No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୭ ଅଗଷ୍ଟ ମଙ୍ଗଳବାର )ପାରଳାଖେମୁଣ୍ଡି :- ସ୍ୱାଧୀନତା ଦିବସ ଅବସରରେ ରେ ଗଜପତି ଜିଲ୍ଲା କଂଗ୍ରେସ ତାର ରଣକୌଶଳ ଆରମ୍ଭ କରିଛି,ପ୍ରଥମେ ମା ବନଦୁର୍ଗା ମନ୍ଦିର ରେ ପୂଜାର୍ଚ୍ଚନା ସାରି,ଦଳ ର ସାଂଘୋଠନିକ କାର୍ଯ୍ୟ ଆରମ୍ଭ କୋରିଥିଲେ। ଗଜପତି ଜିଲ୍ଲା କଂଗ୍ରେସ ଦଳ କୁ ମଜଭୁକ୍ତ କରିବା ପାଇଁ,ଦଳ ର ଦାଇତ୍ଵ ନେଲେ ବ୍ରହ୍ମପୁର ର ଯୁବନେତା ତଥା ଅଖିଳ ଭାରତ କଂଗ୍ରେସ କମିଟି ର ସଦସ୍ୟ ତଥାବରିଷ୍ଠ କଂଗ୍ରେସ ନେତା ରଶ୍ମିରଞ୍ଜନ ପଟନାୟକ । ସେ ଛାତ୍ର ଜୀବନ ରୁ କଂଗ୍ରେସ ଦଳ ପାଇଁ କାର୍ଯ୍ୟ କରିଆସୁଥିଲେ। ବର୍ତ୍ତମାନ ସେ ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଙ୍କ ଆଦେଶ କ୍ରମେ ସେ ଗଜପତି ଜିଲ୍ଲା ର ପ୍ରତିନିଧିତ୍ଵ କରିବେ ଓ ଆଗାମୀ ଦିନରେ କଂଗ୍ରେସ ଦଳ ତରଫରୁ ସାଂସଦ ପ୍ରାଥି ହେବାର ସମ୍ଭାବନା ରହିଛି ।
ଆଜି ଜିଲ୍ଲା କଂଗ୍ରେସ ଭବନ ଠାରେ ସେ କଂଗ୍ରେସ କର୍ମୀ ମାନଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଆଗାମୀ ଦିନ ରେ ସେ ଦଳ ପାଇଁ ଓ କର୍ମୀ ମାନଙ୍କ ପାଇଁ ପ୍ରତେକ କ୍ଷେତ୍ରରେ ସାହାଯ୍ୟ ହାତ ବଢେଇବେ ,ସେ ଏମିତି ପ୍ରତିଶ୍ରୁତି ଦେଇଥିବାରୁ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ନୂଆଁ ହୋଈ ଆଶାର ସଂଚାର ସୃଷ୍ଟିକରିଛି ଏବଂକଂଗ୍ରେସଦଳଓକର୍ମୀମାନେ ଚଳଚଂଚଳ ହୋଇଥିବା ଜଣାପଡିଛି।ଆଗାମୀ ଦିନ ରେ ହେବାକୁ ଥିବା ପୌର ନିର୍ବାଚନ ଓ ପଂଚାୟତ ନିର୍ବାଚନ ର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇ କଂଗ୍ରେସ ଦଳ କୁ ପୁଣି ଜିତେଇ ଆଣିବା ପ୍ରତିଶ୍ରୁତି ଦେଇଛନ୍ତି । ବିଗତ କିଛିଦିନ ତଳେ ନିଜେ ଦାଇତ୍ଵ ନେଇ ଗୁମ୍ମାବ୍ଲକ ଉପ ନିର୍ବାଚନ କରି କଂଗ୍ରେସ କୁ ବିଜୟ କରି ଆଣିଥିଲେ l
ଗଜପତିଜିଲ୍ଲାକଂଗ୍ରେସଅଧକ୍ଷତଥା ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ କହିଛନ୍ତି ରଶ୍ମି ବାବୁ ପ୍ରଥମ ରୁ ଯେଉଁ ସଫଳତା ଦେଇଛନ୍ତି ଆଗାମୀ ଦିନ ରେ ମଧ୍ୟ ପାରଳାଖେମୁଣ୍ଡି ଓ ମହନା ନିର୍ବାଚନ ମଣ୍ଡଳୀରେ କଂଗ୍ରେସଦଳ ପାଇଁ ସଫଳ ଆଣିବେ ବଲି କହିଛନ୍ତି।ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପୌର ଉପାଧ୍ୟକ୍ଷ ସଂଜୟ କୁମାର ଅଧିକାରୀ,ଅଭିମନ୍ୟୁ ପଣ୍ଡା, ନଗରକଂଗ୍ରେସସଭାପତି ବସନ୍ତ ପଣ୍ଡା,ସେବାଦଳ ଜିଲ୍ଲା ସଭାପତି କୃଷ୍ଣ କୁମାର ବେହେରା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟନାରାୟଣ ପାତ୍ର, କୁନା ମାଝୀ,ମନୋଜ କୁମାରସାହୁ,ସନ୍ତୁରଥ,ବିଭୁତିନାୟକ, ଆଦିବାସୀନେତାତଥା ଗୁମ୍ମା ବ୍ଲକ କଂଗ୍ରେସ ସଭାପତି ବେର୍ନିକ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ । (ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result