No Result
View All Result
୨୬ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗ ଅଦାଲତ ଓକିଲ ସଂଘ (ବାର ଆସୋସିଏସନ)ର ସଭାପତି ହେଲେ ରବୀନ୍ଦ୍ର କୁମାର ନାୟକ, ସେ ବର୍ତ୍ତମାନ କୁ ମିଶାଇ ପଞ୍ଚମ ଥର ନିମନ୍ତେ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଜଣେ ସଚୋଟ ମିଷ୍ଟଭାଷୀ ଓକିଲ ଅଟନ୍ତି । ତାଙ୍କୁ ସଙ୍ଘ ପଞ୍ଚମ ଥର ନିମନ୍ତେ ନିର୍ବାଚିତ କରିଛନ୍ତି ।
ଏହା ସହ ଉପ-ସଭାପତି ଭାବେ ସୀମାଞ୍ଚଳ କାର୍ଜି, ସମ୍ପାଦକ ହେଲେ ପଦ୍ମନାଭ ପତି, ସହ-ସମ୍ପାଦକ ହେଲେ ସୁଶାନ୍ତ କୁମାର ମଲ୍ଲିକ, କୋଷ । ଦକ୍ଷ ହୋଇଛନ୍ତି ଯୋଗେନ୍ଦ୍ର ରଥ ଏହା ସଙ୍ଗେ ବରିଷ୍ଠ ତିନି ଜଣ ଓକିଲ କୁ ଉପଦେଷ୍ଟା ଭାବେ ମନୋନୀତ କରିଥିବା ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି । ଆଜି ନିର୍ବାଚନ ଘୋଷଣାର ଶେଷ ଦିବସ ଥିଲା ।
No Result
View All Result