No Result
View All Result
୧୯ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ମୋହନା ବ୍ଳକର ମଳାସ ପଦର ପଞ୍ଚାୟତର ରିଚାଗୁଡା ଗ୍ରାମରେ ଗତକାଲି ଦିନ ବିଳମ୍ବିତ ରାତିରେ ଅଦିନିଆ ବର୍ଷାରେ ଏକ ବିରାଟ ଆମ୍ବଗଛ ପୋଡିଯାଇଥିବା ସମୟ ସେହି ପାଖରେ ଦୁଇ ପରିବାରଙ୍କ ଘର ଉପରେ ଗଛଟି ପଡିଯାଇ ଥିବା ଯୋଗୁଁ ଦୁଇ ପରିବାର ଲୋକେ ଅଳ୍ପକେ ବତ୍ତିଯାଇଥିଲେ ।
ଏହି ଘଟଣା ବିଳମ୍ବିତ ରାତିରେ ଘଟିଥିଲା ସେହି ସମୟ ନେଟ୍ଓ୍ବାର୍କ ସୁବିଧା ନଥିବାରୁ ଅଗ୍ନିଶମ ବିଭାଗକୁ ରବିବାର ଜଣାଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ଗ୍ରାମରେ ପହଞ୍ଚି ଗଛକୁ କଟି ସଫା କରିଥିଲେ । ସେହି ଦୁଇ ପରିବାରଙ୍କ ଗଛ ପଡି ଘର ନଷ୍ଟ ହୋଇଥିଲା । ସେ ଦୁଇ ପରିବାରକୁ କ୍ଷେତି ପୂରଣ ଦାବି ହେଉଛି ।
No Result
View All Result