• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ମିଶନ ଶକ୍ତିର ମା ମାନେ କରୋନା ଲଢେଇ ଆରମ୍ଭରୁ ହିଁ ଉତ୍ସାହ ଓ ନିଷ୍ଠାର ସହ ନିଜ ନିଜ ଗାଁ, ପଲ୍ଲୀ ଓ ୱାର୍ଡରେ କାମ କରୁଛନ୍ତି । ପ୍ରକୃତରେ ସେମାନେ ହିଁ କରୋନା ଯୁଦ୍ଧ

Proprietor Abhimanyu Maharana by Proprietor Abhimanyu Maharana
May 9, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ମିଶନ ଶକ୍ତିର ମା ମାନେ କରୋନା ଲଢେଇ ଆରମ୍ଭରୁ ହିଁ ଉତ୍ସାହ ଓ ନିଷ୍ଠାର ସହ ନିଜ ନିଜ ଗାଁ, ପଲ୍ଲୀ ଓ ୱାର୍ଡରେ କାମ କରୁଛନ୍ତି । ପ୍ରକୃତରେ ସେମାନେ ହିଁ କରୋନା ଯୁଦ୍ଧ
Share on FacebookShare on TwitterWhatsapp

ଭୁବନେଶ୍ୱର ,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍‌ )୯ମଇ, ଶନିବାର, :- ନିଜ ଜୀବନକୁ ବାଜି ଲଗେଇ କରୋନା ସହ ଲଢୁଥିବା ଲକ୍ଷଲକ୍ଷ ମା ଭଉଣୀ ହେଉଛନ୍ତି ପ୍ରକୃତ କରୋନା ଯୋଦ୍ଧା । ସେମାନଙ୍କ ସାହସ ଓ ଶୃଙ୍ଖଳା ଯୋଗୁଁ ହିଁ ସାମାଜିକ ସଂକ୍ରମଣ ହୋଇନାହିଁ । ମା ଓ ଭଉଣୀମାନେ ଏଇ ସାହସ, ତ୍ୟାଗ ଓ ନିର୍ଭିକତାର ସହ ଆଉ ଦୁଇ ମାସ କାମ କରିବାକୁ ଆହ୍ୱାନ ଦେଇଛନ୍ତି ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ । ମିଶନ ଶକ୍ତିର ମା ମାନେ କରୋନା ଲଢେଇ ଆରମ୍ଭରୁ ହିଁ ଉତ୍ସାହ ଓ ନିଷ୍ଠାର ସହ ନିଜ ନିଜ ଗାଁ, ପଲ୍ଲୀ ଓ ୱାର୍ଡରେ କାମ କରୁଛନ୍ତି । ପ୍ରକୃତରେ ସେମାନେ ହିଁ କରୋନା ଯୁଦ୍ଧ ଲଢୁଛନ୍ତି । ଘରେ ବସି ମିଶନ ଶକ୍ତିର ମା ଭଉଣୀମାନେ ୪୦ ଲକ୍ଷରୁ ଅଧିକ ମାସ୍କ ତିଆରି କରି ଲୋକଙ୍କୁ ବାଣ୍ଟିଛନ୍ତି । ୮ହଜାର ମହିଳା ଲୋକଙ୍କ ଘରେ ପରିବା ଓ ରାସନ ପହଁଚାଇଛନ୍ତି । ପଂଚାୟତସ୍ତରରେ ଦେଢ କୋଟିରୁ ଅଧିକ ମିଲ ତିଆରି କରି ଅସହାୟ ଓ ନିରାଶ୍ରୟଙ୍କୁ ପ୍ରଦାନ କରିଛନ୍ତି ମା ଭଉଣୀମାନେ । କେବଳ କରୋନା ଯୁଦ୍ଧରେ ବିଜୟ ହାସଲରେ ସରକାରଙ୍କୁ ସହଯୋଗ କରିନାହାଁନ୍ତି ବରଂ ଗ୍ରାମୀଣ ଅର୍ଥନୀତିର ସୁଧାର ପାଇଁ ସେମାନେ ବଡ ଭୁମୀକା ନେଇଛନ୍ତି ।

