• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏରବଂଗ ହାଇସ୍କୁଲର ୧୯୮୯ ବ୍ୟାଚର ବଣ ଭୋଜି : ଭୁବନେଶ୍ୱରର ଧଉଳି ଉପଖଣ୍ଡରେ ବଡ଼ ଆଡ଼ମ୍ବରେ ପାଳିତ

Proprietor Abhimanyu Maharana by Proprietor Abhimanyu Maharana
December 30, 2022
in ଓଡ଼ିଶା, ପୁରୀ, ହୋମ୍
0
ଏରବଂଗ ହାଇସ୍କୁଲର ୧୯୮୯ ବ୍ୟାଚର ବଣ ଭୋଜି : ଭୁବନେଶ୍ୱରର ଧଉଳି ଉପଖଣ୍ଡରେ ବଡ଼ ଆଡ଼ମ୍ବରେ ପାଳିତ
Share on FacebookShare on TwitterWhatsapp

ଏହି ବଣ ଭୋଜି ଯୋଗ ଦେବାପାଇଁ ପୁରୀ, କୋଣାର୍କ, ଗୋପ, କାକଟପୁର, ନିମାପଡ଼ା, କଟକ ଓ ଭୁବନେଶ୍ବର ରୁ ପ୍ରାୟ ୧୦୦ ରୁ ଉର୍ଦ୍ଧ ପିଲା ଓ ସେମନଙ୍କର ପରିବାର ଯୋଗ ଦେଇଥିଲେ ।

ଭୋଜିରେ ଭାତ, ଡାଲି, ମଟନ, ମାଛ, ଅଣ୍ଡା, ପନିର, ଖିରି ଆଦିର ଆୟୋଜନ କରାଯାଇଥିଲା ।

୩୦ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ପୁରୀ ଜିଲ୍ଲାର /ଗୋପ :- ପୁରୀ ଜିଲ୍ଲାର ଗୋପ ବ୍ଲକସ୍ଥିତ ଏରବଙ୍ଗ ନୋଡାଲ ଉଚ୍ଚ ବିଦ୍ୟାଳୟ ର ୧୯୮୯ ବ୍ୟାଚର ଗୋଟିଏ ସୁନ୍ଦର ବଣ ଭୋଜି ଧଉଳି ନିକଟସ୍ଥ ଏକ ଘରୋଇ ବଗିଚା ଠାରେ ଅନୁଷ୍ଟିତ ହୋଇସାରିଛି , ଏହି ବଣ ଭୋଜି ଯୋଗ ଦେବାପାଇଁ ପୁରୀ, କୋଣାର୍କ, ଗୋପ, କାକଟପୁର, ନିମାପଡ଼ା, କଟକ ଓ ଭୁବନେଶ୍ବର ରୁ ପ୍ରାୟ ୧୦୦ ରୁ ଉର୍ଦ୍ଧ ପିଲା ଓ ସେମନଙ୍କର ପରିବାର ଯୋଗ ଦେଇଥିଲେ । ଏହି ବଣଭୋଜିରେ ଛୋଟ ପିଲାମାନଙ୍କ ମଧ୍ୟରେ ଡିବେଟ, ମିଉଜିକ ଚେୟାର, ଗୀତ ର କମ୍ପିଟିସନ ହେଇଥିଲା । ଉତ୍ତୀର୍ଣ୍ଣ ପିଲାମାନଙ୍କୁ ଆମ ୧୯୮୯ ବ୍ୟାଚ୍ ର ସିନେ ତାରକା ଶ୍ରୀ ଭଗବାନ ବେହେରା ଓ ଡାକ୍ତର ଜ୍ୟୋତିର୍ମୟ ନାୟକ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି ପୁରସ୍କାର ଗୁଡ଼ିକ ଆମ ବ୍ୟାଚ ର ବିଶ୍ୱଜିତ୍ ମହାନ୍ତି ପ୍ରଦାନ କରିଥିବାରୁ ତାଙ୍କୁ ୧୯୮୯ ବ୍ୟାଚ ଧନ୍ୟବାଦ୍ ଜ୍ଞାପନ କରିଥିଲେ । ଏହି ବଣଭୋଜି କରିବାପାଇଁ ୧୯୮୯ ବ୍ୟାଚ ର ରଶ୍ମି ରଞ୍ଜନ ସ୍ବାଇଁ, ମଞ୍ଜୁଲତା ସାହୁ, ବିଶ୍ୱଜିତ୍ ମହାନ୍ତି, ସୁର୍ୟ ନାରାୟଣ ପଣ୍ଡା, ହରିଆ ବେହେରା, ମମତା ମହାପାତ୍ର, ଗୀତ ଦାସ୍, ରଶ୍ମିତା ମିଶ୍ର, ଅଜୟ ନାୟକ, ବାଳକୃଷ୍ଣ ସେନାପତି, ଆଲୋକ ରାଉତ, ସଲେନ୍ଦ୍ରି ମହାପାତ୍ର, ମାନସୀ ମହାନ୍ତି , ରଞ୍ଜନ ସ୍ବାଇଁ , ନିରଞ୍ଜନ ସ୍ବାଇଁ , ରଞ୍ଜନ ପାଢ଼ୀ ଆଖୁନ ଜେନା , ମୁନ୍ନା ରଥ, ଓ ୧୯୮୯ ବ୍ୟାଚ ର ଉପସ୍ଥିତ ସମସ୍ତେ ଅକ୍ଲାନ୍ତ ପରିଶ୍ରମ ଓ ସମୟ ଦେଇ ୧୯୮୯ ବ୍ୟାଚ ର ବଣଭୋଜି -୨୦୨୨ କୁ ସାଫଲ୍ୟ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନିରାପଦ ଉତ୍ପାଦ ହିଁ ଗ୍ରାହକଙ୍କୁ ଆଶ୍ବସ୍ତ କରେ

