• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଉତ୍ପାଦନ କାରୀ କମ୍ପାନୀ ଏବଂ ଗ୍ରାମୀଣ ଜୀବିକା ମିଶନର ବାର୍ଷିକ ଯୋଜନା ବୈଠକ

Proprietor Abhimanyu Maharana by Proprietor Abhimanyu Maharana
July 3, 2021
in ଓଡ଼ିଶା, ବରଗଡ଼, ହୋମ୍
0
ଉତ୍ପାଦନ କାରୀ କମ୍ପାନୀ ଏବଂ ଗ୍ରାମୀଣ ଜୀବିକା ମିଶନର ବାର୍ଷିକ ଯୋଜନା ବୈଠକ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର ) ବରଗଡ଼ :- ବରଗଡ଼ ଜିଲ୍ଲା ରେ ମୁଖ୍ୟତଃ କୃଷି, ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ ଓ ହସ୍ତତନ୍ତ କୁ ଜୀବନ ଜୀବିକା ଭାବେ ଗ୍ରହଣ କରି ଚଳୁଛନ୍ତ । ତାଙ୍କ ଏହି ଜୀବିକା କିପରି ଭାବେ ପରବର୍ତ୍ତୀ ସୋପାନ କୁ ନେଇ ଉତ୍ପାଦନ କାରୀ ମାନଙ୍କୁ ଦୀର୍ଘ ସ୍ଥାୟୀ ଜୀବିକା ଦିଆ ଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ମୋନିଷା ବାନାର୍ଜୀ ତାଙ୍କ ପ୍ରଥମ ବୈଠକ ରେ ଆହ୍ବାନ କରିଥିଲେ। ଆଜି ଜିଲ୍ଲା ଉନ୍ନୟନ ସଂସ୍ଥା ର ସମ୍ମିଳନୀ କକ୍ଷଠାର ଉତ୍ପାଦନ କାରୀ କମ୍ପାନୀ ଏବଂ ଗ୍ରାମୀଣ ଜୀବିକା ମିଶନର ବାର୍ଷିକ ଯୋଜନା ର ବୈଠକ ଆୟୋଜିତ ହୋଇଥିଲା । ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଆଗାମୀ ଦିନରେ ବରଗଡ଼ ଜିଲ୍ଲା ର ଚାଷୀ ଏବଂ ହସ୍ତତନ୍ତ କାରିଗର ଙ୍କ ପାଇଁ ନୂତନ ଯୋଜନା ଗୁଡିକ କିପରି ସଫଳ ରୂପାୟନ ହୋଇ ପାରିବ ସେଥିପ୍ରତି ବିଭାଗୀୟ ଅଧିକାରୀ ଏବଂ ଉତ୍ପାଦକ ଗୋଷ୍ଠୀ ମାନଙ୍କ ଉଦ୍ୟୋଗ ମିତ୍ର , ନବ ଗଠିତ କମ୍ପାନୀ ର ବୋର୍ଡ଼ ଅଫ ଡାଇରେକ୍ଟର ଙ୍କୁ ଦୃଷ୍ଟି ଦେବାକୁ କହିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ଉତ୍ପାଦକ ଙ୍କ ସଦସ୍ୟ ମାଲିକାନା, ଉତ୍ପାଦକ ସଂଗଠନ କିମ୍ବା ଉତ୍ପାଦକ କମ୍ପାନୀ ର ସଂଗୃହିତ କାରବାର ର ମୂଳ ଉଦ୍ଦେଶ୍ୟ ହେଉଛି ଲାଭ ବୃଦ୍ଧି କରିବା। ବୈଠକରେ ଜିଲ୍ଲା ରେ ଧାନ ବ୍ୟତୀତ ବିଭିନ୍ନ ଲାଭକାରୀ ଫସଲ ଯଥା ମାଣ୍ଡିଆ,ଛତୁ, ଜୈବିକ ସାର ପ୍ରୟୋଗ ରେ ପନିପରିବା ଚାଷ କରିବାକୁ ଆଲୋଚନା ହୋଇଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ କୃତି ବାସ ରାଉତ, ଡିପିଏମ -ଓ ଏଲ ଏମ ଶଙ୍କର ଜଲାନ,ଓରମାସ ର ଅଧିକାରୀ ରାଜ ଗୋପାଳ ଦାସ,ପ୍ରଭାତ କୁମାର ସାହୁ ବିଜେ ଆଲୋଚନା ଅଂଶ ଗ୍ରହଣ କରିଥିଲେ । ଶେଷରେ ଏପିଡି ସୁନୀଲ କେରକେଟା ଧନ୍ୟବାଦ ଅର୍ପଣ କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କ୍ରେଡାଇ ଓଡ଼ିଶା ପକ୍ଷରୁ ୨୦୨୬–୨୦୨୮ ବର୍ଷ ପାଇଁ  ନୂତନ କର୍ମକର୍ତ୍ତା ghosita

CREDAI Odisha Hosts Installation Ceremony Honouring Leadership Team for 2026–2028

May 30, 2026
କ୍ରେଡାଇ ଓଡ଼ିଶା ପକ୍ଷରୁ ୨୦୨୬–୨୦୨୮ ବର୍ଷ ପାଇଁ  ନୂତନ କର୍ମକର୍ତ୍ତା ghosita

କ୍ରେଡାଇ ଓଡ଼ିଶା ପକ୍ଷରୁ ୨୦୨୬–୨୦୨୮ ବର୍ଷ ପାଇଁ  ନୂତନ କର୍ମକର୍ତ୍ତା ghosita

May 30, 2026
CaratLane – A TATA Product Unveils a Better Jewellery Experience in Rourkela

CaratLane – A TATA Product Unveils a Better Jewellery Experience in Rourkela

May 30, 2026
କେରଳ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଙ୍କ ଉପରେ ଇଡି ଚଢ଼ାଉ ବିରୋଧରେ ସିପିଆଇ(ଏମ ) ର ରଣପୁର ରେ ବିକ୍ଷୋଭ ଓ ମୋଦୀ – ଶାହା ଙ୍କ କୁଶପୁତ୍ତଳିକା ଦାହ

କେରଳ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଙ୍କ ଉପରେ ଇଡି ଚଢ଼ାଉ ବିରୋଧରେ ସିପିଆଇ(ଏମ ) ର ରଣପୁର ରେ ବିକ୍ଷୋଭ ଓ ମୋଦୀ – ଶାହା ଙ୍କ କୁଶପୁତ୍ତଳିକା ଦାହ

May 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କ୍ରେଡାଇ ଓଡ଼ିଶା ପକ୍ଷରୁ ୨୦୨୬–୨୦୨୮ ବର୍ଷ ପାଇଁ  ନୂତନ କର୍ମକର୍ତ୍ତା ghosita

CREDAI Odisha Hosts Installation Ceremony Honouring Leadership Team for 2026–2028

May 30, 2026
କ୍ରେଡାଇ ଓଡ଼ିଶା ପକ୍ଷରୁ ୨୦୨୬–୨୦୨୮ ବର୍ଷ ପାଇଁ  ନୂତନ କର୍ମକର୍ତ୍ତା ghosita

କ୍ରେଡାଇ ଓଡ଼ିଶା ପକ୍ଷରୁ ୨୦୨୬–୨୦୨୮ ବର୍ଷ ପାଇଁ  ନୂତନ କର୍ମକର୍ତ୍ତା ghosita

May 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version