ରିସୋର୍ସ ପର୍ଶନ ଭାବେ କୈବଲ୍ୟ ଏଜୁକେସନ ଫାଉଣ୍ଡେସନର ନର୍ଲା ବ୍ଲକ ମ୍ୟାନେଜର ସୋନି ସିଂ, ଥୁଆମୂଳ ରାମପୁର ମ୍ୟାନେଜର ଓଁମପ୍ରକାଶ କୁମାର, ସମ୍ମାନିତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜିଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ଏବଂ ଲେଖାପାଳ ଦ୍ଵିତୀୟା ବନଛୋର ଏବଂ ସମାଜସେବୀ ଜୟନ୍ତ ଗଉଡ଼ ପ୍ରମୁଖ ଉପସ୍ଥିତ ଥିଲେ । ଏବଂ କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ପୂର୍ବତନ ଜାତୀୟ ଯୁବ ସ୍ବେଚ୍ଛାସେବୀ ହେମସାଗର ସାହୁ ,
ମିଲନ କୁମାର ଭୋଇ ଓ କୋପନେଶ୍ୱର ବେମାଲ ନୀଳଚକ୍ର ସାଂସ୍କୃତିକ ଅନୁଷ୍ଠାନ ପଲସାପଡାର ସଭାପତି ସାଗର ନାଏକ ସମ୍ପାଦକ ପ୍ରଶାନ୍ତ ନାଏକ ଉପ ସଭାପତି ନରେଶ ନାଏକ ଏବଂ କ୍ଲବର ମୁଖ୍ୟ ସଦସ୍ୟ ବ୍ୟାସଦେବ ନାଏକ, କମ୍ବୁ ନାଏକ,ବବଲୁ ଭୋଇ ,ନେତ୍ର ଭୋଇ,ପିଣ୍ଟୁ ନାଏକ ,ଅନନ୍ତ ନାଏକ ସହ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

© 2023 Odisha Taza News.