• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଲକ୍‌ଡାଉନ୍‌ରେ ପ୍ରତ୍ୟେକ ବ୍ୟବସାୟୀଙ୍କୁ କୃତଜ୍ଞତା ଜଣାଇବା ପାଇଁ ମାଷ୍ଟରକାର୍ଡର ନୂତନ ଟିଭି ବିଜ୍ଞାରପନରେ ମହେନ୍ଦ୍ର ସିଂହ ଧୋନି

Proprietor Abhimanyu Maharana by Proprietor Abhimanyu Maharana
May 3, 2020
in Uncategorized, ଓଡ଼ିଶା, ହୋମ୍
0
ଲକ୍‌ଡାଉନ୍‌ରେ ପ୍ରତ୍ୟେକ ବ୍ୟବସାୟୀଙ୍କୁ କୃତଜ୍ଞତା ଜଣାଇବା ପାଇଁ ମାଷ୍ଟରକାର୍ଡର ନୂତନ ଟିଭି ବିଜ୍ଞାରପନରେ ମହେନ୍ଦ୍ର ସିଂହ ଧୋନି
Share on FacebookShare on TwitterWhatsapp

ଭୁବନେଶ୍ୱର, ରିପୋର୍ଟ, ( ଓଡିଶା ତାଜା ନ୍ୟୁଜ୍‌ ) ମାଷ୍ଟରକାର୍ଡର ନୂତନ ଟିଭି , ୩ ମଇ, ରବିବାର :- କୋଭିଡ୍‌-୧୯ ମହାମାରୀ କାରଣରୁ ଭାରତ ଓ ସମଗ୍ର ବିଶ୍ୱ ଏବେ ଏକ ଅପ୍ରତ୍ୟାଶିତ ସମୟ ମଧ୍ୟରେ ଗତି କରୁଛି । ଏଭଳି ଏକ ସଙ୍କଟ ସମୟରେ, ପଡୋଶୀ ବ୍ୟବସାୟୀ ଯେପରିକି କିରାନା ଷ୍ଟୋର ମାଲିକ, ଔଷଧ ଦୋକାନୀ, ଦୁଗ୍ଦ ବ୍ୟବସାୟୀ ଓ ପରିବା ଦୋକାନୀମାନେ ଦେଶରେ ଜନସାଧାରଣଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରି ବାସ୍ତବ ଯୋଦ୍ଧା ରୂପେ ଉଭା ହୋଇଛନ୍ତି । ଭାରତରେ କ୍ଷୁଦ୍ର ବ୍ୟବସାୟୀ ଓ ଟ୍ରେଡର୍‌ମାନେ ୬୩.୪ ମିଲିୟନ ୟୁନିଟ୍ ସାମିଲ କରିବା ସହ ଭାରତର ଜିଡିପିରେ ପ୍ରାୟ ୩୦% ଯୋଗଦାନ ଦେଇଥାନ୍ତି ଓ ପ୍ରାୟ ୪୬୦ ମିଲିୟନ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି । ଭାରତର ପ୍ରତ୍ୟେକ ବ୍ୟବସାୟୀଙ୍କ ପ୍ରତି କୃତଜ୍ଞତା ଜଣାଇବା ପାଇଁ ମାଷ୍ଟରକାର୍ଡ ଏକ ନୂତନ ଟିଭି ବିଜ୍ଞାପନର ଉନ୍ମୋଚନ କରିଛି, ଯେଉଁଥିରେ ମହାନ କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନି ଅଭିନୟ କରିଛନ୍ତି । ଏହି ଭିଡିଓରେ ଧୋନି ପ୍ରତ୍ୟେକ ଭାରତୀୟଙ୍କ ସହ ଏକ ଭାବପ୍ରବଣତା ସୃଷ୍ଟି କରିଛନ୍ତି; ଯେଉଁଥିରେ କୋଭିଡ-୧୯ ବିରୋଧରେ ଲଢେଇରେ କିଭଳି ବ୍ୟବସାୟୀମାନେ ଆଗଧାଡିରେ ରହି କାର୍ଯ୍ୟ କରୁଛନ୍ତି ଏବଂ ସାମାଜିକ ଦୂରତା ଓ ନିଜର ସାମାଜିକ ପ୍ରତିବଦ୍ଧତା ମଧ୍ୟରେ ଏକ ସୂକ୍ଷ୍ମ ସନ୍ତୁଳନ ବଜାୟ ରଖିଛନ୍ତି ତାହା ପ୍ରଦର୍ଶିତ ହୋଇଛି । ଏହି ଭିଡିଓରେ ବିଭିନ୍ନ ପୃଷ୍ଠଭୂମିର ଲୋକଙ୍କୁ ଚିତ୍ରଣ କରାଯାଇଛି, ଯେଉଁମାନେ ନିଜ ପଡୋଶୀ ବ୍ୟବସାୟୀମାନଙ୍କ ସମ୍ପର୍କରେ ନିଜର ପ୍ରିୟ ସ୍ମୃତିକୁ ବାଂଟିବା ସହିତ ସେମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହି ଭିଡିଓରେ ଦର୍ଶକମାନଙ୍କୁ ମଧ୍ୟ +୯୧- ୯୩୧୯୧୩୮୧୩୯ ନମ୍ବରରେ କଲ୍ କରି କିମ୍ବା ୰ଥ୍ୟାଙ୍କ୍‌ୟୁବ୍ୟାପାରିୟୋଁ ସହିତ ନିଜର ଧନ୍ୟବାଦ ମେସେଜ ଟ୍ୱିଟ୍ କରିବାକୁ ନିବେଦନ କରାଯାଇଛି । ଲକ୍‌ଡାଉନ୍ ପରେ ଏହି ସମାନ ଫୋନ୍‌ଲାଇନ୍‌କୁ ସେମାନଙ୍କ ଦୋକାନକୁ ଡିଜିଟାଲ ପେମେଂଟ୍ ଗ୍ରହଣୀୟତା ଭିତିଭୂମି ସହ ସକ୍ଷମ କରିବା ପାଇଁ ବ୍ୟବସାୟୀମାନଙ୍କଠାରୁ ଆବେଦନ ଗ୍ରହଣ କରିବା ପାଇଁ ବ୍ୟବହାର କରାଯିବ । ଏହି ଅଭିଯାନ ହେଉଛି ଭାରତରେ ବ୍ୟବସାୟୀ ସମୁଦାୟକୁ ସଶକ୍ତ କରିବା ପାଇଁ ମାଷ୍ଟରକାର୍ଡର ନିରନ୍ତର ପ୍ରତିବଦ୍ଧତାର ଏକ ସମ୍ପ୍ରସାରଣ । କମ୍ପାନୀ ୧୦ ମିଲିୟନ ବ୍ୟବସାୟୀଙ୍କୁ ଡିଜିଟାଲ ପେମେଂଟ୍ ଗ୍ରହଣୀୟତା ଭିତିଭୂମି ଓ ଆର୍ଥିକ ସ୍ୱାଧୀନତା ସହିତ ସକ୍ଷମ କରିବାକୁ ଲକ୍ଷ୍ୟ ରଖିଛି । ମହେନ୍ଦ୍ର ସିଂହ ଧୋନି ଏହି ଯାତ୍ରାରେ ମାଷ୍ଟରକାର୍ଡର ଜଣେ ରଣନୈତିକ ସହଯୋଗୀ ଅଟନ୍ତି । ତାଙ୍କର ସହଯୋଗ ମାଷ୍ଟରକାର୍ଡର ‘ଟିମ୍ କ୍ୟାସ୍‌ଲେସ୍‌ ଇଣ୍ଡିଆ’ ଅଭିଯାନକୁ ଦେଶର ପ୍ରତ୍ୟେକ କୋଣକୁ ନେବାରେ ଏବଂ ବ୍ୟବସାୟୀଙ୍କ ଡିଜିଟାଲ ପେମେଂଟ୍ ଗ୍ରହଣୀୟତା ଯାତ୍ରାକୁ ତ୍ୱରାନ୍ୱିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

May 9, 2026
“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

May 8, 2026
Advento Communications Honored for Excellence in  PR Services

Advento Communications Honored for Excellence in PR Services

May 8, 2026
ଭୁବନେଶ୍ୱରରେ ଆୟୋଜିତ ହେବ ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ ଷ୍ଟୁଡେଣ୍ଟ୍‌ସ କନ୍‌ଫେରେନ୍ସ-୨୦୨୬

Eastern India Regional Students’ Conference–2026 to be Held at Bhubaneswar

May 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

May 9, 2026
“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

May 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version