No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୨ ଅକ୍ଟୋବର ଶୁକ୍ରବାର ) ବାଙ୍କୀ :- ଚଳିତ ବର୍ଷ ପୂଜା କୁ ଆମେ ଅନୁଭବ କଲୁ ମାତ୍ର ସରକାର ଙ୍କ କୋଭିଡ ନିୟମ ଅନୁଯାୟୀ କଟକଣା ଏତେ ଥିଲା ମନ ଭରି ମୃତ୍ତି ଙ୍କୁ ଦେଖି ପରିଲୁ ନାହିଁ କି କଟକଣା ରେ ଚଳିତ ବର୍ଷ ଭାଷାଣି କୁ ଦେଖି ପାରିଲୁଣି ।
ସବୁଠାରୁ ଦୁଃଖ କଥା କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ବାଙ୍କୀ ମହୋତ୍ସବ କୋଭିଡ କଟକଣା ରେ ବନ୍ଦ ଥିବାରୁ ଆମେ କୁଆଡେ ଯାଇ ପାରିଲୁନାହିଁ ଚଳିତ ବର୍ଷ କୁମାର ପୂର୍ଣ୍ଣିମା ଆମ ପାଇଁ ଫିକା ।
No Result
View All Result