କାର୍ଯ୍ୟ ତଦାରଖ ବେଳେ ବିଭାଗୀୟ କନିଷ୍ଟ ଯନ୍ତ୍ରୀ ଇଂ. ତ୍ରିଲୋଚନ ସେଠୀ ମଧ୍ୟ ଉପସ୍ଥିତ ଥିଲେ।କାର୍ଯ୍ୟ ଶେଷ ସୀମାରେ ପହଞ୍ଚି ଥିବା ବେଳେ ଠିକାଦାର ହରିଶ୍ଚନ୍ଦ୍ର ପାତ୍ର ଙ୍କୁ ବକେୟା ଥିବା କାର୍ଯ୍ୟ ଯଥା ଶୀଘ୍ର ଶେଷ କରିବା ନିମନ୍ତେ ନିର୍ଦ୍ଧେଶ ଦେଇଥିବା ପ୍ରକାଶ।
ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ଥିବା ବହୁ ପୁରାତନ ବିଦ୍ୟାଳୟ କୋଠା ବର୍ତ୍ତମାନ ଉଚ୍ଚ କୋଟିର କାର୍ଯ୍ୟ ହୋଇଥିବାରୁ ସ୍ତାନୀୟ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ କର୍ମଚାରୀ, ସ୍ତାନୀୟ ବାସିନ୍ଦା ବିଭାଗ କର୍ମଚାରୀ ଙ୍କୁ ସାଧୁବାଦ ଜଣାଇଥିବା ସହ ପ୍ରକଳ୍ପ ପ୍ରଶାସକ ଏବଂ ଜିଲ୍ଲାପାଳ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।ବର୍ତ୍ତମାନ ବିଦ୍ୟାଳୟ କୋଠା ଉଦଘାଟନ ଅପେକ୍ଷାରେ ।
© 2023 Odisha Taza News.