• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଫିଟର ଟ୍ରାନ୍ସଫରମେଶନ ଚ୍ୟାଲେଞ୍ଜ୍ ବିଜେତା ହେଲେ ସମ୍ବଲପୁରର ପଙ୍କଜ ମିଶ୍ର

Proprietor Abhimanyu Maharana by Proprietor Abhimanyu Maharana
April 20, 2021
in ଓଡ଼ିଶା, ମହାନଗର, ହୋମ୍
0
ଫିଟର ଟ୍ରାନ୍ସଫରମେଶନ ଚ୍ୟାଲେଞ୍ଜ୍ ବିଜେତା ହେଲେ ସମ୍ବଲପୁରର ପଙ୍କଜ ମିଶ୍ର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୯ ଏପ୍ରିଲ ସୋମବାର ) ଭୁବନେଶ୍ୱର :-  ବିଶ୍ୱର ବୃହତ ଅନ୍‌ଲାଇନ୍ ହେଲଥ୍ ଏବଂ ଫିଟନେସ୍ ବ୍ରାଣ୍ଡ୍ ଫିଟର ପକ୍ଷରୁ ଏହାର ଟ୍ରାନ୍ସଫର ମେଶନ୍ ଚ୍ୟାଲେଞ୍ଜ୍‌ର ୧୨ତମ ସଂସ୍କରଣର ବିଜେତା ଭାବେ ଓଡ଼ିଶାର ସମ୍ବଲପୁରର ପଙ୍କଜ ମିଶ୍ରଙ୍କୁ ଘୋଷଣା କରାଯାଇଛି । ପଙ୍କଜଙ୍କୁ ୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ସହିତ ହାଇ-ଏଣ୍ଡ୍‌ ସ୍ମାର୍ଟୱାଚ୍ ପ୍ରଦାନ କରାଯାଇଛି । ଗତବର୍ଷ ପଙ୍କଜ ଟ୍ରାନ୍ସଫରମେଶନ୍ ଚ୍ୟାଲେଞ୍ଜ୍‌ର ୧୧ତମ ସଂସ୍କରଣରେ ଶ୍ରେଷ୍ଠ ୫ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିଲେ । ଚଳିତ ବର୍ଷ ଟ୍ରାନ୍ସଫରମେଶନ୍‌ ଚ୍ୟାଲେଞ୍ଜ୍‌ର ୧୨ତମ ସଂସ୍କରଣରେ ମୁମ୍ବାଇର ଡ. ରାଜଶ୍ରୀ ପାଣ୍ଡେ ପ୍ରଥମ ରନର୍ସ ଅପ୍‌, ପୁଣେର ତୁଷାର ଭାଙ୍ଗେଙ୍କୁ ଦ୍ୱିତୀୟ ରନର୍ସ ଅପ୍ ଘୋଷଣା କରାଯାଇଛି ।

ରାଜଶ୍ରୀଙ୍କୁ ୨ ଲକ୍ଷ ଟଙ୍କା ଏବଂ ତୁଷାରଙ୍କୁ ୧ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଛି । ଉଭୟଙ୍କୁ ହାଇ-ଏଣ୍ଡ୍ ସ୍ମାର୍ଟୱାଚ୍ ମଧ୍ୟ ପ୍ରଦାନ କରାଯାଇଛି । ଏହା ସହିତ ଶ୍ରେଷ୍ଠ ୧୦ ଜଣ ପ୍ର୍‌ତିଯୋଗୀଙ୍କୁ ହାଇ-ଏଣ୍ଡ୍ ସ୍ପୋର୍ଟସ୍ ଶୁଜ୍‌ ପ୍ରଦାନ କରାଯାଇଥିବାବେଳେ ଶ୍ରେଷ୍ଠ ୫୦ ଜଣ ପ୍ରତିଯୋଗୀଙ୍କୁ ଫିଟନେସ୍‌ ଟ୍ରାକର ପ୍ରଦାନ କରାଯାଇଛି । ଏହି ଅବସରରେ ପଙ୍କଜ ମିଶ୍ର କହିଲେ, ଟ୍ରାନ୍ସଫରମେଶନ୍ ଚ୍ୟାଲେଞ୍ଜ୍‌ର ୧୨ତମ ସଂସ୍କରଣରେ ମୁଁ ସଫଳ ହୋଇଛି । ଗତ ବର୍ଷ ମୁଁ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ରହିଥିଲି । ମୋ ସଫଳତା ପାଇଁ ମୁଁ ମେଂଟରଙ୍କ ସମେତ ଫିଟର କର୍ମଚାରୀଙ୍କୁ ଧନ୍ୟବାଦ ଜଣାଉଛି । ଏହି ସଫଳତା ମୋ ସ୍ୱପ୍ନକୁ ପୂରଣ କରିବାକୁ ସକ୍ଷମ ହେବ । ଏହି ୧୨ ସପ୍ତାହର ଚ୍ୟାଲେଞ୍ଜ୍ ଫିଟର ଆପ୍‌ରେ ହୋଷ୍ଟେଡ୍ ହୋଇଥିଲା । ଏହାର ଥିମ୍ ହାସ୍‌ ହ୍ୱାଟଏଭର ଇଟ୍ ଟେକସ୍ ଥିଲା ।