ମାଛ ଚାଷରୁ ଆରମ୍ଭ କରି ଛତୁ, ପନିପରିବା, ପିଡିଏସ ସାମଗ୍ରୀ ବଣ୍ଟନ, ମନରେଗା ଆଦି କାର୍ଯ୍ୟର ମଧ୍ୟ ନେତୃତ୍ୱ ନେଉଛନ୍ତି । କିଛି ଜିଲ୍ଲାରେ ମହିଳାମାନେ କ୍ୱାରେଣ୍ଟାନ ସେଣ୍ଟରର ପରିଚାଳନା ଦାୟିତ୍ୱ ନେଇଛନ୍ତି ବୋଲି ସେ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ବିଦେଶ ଫେରନ୍ତାଙ୍କ ବିରୋଧରେ ଲଢେଇ କରିଥିଲେ । ସେମାନଙ୍କ ଦ୍ୱାରା ୭ ଜଣ ସଂକ୍ରମିତ ହୋଇଥିଲେ । ଦ୍ୱିତୀୟ ପର୍ଯ୍ୟାୟ ଲଢେଇ ଥିଲା ନିଜାମୁଦ୍ଦିନ ଫେରାନ୍ତଙ୍କ ଦ୍ୱାରା ସଂକ୍ରମଣ ବିରୋଧରେ । ଏହି ପର୍ଯ୍ୟାୟରେ ୪୧ ଜଣ ସଂକ୍ରମିତ ହୋଇଥିଲେ । ତୃତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଦ୍ୱାରା ସଂକ୍ରମଣ ବିରୋଧରେ ଲଢେଇ ହୋଇଥିଲେ । ଏଥିରେ ୧୦୦ରୁ ଅଧିକ ସଂକ୍ରମିତ ହୋଇଥିଲେ । ଏବେ ପ୍ରବାସୀଙ୍କ ଓଡିଶା ଫେରନ୍ତା ଦ୍ୱାରା ସମ୍ଭାବ୍ୟ ସଂକ୍ରମଣ ବିରୋଧରେ ଚାଲିଛି ଲଢେଇ । ପ୍ରଥମ ତିନୋଟି ପର୍ଯ୍ୟାୟରେ ରାଜ୍ୟ ସରକାର ବିଜୟ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟଟି ରାଜ୍ୟ ପାଇଁ ଏକ ଚ୍ୟାଲେଞ୍ଜ ।

ଏହାର ମୁକାବିଲାରେ ମଧ୍ୟ ମା ମାନଙ୍କ ଭୁମୀକା ଗୁରୁତ୍ୱପୂର୍ଣ୍ଣ । ବାହାରୁ ଫେରୁଥିବା ସ୍ୱାମୀ, ଭାଇ ଓ ପୁଅଙ୍କୁ ଫେଟିବାକୁ କ୍ୱାରେଣ୍ଟାଇନ ସେଣ୍ଟରକୁ ଯାଆନ୍ତୁ ନାହିଁ କି ସେମାନଙ୍କୁ ଲୁଚିକି ଘରେ ଆସି ପଖାଳ ଗଣେ୍ଡ ଖାଇବାକୁ ଅନୁମତି ଦିଅନ୍ତୁ ନାହିଁ । ଫେରୁଥିବା ସଦସ୍ୟଙ୍କୁ ୨୧ ଦିନ କ୍ୱାରେଣ୍ଟାଇନର ନିୟମ ମାନିବାକୁ ସେମାନଙ୍କୁ ବାଧ୍ୟ କରନ୍ତୁ । ଏହା କେବଳ ମା ମାନଙ୍କ ଦ୍ୱାରା ହିଁ ସମ୍ଭବ । ଏଭଳି ଅନୁରୋଧ କରିଛନ୍ତି ମିଶନ ଶକ୍ତି ନିଦେ୍ର୍ଦଶିକା ସୁଜାତା କାର୍ତ୍ତାକେୟନ । ସେହିଭଳି କ୍ୱାରେଣ୍ଟାଇନ ସେଣ୍ଟରରେ ମଧ୍ୟ ମଉସା, ପିଇସା, ପୁଅର ସମ୍ପର୍କ ରଖନ୍ତୁ ନାହିଁ । ଏହାଦ୍ୱାରା ସେମାନେ ନିଜ ପରିବାରକୁ ଅସୁରକ୍ଷିତ କରିଦେବେ । କାରଣ ଭୂତାଣୁ ସଂକ୍ରମଣ ବେଳେ ସମ୍ପର୍କ ଦେଖେନାହିଁ ।

ଭୁବନେଶ୍ୱର,ଅଭିମନ୍ୟୁ ମହାରଣା (ଓଡିଶା ତାଜା ନ୍ୟୁଜ୍‌ )୯ମଇ, ଶନିବାର, odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version