• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଟାଟା ଷ୍ଟିଲ୍ ର ପ୍ରୟାସ

Proprietor Abhimanyu Maharana by Proprietor Abhimanyu Maharana
April 1, 2020
in Uncategorized, ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଟାଟା ଷ୍ଟିଲ୍ ର ପ୍ରୟାସ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ଟାଟା ଷ୍ଟିଲ୍ 1.4.2020 ରିପୋର୍ଟ :– କୋଭିଡ୍‌-୧୯ ବ୍ୟାପିବାକୁ ରୋକିବା ଲାଗି ଭାରତ ସରକାରଙ୍କ ତରଫରୁ ଦେଶରେ ୨୧ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କରାଯାଇଛି । ତେବେ ଖଣି, ଇସ୍ପାତ, ପାୱାର ପ୍ଲାଂଟ୍ ଓ ସାରକୁ ଅତ୍ୟାବଶ୍ୟକ ବର୍ଗରେ ରଖାଯାଇଥିବାରୁ ଏହି ସବୁ କଳକାରଖାନା ଚାଲୁ ରଖିବାକୁ ଅନୁମତି ଦିଆଯାଇଛି । କିନ୍ତୁ କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଘରେ ରହି କାର୍ଯ୍ୟ କରିବା, କମ୍ କର୍ମଚାରୀରେ କାମ କରାଇବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ ହାତ ଧୋଇବା, ସାନିଟାଇଜର୍ ବ୍ୟବହାର କରିବା ଭଳି ପଦକ୍ଷେପ ଗ୍ରହଣ କରିବାକୁ କଂପାନିଗୁଡ଼ିକୁ ସରକାର କହିଛନ୍ତି । ସରକାରଙ୍କ ଦିଶାନିର୍ଦେଶ ଅନୁସାରେ ଖଣି କାରବାର ସ୍ୱାଭାବିକ ରହିଛି ବୋଲି ଟାଟା ଷ୍ଟିଲ୍ ପକ୍ଷରୁ କୁହାଯାଇଛି । ମାତ୍ର ଏହାର ଜାମସେଦପୁର, କଳିଙ୍ଗନଗର, ଅନୁଗଳର ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ଓ ଗମାରିଆର (ଟାଟା ଷ୍ଟିଲ୍ ଲଙ୍ଗ୍ ପ୍ରଡକ୍ଟ) କାରଖାନାରେ ଉତ୍ପାଦନ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଆନୁଷଂଗିକ ବ୍ୟବସ୍ଥାଗୁଡ଼ିକର ଉତ୍ପାଦନକୁ ବନ୍ଦ ରଖି ସେଗୁଡ଼ିକର ମରାମତି କରାଯାଉଛି । ଅଟୋମୋବାଇଲ୍‌, କନଷ୍ଟ୍ରକ୍ସନ ଏବଂ ଅନ୍ୟାନ୍ୟ କ୍ଷେତ୍ର ଗ୍ରାହକଙ୍କ ପାଇଁ ବନ୍ଦ ରହିଥିବା ଏବଂ ଫିନିସଡ ଗୁଡସ୍ ପଠାଇବାରେ କଟକଣା ଏବଂ ବଜାର ସ୍ଥିତି ଖରାପ ଥିବାରୁ ଟାଟା ଷ୍ଟିଲ୍ ତରଫରୁ ବଜାରକୁ ସାମଗ୍ରୀ ପଠାଇବା ମଧ୍ୟ କମ୍ କରିଦିଆଯାଇଛି । କଂପାନି ଏବେ ନଗଦ ଅର୍ଥ ସଂଚୟ କରିବା ଉପରେ ଅଧିକ ଗୁରୁତ୍ୱ ଦେଉଛି ।

