ଓଡ଼ିଶା ତାଜା ଖବର (୦୩ ମଇ ସୋମବାର ) ଜଳେଶ୍ୱର :- ବାଲେଶ୍ୱର ଜିଲ୍ଲାର ଅଟଳ ଯୁବଶକ୍ତି ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ସଭାପତି ଦୀପ୍ତିମାନ ପତି ତଥା ଯୁବ ସମାଜସେବୀ ଙ୍କ ଦ୍ଵାରା ସାରସ୍ୱତ ସାଧକ ମନୋଜ ଦାସଙ୍କ ଶୋକ ସଭା କାର୍ଯ୍ୟକ୍ରମ ହୋଇଯାଇଛି l

ଏଥିରେ ସଙ୍ଗଠର ପାର୍ଥସାରଥୀ ମହାପାତ୍ର, ଭବାନୀଶଙ୍କର ଦାସ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଜଗନ୍ନାଥ ବେହେରା, ମୁନା ସାମନ୍ତରାୟ, ରନ୍ତନ ମହାପାତ୍ର ସହଯୋଗ କରିଥିଲେ l (ଦୀପ୍ତିମାନ ପତି, ବାଲେଶ୍ୱର )