• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଯୋଗଦାନ କଲେ ଦଶମନ୍ତପୁର, ମାଝୀଗୁଡା ଓ କୋଲାର ପଂଚାୟତର ଦଳୀୟ କର୍ମୀ

Proprietor Abhimanyu Maharana by Proprietor Abhimanyu Maharana
October 21, 2022
in ଓଡ଼ିଶା, କୋରାପୁଟ, ହୋମ୍
0
ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଯୋଗଦାନ କଲେ ଦଶମନ୍ତପୁର, ମାଝୀଗୁଡା ଓ କୋଲାର ପଂଚାୟତର ଦଳୀୟ କର୍ମୀ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୧ ଅକ୍ଟୋବର ଶୁକ୍ରବାର ) ବୈପାରିଗୁଡା :- ଦଳରୁ ନିଲମ୍ବିତ ନା ଅସନ୍ତୁଷ୍ଟ ନା ବ୍ଲକର ବିଭିନ୍ନ ପଂଚାୟତରେ ଥିବା ବିଜେଡି ଦଳୀୟ କର୍ମୀଙ୍କ ସହମତରେ କିଛି ବରିଷ୍ଟ ଓ ପଦପଦବୀରେ ଥିବା କର୍ମୀଙ୍କୁ ଦଳରୁ ବହିଷ୍ମାର କରିବା ପାଇଁ ବ୍ଲକର ସମସ୍ତ କର୍ମୀ ମାନେ ନିଷ୍ପତି ନେଇଥିଲେ ଏବଂ ନିର୍ବାଚନ ସମୟରେ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ଦଳ ପକ୍ଷରୁ ଏମାନଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛି । ଏହି ୧୪ ଜଣ ଅସନ୍ତୁଷ୍ଟ କର୍ମୀ ମାନେ ଏକତ୍ରି ହୋଇ ଆଜି ୩ ଟି ପଂଚାୟତର ଦଳୀୟ କର୍ମୀଙ୍କୁ ନେଇ ଦଶମନ୍ତପୁର ହାଟପଡା ଠାରେ ଏକ ଜନସମ୍ପର୍କ ପଦଯାତ୍ରା କରିବା ସହ ନିଜର ଶକ୍ତି ପ୍ରଦର୍ଶନ କରି ଦଳରେ ନିଜର ଉପସ୍ଥିତି ମଧ୍ୟ ଜାହିର କରିଛନ୍ତି ।

ତେବେ ସେମାନେ ସିଧାସଳଖ ପ୍ରକାଶ କରିଛନ୍ତି ଯେ ବିଜେଡି ଦଳର ମୁଖ୍ୟା ଏହି ଜନସମ୍ପର୍କ ପଦଯାତ୍ରା ସବୁ ନିର୍ବାଚନ ମଣ୍ଣଳୀରେ କରିବା ପାଇଁ ନିଦେର୍ଶ ଦେଇଛନ୍ତି ଆମେ ନିଲମ୍ବିତ କିମ୍ବା ଅସନ୍ତୁଷ୍ଟ କର୍ମୀ ହେଲେ ମଧ୍ୟ ବିଜେଡି ଦଳର ସବୁ ନିୟମ ମାନି ଚଳୁଛୁ ଏବଂ ରାଜ୍ୟସ୍ତରୀୟର ସମସ୍ତ କଥା କୁ ମାନି ଆମେ କାର୍ଯ୍ୟକ୍ରମ କରୁଛୁ ବୋଲି ତାଙ୍କ ମାନଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ସ୍ଥାନୀୟ ଦଶମନ୍ତପୁର ହାଟପଡା ଠାରୁ ୩ ଟି ପଂଚାୟତର ହଜାର ହଜାର କର୍ମୀ ହାତରେ ଦଳୀୟ ପତାତା ଧରି ଓଡିଶାର ନମ୍ବର୧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିନ୍ଦାବାସ ଓ ବବି ଭାଇ ଜିନ୍ଦାବାଦ ନାରା ଦେଇ ବାହାରି ଦଶମନ୍ତପୁର ଗ୍ରାମ ପରିକ୍ରମା କରିବା ସହ ହାଟପଡା ଠାରେ ଏକ ସାଧାରଣ ବୈଠକ ମଧ୍ୟ କରିଥିବାର ଜଣାଯାଇଛି ।

ଏହି କାର୍ଯ୍ୟକ୍ରମକୁ ପଂଚାୟତ ସ୍ତରର କର୍ମୀ ମାନେ ଯୋଗଦାନ କରିଥିବା ବେଳେ ଅସନ୍ତୁଷ୍ଟ କର୍ମୀଙ୍କ ପକ୍ଷରୁ ଆୟୋଜନ କରାଯାଇଥିଲା । ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଅକ୍ଟୋବର ୨ ରୁ ଏକମାସ ଧରି ସମସ୍ତ ନିର୍ବାଚନ ମଣ୍ଡଳୀରେ ଜନସମ୍ପର୍କ ପଦଯାତ୍ରା ଆୟୋଜନ କରାଯାଇଥିବା ବେଳେ ବୈପାରିଗୁଡାର ଅସନ୍ତୋଷ ଗୋଷ୍ଠୀ ପକ୍ଷରୁ ପ୍ରଥମଥର କରି ଏହି ପଦଯାତ୍ରା କରିଥିବାର ଜଣାପଡିଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସାମୁହିକ ବିକାଶମୂଳକ ଯୋଜନାର ସଫଳ ରୂପାୟନ କରିବା ଏବଂ ଜନସାଧାରଣ ଓ ସମାଜରେ ସବୁଠାରୁ ତଳସ୍ତରରେ ରହିଥିବା ଲୋକମାନେ କିପରି ସୁଫଳ ପାଇପାରିବେ ସେଥିପ୍ରତି ଧ୍ୟାନ ଦେବା ପାଇଁ ଦଳୀୟ ଅସନ୍ତୁଷ୍ଟ କର୍ମୀ ନିର୍ବାଚିତ ପ୍ରତିନିଥି ଓ କର୍ମୀଙ୍କୁ ସଚେତନ କରାଇଥିଲେ । ଏହି ଜନସମ୍ପର୍କ ପଦଯାତ୍ରାରେ ଅସନ୍ତୁଷ୍ଟ କର୍ମୀଙ୍କ ସହିତ କିଛି ସରପଂଚ , ସମିତିସଭ୍ୟ, ୱାର୍ଡମେମ୍ବର ମାନେ ଉପସ୍ଥିତ ରହିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

September 9, 2026
Odisha Society Of UK Celebrates 47th Anniversary

ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ

September 9, 2026
Odisha Society Of UK Celebrates 47th Anniversary

Odisha Society Of UK Celebrates 47th Anniversary

September 9, 2026
54th National Convention of Company Secretaries concludes in Bhubaneswar

କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

September 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

September 9, 2026
Odisha Society Of UK Celebrates 47th Anniversary

ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ

September 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version