ଇଞ୍ଜିନିୟର ଗିରିଜା ଶଙ୍କର ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମାନସ ରଞ୍ଜନ ମହାପାତ୍ର , ଜନ୍ମେଜୟ ଦ୍ଵିବେଦୀ, ବିଭୂତି ଭୂଷଣ କର ,ହର ପ୍ରସାଦ ମହାପାତ୍ର, ଉମେଶ ଚନ୍ଦ୍ର ଦାସ , ଆଲୋକ କୁମାର ପ୍ରଧାନ , ଲାଲା ଅନନ୍ତ କୁମାର ସିଂହ,ଶିବ ପ୍ରସାଦ ମିଶ୍ର, ମଞ୍ଜୁଶ୍ରୀ ମିଶ୍ର ଓ ବିଚିତ୍ରା ଦାଶ ଅଂଶ ଗ୍ରହଣ କରିଥିଲେ । ସର୍ବଶେଷରେ ଅଧ୍ୟାପକ ବଳରାମ ଦାଶ ଧନ୍ୟବାଦ ଜ୍ଞାପନ କରିଥିଲେ ।
© 2023 Odisha Taza News.