No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ଜୁନ ବୁଧବାର ) ଭୁବନେଶ୍ୱର – ଓଡ଼ିଶା ବିଧାନସଭାର ୩ ଜଣ ଅଧିକାରୀ ଆଜି ଅବସର ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ସେମାନଙ୍କୁ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ୩ ଜଣ ବରିଷ୍ଠ ଅଧିକାରୀ ଶ୍ରୀ ଡୁଙ୍ଗ୍ଡୁଙ୍ଗ୍ ମଟ୍ଟରାଜ, ଉ ପଶାସନ ସଚିବ, ପ୍ରଦୀ ପ କୁମାର ଦାସ,
ବିଧାନସଭା ସଚିବଙ୍କ ବ୍ୟକ୍ତିଗତ ସହାୟକ ଏବଂ ସଚିନ୍ଦ୍ରେନାଥ ସେନାପତି, ବରିଷ୍ଠ ଜେରକ୍ସ ଅପରେଟରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଅର୍ପଣ କରି ସେମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ଏବଂ ସେମାନଙ୍କ ଦୀର୍ଘ ନିରାମୟ ଅବସରକାଳୀନ ଦୀର୍ଘଜୀବନ କାମନା କରିଥିଲେ । ଏହି ଅବସରରେ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
No Result
View All Result