No Result
View All Result
୨୩ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଆର. ଉଦୟଗିରି ଠାରୁ ପାରଳାଖେମଣ୍ଡି ସଂଯୋଗ କରୁଥିବା ବାଦପୁରୁ ଘାଟି ଠାରେ ଏକ ବାଇକ୍ ଦୁର୍ଘଟଣାରେ ଚାଳକ ଗୁରୁତର ହୋଇଥିଲେ । ପଡି ରହିଥିଲେ । ଘଟଣା ସ୍ଥୁଳରେ ଆର.ଉଦୟଗିରି ପୁଲିସ ଖବରପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଆର. ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭତ୍ତି କରି ବାଇକ ଜବତ କରଛି ।
ତେବେ ଗୁରୁତ୍ବର ଜଣକ ବସ୍ତିଗୁଡା ଗ୍ରାମର କାଲିଆ ରଇତ । ଅନ୍ୟପଟେ ଗୁରୁତ୍ବକୁ ବ୍ରହ୍ମପୁର ବଡ ମେଡିକଲ ପାଠାଯାଇଥି ବିଷୟ ବିଷେସୁତ୍ର ପ୍ରକାଶ ।

No Result
View All Result