ଉକ୍ତ ଶିବିରରେ ତାଲିମ ଦାତା ଭାବେ – ଏଡିଓ -ବାବଳୀ ଚରଣ ସେଠି, ବ୍ଲକ କୃଷି ଅଧିକାରୀ – ହରେକୃଷ୍ଣ ପଣ୍ଡା, ସହକାରୀ କୃଷି ଅଧିକାରୀ – ପିଙ୍କୁସେନ କର ଚାଷି ମାନଙ୍କ ପ୍ରଦର୍ଶନ ଗତ ଶିକ୍ଷା ସହ ମୌଖିକ ତାଲିମ ପ୍ରଦାନ କରିଥିଲେ |
ଏହି ଶିବିର ରେ ସ୍ଥାନୀୟ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଚାଷୀ ମାନେ ଅଂଶଗ୍ରହଣ କରିଥିଲେ । ଏହି ଉକ୍ତ ଶିବିରରେ କୃଷକ ସାଥି – ଲିଙ୍ଗେଶ୍ୱର ଧରୁଆ, ଏବଂ ପଞ୍ଚାୟତ ସ୍ତରୀୟ ସରକାରୀ ସ୍ୱୀକୃତି ପ୍ରାପ୍ତ ଡିଲର – ନିରୋଜ ପଟେଲ, ଓ ଦନ୍ଦ୍ରାବାହାଲ ଜଳବିଭାଜିକା ସମ୍ପାଦକ – ମନୋରଞ୍ଜନ ଦାସ ଉପସ୍ଥିତ ଥିଲେ |
© 2023 Odisha Taza News.