No Result
View All Result
୨୧ ଜାନୁଆରୀ ଶନିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଆର,ଉଦୟଗିରି ମହେନ୍ଦ୍ରତନୟା ଉର୍ଚ ମାଧ୍ୟମିକ ବିଦ୍ୟାଳୟର ବାଷିକ କ୍ରୀଡା ଉଜ୍ଯାପିତ ହୋଇଯାଇଛି । ଗତ ୧୮ ତାରିଖ ଠାରୁ ଆରମ୍ଭ ହୋଇଥିବା ବାଷିକ କ୍ରିଡାକୁ ଅଧ୍ୟକ୍ଷ ଦାୟୀତ୍ବରେ ଥିବା ଅଧ୍ୟାପକ ନିଳାଚଳ ପାଣିଗ୍ରାହୀ ଉଦ୍ଘାଟନ କହିଥିଲେ । ଛାତ୍ରଛାତ୍ରୀମାନେ ୧୦୦ ମିଟର, ୨୦୦ ମିଟର ଦୌଡ, ଲମ୍ବଡିଆ, ସଟପୁଟ,
ଡିସ୍କସ୍ ଥ୍ରୋ, କବାଡି, ଭଲିବଲ୍, କ୍ରୀକେଟ୍, କ୍ୟାରେମ୍, ରିଙ୍ଗ୍ ବଲ, ଦୌଡିଡିଆଁ, ମ୍ୟୁଜିକାଲ ଚେୟାର ଇତ୍ୟାଦି ଖେଳରେ ଭାଗ ନେଇଥିଲେ । ବିଦ୍ୟାଳୟର କ୍ରିଡା ଶିକ୍ଷକ ସୁମନ୍ତ କୁମାର ବେହେରା ଖେଳ ଗୁଡିକୁ ପରିଚାଳନା କରିଥିବା ବେଳେ ଅଧ୍ୟାପକ ନିରଞ୍ଜନ ପ୍ରାଣିଗ୍ରାହୀ, ଅଧ୍ୟାପିକା କୁତାଞ୍ଜଳୀ ରାଇକା, ଡି. ଓ ଦ୍ବୀତିକୃଷ୍ଣ ପ୍ରଧାନ, ଏବଂ ପିଅନମାନେ ପ୍ରମ୍ବଖ ପରିଚାଳନାରେ ସହଯୋଗ କରିଥିଲେ ।

No Result
View All Result