No Result
View All Result


ଓଡ଼ିଶା ତାଜା ନ୍ୟୁଜ ( ୧୦ ନଭେମ୍ବର , ଗୁରୁବାର ) ବାଲେଶ୍ଵର :- ଆଜି ବାଲେଶ୍ୱର ଲୋକପ୍ରିୟ ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ୬୮ତମ ଜନ୍ମଦିନ ଉପଲକ୍ଷେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅଧିନ ସନ୍ତୋଷପୁର ଗ୍ରାମପଞ୍ଚାୟତ ର ବାରୁଣୀ ପଡିଆ ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଉକ୍ତ ଶିବିରକୁ ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ,
ଜିଲ୍ଲା ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ପଣ୍ଡା , ସନ୍ତୋଷପୁର ପଞ୍ଚାୟତ ପ୍ରମୁଖ ସୁବ୍ରତ ଦାସ ମହାପାତ୍ର,୧୬ ଜୋନ ପ୍ରଭାରୀ ବିନୋଦ ମହାନ୍ତି, ଜଳେଶ୍ୱର ପୂର୍ବତନ ନଗରପାଳ ପ୍ରବୀର ପ୍ରଧାନ, ଓବିସି ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ନାରାୟଣ ପାତ୍ର,ଜିଲ୍ଲା ରକ୍ତଦାତା ସଙ୍ଘ ସଭାପତି କମଲ ଚକ୍ରବର୍ତ୍ତୀ, ଦୀପ୍ତିମାନ ପତି, ପ୍ରତାପ ଗିରି, ରାମ ଚନ୍ଦ୍ର ସାହୁ, ଦିଲ୍ଲୀପ ମହାପାତ୍ର,
ମାଳତୀ ଦାସ, ମିନାକ୍ଷୀ ନାଥ,ଆରୁହା ପଞ୍ଚାୟତ ପ୍ରମୁଖ ନିମାଇଁ ପ୍ରଧାନ, ରବୀନ୍ଦ୍ର ସାମନ୍ତରାୟ, ପ୍ରତାପ ସାହୁ, ମଳୟ ରଞ୍ଜନ ଜେନା,ରାଇବଣିଆ ମଣ୍ଡଳ ସଭାପତି ତରୁଣ ପଟ୍ଟନାୟକ, ରଘୁନାଥ ପୁର ପଞ୍ଚାୟତ ପ୍ରମୁଖ ଭାସ୍କର ଚନ୍ଦ୍ର ଘୋଷ, କରୁଆ ପଞ୍ଚାୟତ ପ୍ରମୁଖ ନିରଞ୍ଜନ ପାତ୍ର, ଭୂପେନ ସାହୁ, ନବୀନ ସାମଲ, ବଳରାମ ବେହେରା, ରବୀନ୍ଦ୍ର କୁମାର ପାତ୍ର ପ୍ରଭୁତି ସହଯୋଗ କରିଥିଲେ l

No Result
View All Result