ଏହି ଚ୍ୟାଲେଞ୍ଜ ୨୦୨୧ ଜାନୁୟାରୀ ୨ରୁ ଆରମ୍ଭ ହୋଇ ୨୦୨୧ ମାର୍ଚ୍ଚରେ ଶେଷ ହୋଇଥିଲା । ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ୨୨,୦୦୦ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ଚ୍ୟାଲେଞ୍ଜ ଅନ୍ତର୍ଗତ ପ୍ରତିଯୋଗୀ ପ୍ରତି ସପ୍ତାହରେ ଭିଡ଼ିଓ ଅପ୍‌ଲୋଡ୍ କରୁଥିଲେ । ସେମାନଙ୍କର ସୃଜନଶୀଳତାର ମୂଲ୍ୟାଙ୍କନ କରାଯାଇଥିଲା । ଏହି ଅବସରରେ ଫିଟରର ପ୍ରତିଷ୍ଠାତା ତଥା ସିଇଓ ଜିତେନ୍ଦ୍ର ଚୌକସେ କହିଲେ, ଟ୍ରାନ୍ସଫରମେଶନ୍ ଚ୍ୟାଲେଞ୍ଜ୍ ପ୍ରତିଯୋଗୀଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିବେଶ ସୃଷ୍ଟି କରିବାକୁ ସକ୍ଷମ ହୋଇଥାଏ । ଏହାର ୧୨ତମ ସଂସ୍କରଣରେ ସମଗ୍ର ବିଶ୍ୱର ୨୨,୦୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

ମୁଁ ପ୍ରଥମ ବିଜେତା ପଙ୍କଜ ମିଶ୍ର, ଦ୍ୱିତୀୟ ବିଜେତା ଡ. ରାଜଶ୍ରୀ ପାଣ୍ଡେ ଏବଂ ତୃତୀୟ ବିଜେତା ତୁଷାର ଭାଙ୍ଗେଙ୍କୁ ଶୁଭେଚ୍ଛା ଜଣାଉଛି । ଏହା ସହିତ ସମସ୍ତ ପ୍ରତିଯୋଗୀଙ୍କୁ ଧନ୍ୟବାଦ ଜଣାଉଛି । ଟ୍ରାନ୍ସଫରମେଶନ୍ ଚ୍ୟାଲେଞ୍ଜ୍‌ର ୧୨ତମ ସଂସ୍କରଣରେ ୩୫ ଜଣିଆ ବିଚାରକ ମଣ୍ଡଳୀ ଅଂଶଗ୍ରହଣ କରି ପ୍ରତିଯୋଗୀଙ୍କ ସୃଜନଶୀଳତା ତନ୍ନତନ୍ନ ଭାବେ ପରୀକ୍ଷା କରିଥିଲେ । ଚଳିତ ବର୍ଷ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ମୋଟ ୧ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି । ବିଚାରକ ମଣ୍ଡଳୀ ପ୍ରତି ସଂସ୍କରଣରୁ ଶ୍ରେଷ୍ଠ ୧୦ ଜଣଙ୍କୁ ଚୟନ କରିବା ସହିତ ୩୦ ଜଣ ଫାଇନାଲିଷ୍ଟ୍‌ଙ୍କ ମଧ୍ୟରୁ ଜଣେ ବିଜେତାଙ୍କୁ ଚୟନ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

May 7, 2026
Taneira celebrates Savitri Vrata with the Inaya collection and exclusive festive offers

ସାବିତ୍ର ଉପଲକ୍ଷେ ତନେଇରା ପକ୍ଷରୁ ‘ଇନାୟା’ କଲେକ୍ସନ : ଆକର୍ଷଣୀୟ ଅଫର ପାଇବେ ଗ୍ରାହକ

May 7, 2026
Taneira celebrates Savitri Vrata with the Inaya collection and exclusive festive offers

Taneira celebrates Savitri Vrata with the Inaya collection and exclusive festive offers

May 7, 2026
ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

May 7, 2026
Taneira celebrates Savitri Vrata with the Inaya collection and exclusive festive offers

ସାବିତ୍ର ଉପଲକ୍ଷେ ତନେଇରା ପକ୍ଷରୁ ‘ଇନାୟା’ କଲେକ୍ସନ : ଆକର୍ଷଣୀୟ ଅଫର ପାଇବେ ଗ୍ରାହକ

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version