବ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ସହାୟତା ସହିତ ମହାରାଷ୍ଟ୍ରର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଉଦ୍ଧବ ବାଲାସାହେବ ଠାକ୍‌ରେ, ମହାରାଷ୍ଟ୍ର ସରକାରଙ୍କ ପର୍ଯ୍ୟଟନ, ପରିବେଶ ଓ ପ୍ରୋଟୋକଲ୍ ମନ୍ତ୍ରୀ ଶ୍ରୀଯୁକ୍ତ ଆଦିତ୍ୟ ଉଦ୍ଧବ ଠାକ୍‌ରେ ଓ ଜି ଏଟଂରଟେନ୍‌ମେଂଟ୍‌ର ପରିଚାଳନା ନିର୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପୁନୀତ ଗୋଏଙ୍କାଙ୍କ ଉପସ୍ଥିତିରେ ବିଏମ୍‌ସିକୁ ୪୬ ଆମ୍ବୁଲାନ୍ସ ଓ ୫୦ ହାଇ ଫ୍ଲୋ ହିଟେଡ୍ ରେସପିରେଟୋରି ହ୍ୟୁମିଡିଫାୟର ଦାନ କରି କୋଭିଡ-୧୯ ବିରୋଧୀ ଏହି ସର୍ବଭାରତୀୟ ଅଭିଯାନକୁ କଂପାନି ଆରମ୍ଭ କରିଛି । ଏହି ମହାମାରୀ ଲଢ଼େଇର ତୁରନ୍ତ ଆବଶ୍ୟକତାକୁ ପୂରଣ କରିବା ଲାଗି ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବା ଲଗି ସାରା ଦେଶର ସମସ୍ତ ରାଜ୍ୟ ସରକାର ଓ ସ୍ଥାନୀୟ ପୌର ସଂସ୍ଥାଗୁଡ଼ିକଗୁଡ଼ିକ ପାଖରେ କଂପାନି ପହଂଚିବ ଏବଂ ସେମାନଙ୍କ ସହିତ କାର୍ଯ୍ୟ କରିବ । ସ୍ୱାସ୍ଥ୍ୟ ସେବା ରିଲିଫ୍ ପାଇଁ ଏହି ସହାୟତା ବ୍ୟତୀତ ସାରା ଦେଶରେ ଏକ ମାସ ପର୍ଯ୍ୟନ୍ତ ୧୦ ହଜାର ପ୍ରବାସୀଙ୍କୁ ୬୦୦,୦୦୦ ଦୈନିକ ଭୋଜନ ଦେବା ଲାଗି ଜି ପକ୍ଷରୁ ଅକ୍ଷୟ ପାତ୍ର ଫାଉଣ୍ଡେସନ ସହ ବୁଝାମଣା କରାଯାଇଛି ।