ବଜାର ସ୍ଥିତି ଅନୁସାରେ ଖର୍ଚ୍ଚକୁ ନିୟନ୍ତ୍ରଣ କରାଯାଉଛି ଏବଂ କାର୍ଯ୍ୟକାରୀ ପୁଞ୍ଜି ପରିଚାଳନା ଉପରେ ଅଧିକ ଗୁରୁତ୍ୱାରୋପ କରାଯାଉଛି । ତେବେ ଏମଏସଏମଇ ଭେଣ୍ଡର ଓ ଚୁକ୍ତି ଭିତିକ ଶ୍ରମିକମାନଙ୍କୁ ଏହା ଠିକ ସମୟରେ ପାରିଶ୍ରମିକ ଏବଂ ପେମେଂଟ୍ ପ୍ରଦାନ କରୁଛି । ଟାଟା ଷ୍ଟିଲ୍ ଏହାର କାରଖାନା ଓ ଖଣିରେ ଯେଭଳି କମ୍ ଲୋକ ରହିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି । ଏହି ସଙ୍କଟମୟ ସମୟରେ ଏହା ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନଗୁଡ଼ିକ ସହ ମିଶି କାର୍ଯ୍ୟ କରୁଛି । ଟାଟାର ମୁଖ୍ୟ ହସ୍ପିଟାଲ୍ ଏହାର ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଠିକ୍ ଭାବେ କାର୍ଯ୍ୟ କରୁଛି । ଜାମସେଦପୁର, କଳିଙ୍ଗନଗର ଏବଂ ଗୋପାଳପୁରରେ ୧୦୦୦ ଶଯ୍ୟାର ଆଇସୋଲେସନ ବ୍ୟବସ୍ଥା କରିବା ଲାଗି କଂପାନି ଝାଡ଼ଖଣ୍ଡ ଓ ଓଡ଼ିଶା ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛି । ଏହା ବ୍ୟତୀତ ଟାଟା ଷ୍ଟିଲ୍ ଫାଉଣ୍ଡେସନ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇ ୫୦ ହଜାର ଲୋକଙ୍କୁ ପୁ୍‌୍‌ଷ୍ଟିଯୁକ୍ତ ଖାଦ୍ୟ ପ୍ରଦାନ କରାଯାଉଛି । ଫାଉଣ୍ଡେସନ ତରଫରୁ ଓଡ଼ିଶା ଓ ଝାଡଖଣ୍ଡର ୨୦୦ ଗ୍ରାମ ପଂଚାୟତରେ ୧୦୦୦୦ରୁ ଅଧିକ ଲୋକଙ୍କ ମଧ୍ୟରେ କୋଭିଡ୍‌-୧୯ ବିରୋଧରେ ସଚେତନତା ସୃଷ୍ଟି କରାଯାଉଛି । ୠକ୍ଟକ୍ସ ସଜ୍ଞଜ୍ଞରୟସବଗ୍ଧର ଙ୍କଗ୍ଦର ଚଜଋଝଝ ଜଋଖଋଇଝଋ ଟାଟା ଷ୍ଟିଲ୍ ୟୁରୋପର କାରଖାନାଗୁଡ଼ିକ ବିଭିନ୍ନ ଦେଶର ଗାଇଡଲାଇନ୍ ଅନୁସାରେ ପରିଚାଳିତ ହେଉଛି । କର୍ମଚାରୀଙ୍କ ପ୍ରତି ବିପଦ କମ୍ କରିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଖାଦ୍ୟ ପ୍ୟାକେଜିଂ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ କ୍ଷେତ୍ରକୁ ଇସ୍ପାତ ଯୋଗାଇବା ଲାଗି କଂପାନି ନିଜର ପ୍ରତିବଦ୍ଧତା ବିଷୟରେ ପ୍ରକାଶ କରିଛି । ମାତ୍ର ୟୁରୋପରେ ସାଧାରଣ ଦିନଗୁଡ଼ିକ ତୁଳନାରେ ଇସ୍ପାତ ଚାହିଦା ହ୍ରାସ ପାଇଥିବାରୁ ଉତ୍ପାଦନକୁ କମ୍ କରାଯାଇଛି । ସେଠାରେ ମଧ୍ୟ ନଗଦ ରାଶି ସଂଚୟ ଓ ପ୍ରବାହ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଟାଟା ଷ୍ଟିଲ୍ ୟୁରୋପରେ ଏବେ ଚାରିଟି ବ୍ଲାଷ୍ଟ୍ ଫର୍ଣ୍ଣେସ୍ କମ୍ କ୍ଷମତାରେ କାର୍ଯ୍ୟ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 27, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

April 27, 2026
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 27, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version