No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ସେପ୍ଟେମ୍ବର,ବୁଧବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ସାମାଜିକ ସୁରକ୍ଷା ଅଧିକାରୀ ଭାବେ ରଘୁନାଥ ସାହୁ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ସେ ଓଡ଼ଗାଁ ବ୍ଲକ୍ ରେ କାର୍ଯ୍ୟ କରୁଥିଲେ । ବହୁଦିନଧରି ନୂଆଗାଁ ବ୍ଲକ୍ ରେ ସାମାଜିକ ସୁରକ୍ଷା ଅଧିକାରୀ ଭାବେ କୌଣସି ଅଧିକାରୀ ଯୋଗ ଦେଇନଥିଲେ ।
କାର୍ଯ୍ୟରେ ନୂତନ ସାମାଜିକ ସୁରକ୍ଷା ଅଧିକାରୀ ଯୋଗଦେବା ପରେ ଲୋକମାନଙ୍କ କାର୍ଯ୍ୟ ଠିକ୍ ଭାବେ ହୋଇପାରିବ ବୋଲି ଜନସାଧାରଣ ରେ ମତ ପ୍ରକାଶ ପାଇଛି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )
No Result
View All Result