ବିଜୁ ଜୟନ୍ତୀ ଅବସରରେ ସାଇକେଲ ଶୋଭାଯାତ୍ରା
୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- ବିଜେଡ଼ି ପାଳୁଛି ୧୦୭ତମ ବିଜୁ ଜୟନ୍ତୀ । ଏହି ଅବସରରେ ରାଜ୍ୟବ୍ୟାପୀ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ବିଜୁ ଯୁବ ଛାତ୍ର ଜନତା ଦଳର ଶତାଧିକ ଯୁବକ ସ୍ଥାନୀୟ ବିଜେଡ଼ି କାର୍ଯ୍ୟାଳୟ ସମ୍ମୁଖରୁ ସାଇକେଲ ଶୋଭାଯାତ୍ରାରେ ବାହାରି ସ୍ଲୋଗାନ ମାନ ଦେଇ ସମଗ୍ର ସହର ପରିକ୍ରମା କରିଥିଲେ ।
Related Content
ନିମାପଡ଼ା ରେ ସିଦ୍ଧାର୍ଥ ରାଉତରାୟ ଙ୍କୁ ମିଳୁଛି ଜନସମର୍ଥନ
by
Proprietor by Abhimanyu Maharana
May 7, 2024
ଦୁଇ ଚୋର ଗିରଫ ହେବା ସହ ୨ ଟି ବାଇକ୍ ଜବତ କଲା ବଳଙ୍ଗା ପୋଲିସ୍
by
Proprietor by Abhimanyu Maharana
May 7, 2024
ଓଡ଼ିଆ ସିନେମାର ମହାମେରୁ ପ୍ରଶାନ୍ତ ନନ୍ଦଙ୍କ ଜନ୍ମଦିବସ ପାଳନ
by
Proprietor by Abhimanyu Maharana
May 7, 2024
ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ସାହିତ୍ୟ ବୈଠକ
by
Proprietor by Abhimanyu Maharana
May 7, 2024
ସିଦ୍ଧାର୍ଥ ଟିଭିର ରିଆଲିଟି ଶୋ''ରେ ଭାଗ ନେଇ ନିଆଳି ଅଞ୍ଚଳ ପାଇଁ ଗୌରବ ଆଣିଲେ ସୌମ୍ଯା
by
Proprietor by Abhimanyu Maharana
May 7, 2024
ସୁବିଧା ଜନକ ସ୍ଥିତିରେ ରମେଶ, ବିଜେଡିର ପଲ୍ଲା ଭାରୀ
by
Proprietor by Abhimanyu Maharana
May 7, 2024