No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ମଇ ବୁଧବାର ) ବାଙ୍କୀ :- ବାତ୍ୟା ୟାସ୍ କୁ ଅଖି ଆଗରେ ରଖି ରାଜ୍ୟ ସରକାର ଙ୍କସମନ୍ୱିତ ଶିଶୁ ବିକାଶ ବିଭାଗ ର ବିଜ୍ଞପ୍ତି ଅନୁଯାୟୀ ଚଳିତ ମାସ ୨୪ରୁ୨୫ତାରିଖ ମଧ୍ୟରେ ସମସ୍ତ ଗର୍ଭବତୀ, ପ୍ରସୂତୀ ଓ ୬ମାସ ରୁ ୩ବର୍ଷ ଶିଶୁ ଙ୍କୁ ଛତୁଆ ଓ ଶୁଖିଲା ଖାଦ୍ୟ ବଣ୍ଟନ ପାଇଁ କୁହାଯାଇଥିଲା ।
ଡମପଡା ବ୍ଲକ ସମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ ସିଡିପିଓ ନିର୍ମଳା ପଣ୍ଡାଙ୍କ ତତ୍ୱାବଧାନରେ ୧୭୦ ଅଙ୍ଗନବାଡି କେନ୍ଦ୍ର ପକ୍ଷରୁ ୧୬୯ଅଙ୍ଗନବାଡି କର୍ମୀ ଙ୍କ ସହଯୋଗ ରେ ୮ହଜାର ରୁ ଉର୍ଦ୍ଧ ଗର୍ଭବତୀ, ପ୍ରସୂତୀ ଓ ୬ମାସ ରୁ ୩ବର୍ଷ ଶିଶୁ ଙ୍କୁ ଛତୁଆ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ବୋଲି ସିଡିପିଓ ପଣ୍ଡା ପ୍ରକାଶ କରିଛନ୍ତି । (ରିପୋର୍ଟ :ଗୌତମ ମିଶ୍ର )
No Result
View All Result