• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

BSF ର ଯୋଗ ପ୍ରଶିକ୍ଷଣ ଶିବିର ଓ ଜାତୀୟ ପତାକା ସଚେତନା ଶିବିର

Proprietor Abhimanyu Maharana by Proprietor Abhimanyu Maharana
June 15, 2022
in ଓଡ଼ିଶା, ମାଲକାନଗିରି, ହୋମ୍
0
BSF ର ଯୋଗ ପ୍ରଶିକ୍ଷଣ ଶିବିର ଓ ଜାତୀୟ ପତାକା ସଚେତନା ଶିବିର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍/୧୫ ଜୁନ ବୁଧବାର/ମାଲକାନଗିରି,ପଡିଆ :- ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର କଦମଗୁଡା ପଞ୍ଚାୟତ ଅନ୍ତର୍ଗତ କଡମଗୁଡ଼ା ଗ୍ରାମରେ BSF ୧୫୧ ବାଟାଲିୟନ f coy ଖଇରପୁଟ କ୍ୟାମ୍ପ ତରଫରୁ ଏକ ପ୍ରଶିକ୍ଷଣ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଏ ଶିବିର ଦୀର୍ଘ ୧୫ ଦିନ ଧରି BSF ଯୋଗ ପ୍ରଶିକ୍ଷକଙ୍କ ସହଯୋଗରେ କଦମଗୁଡା ଗ୍ରାମର ଅଧିବାସୀ ମାନକୁ ତାଲିମ ପ୍ରଦାନ କରାଯାଇଥିଲା ,ଏଥିରେ ଯୋଗର ମହତ୍ତ୍ଵ,ଉପକାରିତା ଏବଂ ଦୈନଦିନ ଜୀବନରେ କିପରି ପ୍ରଭାବ ପକାଇ ଥାଇ ସେ ବିଷୟରେ ବୁଝାଇ ଥିଲେ ।

ଯୋଗର ପ୍ରାୟ ୨୦ ପ୍ରକାର event’s ଶିକ୍ଷା ଦିଆଯାଇଥିଲା ,ଏହି ଶିବିରରେ ବୃଦ୍ଧ ପୁରୁଷ ମହିଳା ,ୟୁବ ଗୋଷ୍ଠି, ସ୍କଲ ପିଲା ମାନେ ଅଂଶ ଗ୍ରହଣ କରିଥିଲେ । ଏହି ୧୫ ଦିନର ଯୋଗ ଶିଖିଲା ପରେ ଅନେକ ଉପକାର ପାଇଛନ୍ତି ବୋଲି ଆଜି ସେମାନେ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୧୦୦ ଜଣ ଭାଗ ନେଇଥିଲେ । ଏହି କାର୍ଯ୍ୟକୁ ସମ୍ପନ୍ନ କରିବାରେ ଗ୍ରାମର ଯୁବକ ସଂଘର କର୍ମକର୍ତ୍ତା ଓ ପଞ୍ଚାୟତର ସରପଞ୍ଚ ସୂର୍ଯ୍ୟ ନାରାୟଣ ଜିଗଡି ବିଶେଷ ଯୋଗଦାନ ଦେଇଥିଲେ ।

BSF ର ଆସିଷ୍ଟାଣ୍ଟ କମାଡ଼ାଣ୍ଟ ଶ୍ରୀ ରାକେଶ କୁମାର ପରିଚାଳନା କରିଥିଲେ ଓ ଏସଆଇ ନିରଞ୍ଜନ ସିଂ, ନରହରି ଶତପଥୀ ଓ ପ୍ରଶିକ୍ଷକ ମହମ୍ମଦ ଆୟୁବ ,ଧର୍ମେନ୍ଦ୍ର ତିୱାରୀ ,ମିହିର ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଉପସ୍ଥିତ ଲୋକ ମନକୁ ଜାତୀୟ ପତାକାର ମହତ୍ତ୍ଵ ବିଷୟରେ କମାଡିଂ ଅଫିସର ଶ୍ରୀ ରାକେଶ କୁମାର କହିଥିଲେ । ପଞ୍ଚାୟତର ଲୋକ ମାନେ ଏହାକୁ ସ୍ଵାଗତ କରିବା ସହ ଭାରତ ମାତା କି ଜୟ ଶ୍ୱୋଗାନ୍ ଦେଇଥିଲେ ଓ ଉପସ୍ଥିତ ସମସ୍ତ ଲୋକ ମାନଙ୍କୁ ମିଳିମିଶି ଦେଶ ସେବା କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ପରିଶେଷରେ ମିଷ୍ଟାନ୍ନ ବଣ୍ଟନ କରାଯାଇ ଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କୁନିକୁନି ଶିଶୁମାନେ ଆଙ୍କିଲେ ମହାପ୍ରଭୁଙ୍କ ଜୀବନ୍ତ ଚିତ୍ର ଭାଗ ନେଲେ ୪ଶହରୁ ଉର୍ଦ୍ଧ୍ଵ ବିଦ୍ୟାର୍ଥୀ

କୁନିକୁନି ଶିଶୁମାନେ ଆଙ୍କିଲେ ମହାପ୍ରଭୁଙ୍କ ଜୀବନ୍ତ ଚିତ୍ର ଭାଗ ନେଲେ ୪ଶହରୁ ଉର୍ଦ୍ଧ୍ଵ ବିଦ୍ୟାର୍ଥୀ

April 26, 2026
ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସରେ ସଂପର୍କ ପକ୍ଷରୁ ପ୍ରାଣୀପାଳକଙ୍କ ପାଇଁ ସଚେତନତା ଶିବିର

ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସରେ ସଂପର୍କ ପକ୍ଷରୁ ପ୍ରାଣୀପାଳକଙ୍କ ପାଇଁ ସଚେତନତା ଶିବିର

April 26, 2026
ରଥଖଳା ରେ ଘୁମୁସର ରୁ ୨୮ ଖଣ୍ଡ କାଠ ପହଁଚିଲା

ରଥଖଳା ରେ ଘୁମୁସର ରୁ ୨୮ ଖଣ୍ଡ କାଠ ପହଁଚିଲା

April 26, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୦ ଗୋଲରେ କୋପରେଟିଭ ହାଇସ୍କୁଲ୍ ଗାର୍ଲ୍ସ ଏଫ୍.ସି ବାଇଗୁଣିଆ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୦ ଗୋଲରେ କୋପରେଟିଭ ହାଇସ୍କୁଲ୍ ଗାର୍ଲ୍ସ ଏଫ୍.ସି ବାଇଗୁଣିଆ ବିଜୟୀ

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କୁନିକୁନି ଶିଶୁମାନେ ଆଙ୍କିଲେ ମହାପ୍ରଭୁଙ୍କ ଜୀବନ୍ତ ଚିତ୍ର ଭାଗ ନେଲେ ୪ଶହରୁ ଉର୍ଦ୍ଧ୍ଵ ବିଦ୍ୟାର୍ଥୀ

କୁନିକୁନି ଶିଶୁମାନେ ଆଙ୍କିଲେ ମହାପ୍ରଭୁଙ୍କ ଜୀବନ୍ତ ଚିତ୍ର ଭାଗ ନେଲେ ୪ଶହରୁ ଉର୍ଦ୍ଧ୍ଵ ବିଦ୍ୟାର୍ଥୀ

April 26, 2026
ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସରେ ସଂପର୍କ ପକ୍ଷରୁ ପ୍ରାଣୀପାଳକଙ୍କ ପାଇଁ ସଚେତନତା ଶିବିର

ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସରେ ସଂପର୍କ ପକ୍ଷରୁ ପ୍ରାଣୀପାଳକଙ୍କ ପାଇଁ ସଚେତନତା ଶିବିର

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version