ଭୁବନେଶ୍ୱର,ରିପୋର୍ଟ,ଅଭିମନ୍ୟୁ ମହାରଣା (ଓଡିଶା ତାଜା ନ୍ୟୁଜ୍ )୯ମଇ, ଶନିବାର, odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ହିଞ୍ଜିଳିକାଟୁ ,ରିପୋର୍ଟ / ଶେଷଦେବ ସାହୁ :- ଗଞ୍ଜାମ ଜିଲ୍ଲାରେ ପ୍ରବାସୀ ଓଡ଼ିଆଙ୍କୁ ସୋସିଆଲ ମିଡିଆରେ ଲୋକମାନେ କୁକୁର,ମାଙ୍କଡ ବୋଲି ସମାଲୋଚନା କରୁଥିବା ବେଳେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି କିଛି ପ୍ରବାସୀ ଓଡ଼ିଆ । ଏହି ପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖୁଦ୍ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ବୁରୁପଡା ଗ୍ରାମର ଭଗବତୀ ବିଦ୍ୟାପୀଠ କ୍ୱାରେନ୍ ଟାଇନ୍ ସେଣ୍ଟର ରେ ।
ଏଠାରେ ରହୁଥିବା ପ୍ରବାସୀ ଓଡ଼ିଆ ବିଦ୍ୟାଳୟର ପରିବେଶକୁ ସଫା କରିବା ସହ ଆଗକୁ ଯେଉଁମାନେ ଏଠାକୁ ଆସିବେ ସେମାନେ ମଧ୍ୟ ଏହିଭଳି ବିଦ୍ୟାଳୟର ପରିବେଶକୁ ସଫା ରଖିବା ପାଇଁ ଅନୁରୋଧ କରିଛନ୍ତି । ଏହି ଭଳି କାର୍ଯ୍ୟ କୁ ସ୍ଥାନୀୟ ସରପଞ୍ଚ ପ୍ରଶଂସା କରିଛନ୍ତି ।













