ସଂଯୁକ୍ତ ଯୁବ ସଂଗଠନ,ବରଗଡ଼ ସଭାପତି ସୁରେନ୍ଦ୍ର ମେହେର, ସମ୍ପାଦକ ଦେବଦତ୍ତ ତ୍ରିପାଠୀ ଉକ୍ତ ଶିବିର ସୂଚାରୁ ରୂପେ ପରିଚାଳନା କରିଥିଲେ। ଡାଃ ଶ୍ରୀନିବାସ ଦେବତା,ଯୋଗ ଓ ପ୍ରାକୃତିକ ଚିକିତ୍ସା ର ମହତ୍ତ୍ବ, ବର୍ତ୍ତମାନ ସମୟରେ ଯୋଗ ଓ ପ୍ରାକୃତିକ ଚିକିତ୍ସା ର ଉପଯୋଗୀତା ବିଷୟରେ ବିଶଦ ଭାବରେ ଆଲୋଚନା କରିଥିଲେ।
ଯୋଗଚାର୍ଯ୍ୟ ତାପସ କୁମାର ପ୍ରଧାନ, ଯୋଗାସନ ଓ ପ୍ରାଣାୟାମ ବିଷୟରେ ଆଲୋଚନା କରିବା ସହ ଅଭ୍ୟାସ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମତୃଛୟl ଓ ବାନପ୍ରସ୍ଥ ଅନୁଷ୍ଠାନର ସମସ୍ତ ଅନ୍ତେବାସୀ ଅଂଶ ଗ୍ରହଣ କରିଥିଲେ। ଶେଷରେ ଲବଙ୍ଗ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l

© 2023 Odisha Taza News.