ତଥ୍ ଭିନ୍ନ ଗୀତା ଶବ୍ଦ ଅର୍ଚ୍ଚନା କରିବା ସହିତ ଶାନ୍ତି ପାଠ ଶ୍ରୀମତୀ-ପ୍ରତିଭା ଦିଦି କରୁଥିଲେ । ଏହି ସାଂସ୍କୃତିକ ମହୋତ୍ସବ ସଭାପତି ପରିଚାଳନା ଶ୍ରୀ-ରାଜେଶ କୁମାର ପୁଷ୍ଟି ରହିଥିବାବେଳେ ଯେଉଁ ଲୁକାଇତ ପ୍ରତିଭା ରହିଛି,ତାହାକୁ ନେଇ ସ୍ବାମୀ ବିବେକାନନ୍ଦଙ୍କ ବିଶ୍ଵ ବାଣୀ ବିଷୟରେ ଆଧାରିତ ଶ୍ରୀ-ରଘୁନାଥ ଗମାଙ୍ଗ,ଶ୍ରୀ-ବିକାଶ ରଞ୍ଜନ ବେହେରା, ଶ୍ରୀ-ଗଜପତି ମହାରାଓ, ଶ୍ରୀ-ଜଗନ୍ନାଥ ପଟ୍ଟନାୟକ କିଛି ସଂକ୍ଷିପ୍ତ ଉଦ୍ଭଦନ ସ୍ମୃତି ବାଣୀ କହୁଥିଲେ ।
ଯଥାକ୍ରମେ ଗୁଣପୁର ଅଞ୍ଚଳବାସୀ ଦେଶ ପ୍ରେମୀ ଲୁକାଇତ ସ୍ବାଧୀନତା ସଂଗ୍ରାମରେ ପୂର୍ବତନ ଶ୍ରୀ-ଭଗବାନ୍ ସେନାପତି,ଶ୍ରୀ-ଲକ୍ଷ୍ମୀ ନାରାୟଣ ସେନାପତି,ଶ୍ରୀ-ପ୍ରହ୍ଲାଦ ପାଣିଗ୍ରାହୀ ତାହାଙ୍କ ପରିବାର ବର୍ଗଙ୍କୁ ସ୍ମୃତି ମାନ ପ୍ରଦାନ କରାଯାଇଥିଲା । ଏଥିପାଇଁ ପୂର୍ବରେ ପ୍ରତ୍ୟେକ ସ୍କୁଲ, କଲେଜ ମାନଙ୍କରେ ବକୃତା ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗୀତା ହୋଇଥିଲା ।
ଯଥା ବକୃତା ପ୍ରତିଯୋଗୀତାରେ ଭାଗ ନେଇଥିଲେ – ରାବାଦିକିସ୍ତା-ଗାୟତ୍ରୀ କଲେଜ, ତପସ୍ଵୀନି ଶବର-ବି ଆର୍ ଏନ କଲେଜ ଡମ୍ବସରା,ସାରତି ଗମାଙ୍ଗ-ବି ଆର୍ ଏନ୍ ଡମ୍ବସରା କଲେଜ । ବକୃତା କନିଷ୍ଠବର୍ଗ ପ୍ରତିଯୋଗୀତାରେ ମାନସ୍ ମହାଙ୍କୁଡ-ବଂଶଧାରା କଲେଜ,ମାମାଲି ଗୌଡ-ଶାନ୍ତିନିକେତନ କଲେଜ। । ସାଧାରଣ ଜ୍ଞାନ ପ୍ରତିଯୋଗୀତାରେ ସାରତି ଗମାଙ୍ଗ-ବି ଆର ଏନ ଡମ୍ବସରା କଲେଜ,ସୌମ୍ଯ ରଞ୍ଜନ ଲିମା-ଗାୟତ୍ରୀ କଲେଜ,ଈଶ୍ବରୀ ଶବର-ଗୁଣପୁର କଲେଜ, ରେଣୁକା ଗୌଡ-ଗୁଣପୁର କଲେଜ ।
ସାଧାରଣ ଜ୍ଞାନ କନିଷ୍ଠ ବର୍ଗର ପ୍ରତିଯୋଗୀତା ସ୍ନେହା ବେହେରା-ଗୁଣପୁର କଲେଜ,କୁହୁକିନ୍ ନାୟକ-ଗୁଣପୁର କଲେଜ,ଅସ୍ପିତା ପାତ୍ର-ବଂଶଧାରା କଲେଜ । ଚିତ୍ରାଙ୍କନ ପ୍ରତିଯୋଗୀତାରେ ସି ନି କାଡ୍ରାକା-ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସ୍କୁଲ,ବି ଚୈତ୍ରା-ଜଗନାଥ ପବ୍ଲିକ୍ ସ୍କୂଲ,ପ୍ରତିମା କଡିକା-ଗୁଣପୁର ବାଳିକା ବିଦ୍ୟାଳୟ,କାର୍ତ୍ତିକ ଶବର,
ପାୟଲ୍ ମହାରଣା-ଆଦର୍ଶ ସ୍କୁଲ ପ୍ରତିଯୋଗୀତାରେ ଭାଗ ନେଇ ଥିବା ଦେଶ ପ୍ରେମୀ ଶିଶୁ କଳା ଛାତ୍ର, ଛାତ୍ରୀମାନଙ୍କୁ ମାନତ ବିତରଣ ପ୍ରଦାନ କରାଯାଇଥିଲା । ଏଥିରେ ବିଧାୟକ ଶ୍ରୀ-ରଘୁନାଥ ଗମାଙ୍ଗ,ଆରକ୍ଷି ବିଭାଗ ଶ୍ରୀ-ବିକାଶ ରଞ୍ଜନ ବେହେରା,ସ୍ବାଗତ ସମିତି ଶ୍ରୀ-ଗଜପତି ମହାରାଓ, ଯାତ୍ରା ସଜ୍ଜିତ ଶ୍ରୀ-ଜଗନ୍ନାଥ ପଟ୍ଟନାୟକ, ପ୍ରାୟୋଜକ ଶ୍ରୀ-ରବି ନାଇଡୁ, ସାମ୍ବାଦିକମାନେ ଉପସ୍ଥିତ ରହିଥିଲେ ।

© 2023 Odisha Taza News.