ପ୍ରତ୍ୟେକ ସାହିରେ ଥିବା ଛୋଟ ବଡ ସମସ୍ୟା କୁ ଯଥା ଶୀଘ୍ର ଶେଷ କରିବା ପାଇଁ ସ୍ଥିର କରିବା ସହିତ ଏହି ପାରମ୍ପରିକ ଉତ୍ସବ ରେ ଜିଲ୍ଲା ପ୍ରଶାସନ ସମସ୍ତ ସହଯୋଗ କରିବେ ବୋଲି ସ୍ଥିର ହୋଇଛି । କାର୍ଯ୍ୟକ୍ରମରେ ବାଲି ସାହି ର ଚାଲିଯାଇଥିବା ପୁରୁଖା ମୁରବୀ ମାନଙ୍କ ନାମରେ ମରଣୋତ୍ତ ସମ୍ମାନ ପ୍ରଦାନ କରାଯଇଥିଲା .ଏହି ପ୍ରସ୍ତୁତି ବୈଠକରେ ଶ୍ରୀମନ୍ଦିର ନିତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉପଜିଲ୍ଲାପାଳ ଭାରତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା, ଶ୍ରୀମନ୍ଦିର ପରିଚାଳନା ସଦସ୍ୟ ଜଗନ୍ନାଥ କର,
ମୁନିସିପାଲିଟି କାଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ସଂସ୍କୃତି ଅଧିକାରୀ ହେମନ୍ତ୍ ବେହେରା, ଟାଉନ ଥାନା ଅଧିକାରୀ ଗୋକୁଳ ନନ୍ଦ ଦାସ, ବାସେଳି ସାହି ଥାନା ଅଧିକାରୀ, ଆଠ ସାହି ଆଖଡା ର୍ ସଭାପତି ଓ ବାଲି ସାହି ଆଖଡା ପକ୍ଷରୁ ତଳୁଛ ନୀଳକଣ୍ଠ ସିଂହାରୀ, ରଜତ ପ୍ରତିହାରୀ, ଓ ଅନ୍ୟ ବୟୋଜ୍ୟେଷ୍ଠ ସଦସ୍ୟ ଉପସ୍ଥିତ ରହି ନିଜର ମତ ରଖିବା ସହିତ ଧନ୍ୟବାଦ ଦେଇଥିଲେ । ଚକ୍ରଧର ମହାପାତ୍ର ଓ ନରେନ୍ଦ୍ର କୁମାର ମହାନ୍ତି. ସମସ୍ତ କାଯ୍ୟ ପରିଚାଳନାରେ ସହଯୋଗ କରିଥିଲେ.
© 2023 Odisha Taza News.