ନିରାପଦ ଉତ୍ପାଦ ହିଁ ଗ୍ରାହକଙ୍କୁ ଆଶ୍ବସ୍ତ କରେ

March 16, 2026
ବନ୍ଧୁ ମିଳନ ପାଇଁ ପ୍ରସ୍ତୁତି ବୈଠକ

ବନ୍ଧୁ ମିଳନ ପାଇଁ ପ୍ରସ୍ତୁତି ବୈଠକ

March 16, 2026
ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ ପରୀକ୍ଷା”

ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ ପରୀକ୍ଷା”

March 16, 2026
ପୂର୍ବତନ ଶିକ୍ଷକ ତଥା ବିଶିଷ୍ଠ ବ୍ୟବସାୟୀ ଙ୍କ ପରଲୋକ : ବଣିକ ସଂଘ ତରଫରୁ ଦୋକାନ ବଜାର ବନ୍ଦ

ପୂର୍ବତନ ଶିକ୍ଷକ ତଥା ବିଶିଷ୍ଠ ବ୍ୟବସାୟୀ ଙ୍କ ପରଲୋକ : ବଣିକ ସଂଘ ତରଫରୁ ଦୋକାନ ବଜାର ବନ୍ଦ

March 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନିରାପଦ ଉତ୍ପାଦ ହିଁ ଗ୍ରାହକଙ୍କୁ ଆଶ୍ବସ୍ତ କରେ

ନିରାପଦ ଉତ୍ପାଦ ହିଁ ଗ୍ରାହକଙ୍କୁ ଆଶ୍ବସ୍ତ କରେ

March 16, 2026
ବନ୍ଧୁ ମିଳନ ପାଇଁ ପ୍ରସ୍ତୁତି ବୈଠକ

ବନ୍ଧୁ ମିଳନ ପାଇଁ ପ୍ରସ୍ତୁତି ବୈଠକ

March 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version