ଏହି ନାମ ଯଜ୍ଞ ଆସନ୍ତା କାଲି ଶନିବାର ଠାରୁ ୨୪ ପ୍ରହର ନାମ ସଂକୀର୍ତ୍ତନ ହେବା ସହ ମଙ୍ଗଳବାର ଦିନ ପୂର୍ଣ୍ଣାହୁତି ହେବ ବୋଲି କମିଟି ସୂତ୍ରରୁ ସୂଚନା ମିଳିଛି । ପୂଜା କର୍ତ୍ତା ଭବରେ ଧରଣୀ ଧର ଭୋଇ ଓ ତାଙ୍କ ଧର୍ମପତ୍ନୀ ସସ୍ମିତା ଭୋଇ ଥିବାବେଳେ ପୂଜକ ଭବରେ ବିଜାୟ କୁମାର ତ୍ରିପାଠୀ ଓ ଜପକ ପଞ୍ଚାନନ ଯୋଶୀ ଏବଂ ସଂଜୀବ ଯୋଶୀ ପୂଜକ ଭବରେ ପୂଜା କାର୍ଯ୍ୟ ତୁଲାଇବେ ବୋଲି କମିଟି ସୂତ୍ରରୁ ଜଣାପଡିଛ ।
ବିଶେଷ ଆକର୍ଷଣ ପ୍ରହରୀ ମଣ୍ଡଳୀ ଘୂର୍ଣ୍ଣନ ହେବବୋଲି କମିଟୀ ସୂତ୍ର ପ୍ରକାଶ । ପ୍ରହରୀ କମିଟି ର ସଭାପତି ଇନ୍ଦ୍ରମଣି ମେହେର , ସମ୍ପାଦକ ଜଗ ଦିଶ ଭୋଇ ,ହରେ ରାମ ଦେବାର ମେହେର ଶାନ୍ତନୁ ଭୋଇ,ଶିବରାମ ଭୋଇ, କପୁର ଚନ ପୁଟେଲ, ପ୍ରମୂଖ ମୁଣ୍ଡେ।ଦହର ଗ୍ରାମ ବାସୀ ଙ୍କ ମିଳିତ ସହଯୋଗରେ ଆୟୋଜିତ ବୋଲି ଜଣାପଡ଼ିଛି .
© 2023 Odisha Taza News.