ଏହି ଘୋଷଣା ସମ୍ପର୍କରେ ଶ୍ରୀଯୁକ୍ତ ପୁନୀତ ଗୋଏଙ୍କା, ପରିଚାଳନା ନିର୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜି କହିଛନ୍ତି ଯେ, ‘ଭାରତରେ କୋଭିଡ୍‌-୧୯ ମହାମାରୀର ପ୍ରଭାବ ସୁଦୂର ପ୍ରସାରୀ ହୋଇଛି ଏବଂ ସମ୍ବେଦନଶୀଳ ସମାଜ ପାଇଁ ଏହା ବିପର୍ଯ୍ୟୟ ସଦୃଶ । ସମାଜର ଏକ ଦାୟିତ୍ୱବାନ ସଦସ୍ୟ ଭାବେ ଏହି କଠିନ ସମୟରେ ଆମକୁ ଠିଆ ହେବାକୁ ଏବଂ ଆମର ଉଦ୍ୟମକୁ ବ୍ୟାପକ କରିବାକୁ ପଡ଼ିବ । ଦେଶକୁ ଏହି ମହାମାରୀର ରକ୍ଷା କରିବା ଲାଗି ସାମଗ୍ରିକ ସ୍ୱସ୍ଥ୍ୟ ସେବା ଭିତିଭୂମି ଉପରେ ଗୁରୁତ୍ୱ ଦେଇ ସରକାରଙ୍କୁ ସହାୟତା ଜାରି ରଖିବାକୁ ଜି ପ୍ରତିବଦ୍ଧ । ସାରା ଦେଶର ପ୍ରବାସୀଙ୍କୁ ରିଲିଫ୍ ଦେବା ଳାଗି ଆମେ ଆମର ଉଦ୍ୟମକୁ ବହୁତ ବଢ଼ାଇଦେଇଛୁ । ଏହି ଆହ୍ୱାନପୂର୍ଣ୍ଣ ସମୟରେ ଆମେ ଦେଶ ପ୍ରତି ସେବା ପାଇଁ ଆମର ଶ୍ରେଷ୍ଠ ଉଦ୍ୟମ ଜାରି ରଖିବୁ ।’’ ଶ୍ରୀଯୁକ୍ତ ଆଦିତ୍ୟ ଉଦ୍ଧବ ଠାକ୍‌ରେ, ପର୍ଯ୍ୟଟନ, ପରିବେଶ ଓ ପ୍ରୋଟୋକଲ୍ ମନ୍ତ୍ରୀ, ମହାରାଷ୍ଟ୍ର ସରକାର କହିଛନ୍ତି ଯେ, “ଏହି ମହାମାରୀ ବହୁତ ବ୍ୟାପକ ଏବଂ ଆମର ଆଗଧାଡ଼ିର କର୍ମଚାରୀମାନଙ୍କୁ ସହାୟତା ଦେବା ଏବଂ ମଡ୍ୟୁଲାର ମେଡିକାଲ୍ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ମହାରାଷ୍ଟ୍ର ସରକାର ଦିନରାତି କାର୍ଯ୍ୟ କରୁଛନ୍ତି । ଏହି ପ୍ରତିଟି ଆଗୁଆ ପଦକ୍ଷେପ ଏହି ମାନବଜାତି ପାଇଁ ସଙ୍କଟକୁ ପ୍ରତିହତ କରିବା ଦିଗରେ ସଫଳ ପଦକ୍ଷେପ । କୋଭିଡ୍‌-୧୯ ପ୍ରତି ସମର୍ଥନ ଓ ରିଲିଫ୍ ଦରକାର ହେଉଥିବା ସମୟରେ ସହାୟତା ଦେଇଥିବରୁ ମୁଁ ଶ୍ରୀଯୁକ୍ତ ପୁନୀତ ଗୋଏଙ୍କା ଓ ଜିକୁ ମଧ୍ୟବାନ ପ୍ରଦାନ କରୁଛି ।’’ ଶ୍ରୀଯୁକ୍ତ ଇକ୍‌ବାଲ୍ ସିଂହ ଚହଲ୍‌, କମିସନର, ବିଏମ୍‌ସି କହିଛନ୍ତି ଯେ, “ଆମେ ଏକ ଆହ୍ୱନାପୂର୍ଣ୍ଣ ସମୟର ମୁକାବିଲା କରୁଛୁ ଯେଉଁଠାରେ କୋଭିଡ୍‌-୧୯ ବିରୋଧ ଲଢ଼େଇରେ ଭୂତାଣୁ ଠାରୁ ଆଗରେ ରହିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ।

