ମଳ ପରିଚାଳନା କେନ୍ଦ୍ର ରେ କାର୍ଯ୍ୟରତ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ,ଆହାର ସାଥୀ , ଏମସିସି ,ଏମ ଏସ ଏଫ୍ ରେ କାର୍ଯ୍ୟରତ ମହିଳା କର୍ମଚାରୀ , ଜଳସାଥି, ଆହାର ସାର୍ଥି ,ସ୍ଵେଛସାଥି ଓ ସୁପରଭାଇଜର ଭାବେ କାର୍ଯ୍ୟରତ ଏହି ପରି ୨୨ ଜଣ ମହିଳା କର୍ମଚାରୀ ମାନଙ୍କୁ ସାଇକେଲ ବଣ୍ଟନ କରାଯାଇଥିଲା । ଏହି ବଣ୍ଟନ ଉତ୍ସବରେ ଏନ୍ ଏସି ଅଧ୍ୟକ୍ଷା ମାନସୀ ବିଶ୍ଵାଲ , ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମେହେର ଉପସ୍ଥିତ ଥିବା ବେଳେ ସମସ୍ତ କାଉନସିଲର ଙ୍କ ସମେତ ଏନ୍ ଏସି କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ।
© 2023 Odisha Taza News.