No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ନଭେମ୍ବର ସୋମବାର ) ଭୁବନେଶ୍ୱର :- ଓଡ଼ିଶା ର ସାଢେ଼ ଚାରି କୋଟି ଜନମାନସ ର ପ୍ରତୀକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନେତୃତ୍ଵ ଏବଂ ବିକାଶ ର ଧାରା ତଥା ଏକାମ୍ର ବିଧାୟକ – ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ର କାର୍ଯ୍ୟ ଧାରାରେ ବିଶ୍ବାସ କରି ଟିକରପଡା ଗ୍ରାମପଞ୍ଚାୟତ ର ତନୁଜା ସ୍ୱାଇଁ ଏବଂ ରଘୁନାଥ ସ୍ୱାଇଁ ଙ୍କ ନେତୃତ୍ଵ ରେ ବିପିନ୍ ମଲ୍ଲିକ,

ନିରଞ୍ଜନ ନାୟକ, ନୀଳମଣି ନାୟକ, ଶ୍ରୀଧର ବାରିକ,ପାରୁ ବେହେରା, ରବୀନ୍ଦ୍ର ସ୍ୱାଇଁ,ବେଣୁଧର ବେହେରା, ପ୍ରତାପ ଦାସ,ନିରଞ୍ଜନ ବାରିକ,ପ୍ରଶାନ୍ତ ବେହେରା,ଦିଲ୍ଲୀପ ମଲ୍ଲିକ,ମାନସ ଦାସ, ପ୍ରଶାନ୍ତ ସ୍ୱାଇଁ,ରଘୁନାଥ ସ୍ୱାଇଁ,ନାରଣ କାଣ୍ଡି,ସୁକାନ୍ତ କାଣ୍ଡୀ, ଅଧିକାରୀ ସ୍ୱାଇଁ, ସନ୍ତୋଷ ଦାସ, ବାନାମ୍ବର ପ୍ରଧାନ,ଦେବରାଜ କାଣ୍ତୀ,

ଗୋପୀନାଥ ସ୍ୱାଇଁ ଙ୍କ ସହ ଶତାଧିକ ବିଜେପି କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ଶ୍ରୀ ପଣ୍ଡା ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି । କାର୍ଯ୍ୟକ୍ରମରେ ଭୁବନେଶ୍ୱର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦୁଃଶାସନ ସ୍ୱାଇଁ, ପ୍ରତାପ ଜେନା,ସୁବାଷ ସୁନ୍ଦରାୟ, ଗୟାଧର ସ୍ୱାଇଁ , ସରପଞ୍ଚ ସଂଘମିତ୍ରା ପାଳ,ଦିଲ୍ଲୀପ ଦାସ,ହେମନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result