ମାମଲା ସଂଖ୍ୟା କମ୍ କରିବା ଓ ଆମର ମେଡିକାଲ୍ ବ୍ୟବସ୍ଥାକୁ ଦୃଢ଼ କରିବା ଲାଗି ଆମେ ସାରା ସହରରେ ଅନେକ ପ୍ରକାର ଅଭିନବ ବ୍ୟବସ୍ଥା କାର୍ଯ୍ୟକାରୀ କରିଛୁ । ଜି ଠାରୁ ପାଇଥିବା ସହାୟତାକୁ ନେଇ ଆମେ ଖୁସି ଯେ ଏହା ଆମ ଉଦ୍ୟମକୁ ଆହୁରି ଦୃଢ଼ କରିବ ଏବଂ ନାଗରିକମାନଙ୍କ କଲ୍ୟାଣକୁ ନିଶ୍ଚିତ କରିବ । ଜି ଭଳି ସଂସ୍ଥା ଆଗେଇ ଆସିବା ଓ ଆମ ସହିତ ମିଶି ଏହି ଭୂତାଣୁ ବିରୋଧରେ ଲଢ଼େଇ କରିବା ନିଶ୍ଚିତ ରୂପେ ଆବେଗପୂ୍‌ର୍ଣ୍ଣ ।’’ ପୂର୍ବରୁ ୨୦୨୦ ଏପ୍ରିଲ୍ ୭ରେ ଜାରି କରାଯାଇଥିବା ଏକ ପ୍ରେସ୍‌ ବିଜ୍ଞପ୍ତି ଅନୁଯାୟୀ, କଂପାନି ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଜଡ଼ିତ ଥିବା ୫୦୦୦ରୁ ଅଧିକ ଦିନ ମଜୁରିଆଙ୍କୁ ଜି ପକ୍ଷରୁ ଆର୍ଥିକ ସହାୟତା ଦିଆଯାଇଥିଲା । ପିଏମ୍ କେୟାରସ୍ ଫଣ୍ଡ୍ ପ୍ରତି ଅବଦାନ ଦେବା ଲାଗି କଂପାନି ପକ୍ଷରୁ ଏହାର ସମସ୍ତ ୩୪୦୦ରୁ ଅଧିକ କର୍ମଚାରୀଙ୍କୁ ଉତ୍ସାହିତ କରାଯାଇଥିଲା । ଯେତିକି ଟଙ୍କା ଯୋଗାଡ଼ ହୋଇଥିଲା ଆଉ ସେତିକି ପରିମାଣର ଟଙ୍କା ମିଶାଇ ଜି’ ପକ୍ଷରୁ ପିଏମ୍ କେୟାରସ୍ ଫଣ୍ଡ୍‌କୁ ଦିଆଯାଇଥିଲା । ଏକ ଦାୟିତ୍ୱବାନ ଗଣମାଧ୍ୟମମ ଓ ମନୋରଂଜନ ସଂସ୍ଥା ଭାବେ କୋଭିଡ୍‌- ୧୯ ବିରୋଧ ଲଢ଼େଇକୁ ବ୍ୟାପକ କରିବା ଲାଗି ସରକାର ହେଉଛି ପଦକ୍ଷେପ ଗ୍ରହଣ କରିବା ଜି ଜାରି ରଖିବ ।

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
World Odisha Society hosts Shakti Utsaba with grandeur

ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ୱାରା ଦିଲ୍ଲୀରେ ଶକ୍ତି ଉତ୍ସବ ଆୟୋଜିତ

March 9, 2026
World Odisha Society hosts Shakti Utsaba with grandeur

World Odisha Society hosts Shakti Utsaba with grandeur

March 8, 2026
ଓଡ଼ିଶା ଦୃଷ୍ଟିହୀନ ମହିଳା ସଂଘ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ

ଓଡ଼ିଶା ଦୃଷ୍ଟିହୀନ ମହିଳା ସଂଘ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ

March 8, 2026
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

World Odisha Society hosts Shakti Utsaba with grandeur

ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ୱାରା ଦିଲ୍ଲୀରେ ଶକ୍ତି ଉତ୍ସବ ଆୟୋଜିତ

March 9, 2026
World Odisha Society hosts Shakti Utsaba with grandeur

World Odisha Society hosts Shakti Utsaba with grandeur

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version