No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୮ ସେପ୍ଟେମ୍ବର , ଶନିବାର ) ଓଡ଼ଗାଁ :- ଆଜି ଓଡ଼ଗାଁ ଠାରେ ନବନିର୍ମିତ କୋର୍ଟ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଭିନିତ୍ ସରନ୍ ଏବଂ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର ଶରଣକୁଳଠାରେ ଅବସ୍ଥିତ ଲଡୁବାବାଙ୍କ ଦର୍ଶନ କରିଛନ୍ତି ।

ମନ୍ଦିର ଚତୁଃପାର୍ଶ୍ଵରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ସେବାୟତମାନେ ବିଚାରପତିଙ୍କୁ ଦର୍ଶନ କରାଇବା ସହ ପାର୍ଶ୍ଵରେ ଥିବା ଦେବାଦେବୀଙ୍କ ଦର୍ଶନ ମଧ୍ୟ କରାଇଥିଲେ । (ଓଡ଼ଗାଁ ରିପୋର୍ଟ -ଅଶ୍ଵିନୀ କୁମାର ସାହୁ )
No Result
View All Result