ଏହି ସ୍ବାସ୍ଥ୍ୟ ମେଳାରେ ଡାକ୍ତର ସୌମେନ୍ଦ୍ର କୁମାର ସାହୁ,ଡାକ୍ତର ସତିଶ ନିବେଦନ,ଡାକ୍ତର ଚିରଞ୍ଜିବୀ ବ୍ରହ୍ମା,ଡାକ୍ତର ଅଂଶୁମାନ ଦାସ,ଡାକ୍ତର ରିତେଶ ବଳିୟାର ସିଂ ,ଡାକ୍ତର ଶଇଳା ଷଡ଼ଙ୍ଗୀ ଉପସ୍ଥିତ ରହି ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଥିଲେ ।
ଏହି ସ୍ବାସ୍ଥ୍ୟ ମେଳା କୁ ପ୍ରଶାନ୍ତ କୁମାର ବେହେରା , ନିରଞ୍ଜନ ସେଠୀ,ମନୋଜ ମହାପାତ୍ର, ସାଗରିକା ସାମନ୍ତ ରାୟ,ବ୍ରଜ ମୋହନ ମଳିକ ସହଯୋଗ କରିଥିଲେ । ଏହି ସ୍ବାସ୍ଥ୍ୟମେଳାରେ ଶହ ଶହ ଆଦିବାସୀ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା । ଏହି ସ୍ବାସ୍ଥ୍ୟ ମେଳାରେ ଛାତ୍ର ଛାତ୍ରୀ ମାନେ ସୁସ୍ଥ ରହିବା ପାଇଁ ଯୋଗ ଶିକ୍ଷା ଦିଆଯାଇଥିଲା ।

© 2023 Odisha Taza News.