No Result
View All Result
୧୨ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଶବରପଲି ଠାରେ ଏକ ଦିବ୍ୟ ଦର୍ଶନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ବିଜେଡ଼ି ସଭାପତି ଜଗବନ୍ଧୁ ଦାସ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟ କ୍ରମରେ ଆଧ୍ୟାତ୍ମିକ ଚିନ୍ତନ ଉପରେ ଧ୍ୟାନ ଦେବା ନିମନ୍ତେ ଅଞ୍ଚଳ ବାସିଙ୍କୁ ନିବେଦନ କରିଛନ୍ତି।
ଆଧ୍ୟାତ୍ମିକ କୁ ଆମେ ସୁଚାରୁ ରୁପେ ଗ୍ରହଣ କଲେ ଆମ ଭିତରେ ସ୍ରୂଙ୍ଖଳା ରହିବା ସହ ଅଞ୍ଚଳ ରେ ମଧ୍ୟ ବିକାଶ ହୋଇପାରିବ ବୋଲି କହିଛନ୍ତି ଶେଷରେ ପୂଜ୍ୟ ଗୁରୁଜନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

No Result
View All Result