• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗୁମ୍ମାବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲାଞ୍ଜିଆ ସଉରା ଜୀବିକା ବିକାଶ ସମ୍ପର୍କିତ କାର୍ଯ୍ୟରେ “ଜନକଲ୍ୟାଣ ପ୍ରତିଷ୍ଠାନ”ର ଭୂମିକା ଓ କାର୍ଯ୍ୟ ପ୍ରଶଂସନୀୟ

Proprietor Abhimanyu Maharana by Proprietor Abhimanyu Maharana
April 19, 2021
in ଓଡ଼ିଶା, ଗଜପତି
0
ଗୁମ୍ମାବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲାଞ୍ଜିଆ ସଉରା ଜୀବିକା ବିକାଶ ସମ୍ପର୍କିତ କାର୍ଯ୍ୟରେ “ଜନକଲ୍ୟାଣ ପ୍ରତିଷ୍ଠାନ”ର ଭୂମିକା ଓ କାର୍ଯ୍ୟ ପ୍ରଶଂସନୀୟ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୮ ଅପ୍ରେଲ ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସବୀ ଅନୁଷ୍ଠାନ”ଜନକଲ୍ୟାଣ ପ୍ରତିଷ୍ଠାନ” ଜୁଲାଇ ୨୦୧୭ ଠାରୁ ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମା ବ୍ଲକର ଲାଞ୍ଜିଆ ସଉରା ମାନଙ୍କ ସହିତ ସେରଙ୍ଗ ଅଞ୍ଚଳରେ ତିନୋଟି ପଞ୍ଚାୟତ ଭୁବନି , ଅଜୟଗଡ଼ , କୁଜାସିଂ’ରେ ଓପିଇଏଲଆଇପି: କାର୍ଯ୍ୟ କରିଆସୁଛି l ଏହି ଅନୁଷ୍ଠାନ ପିଏମୟୁ: ଭୁବନେଶ୍ୱର ସହିତ ଏମଓୟୁ: ସ୍ୱାକ୍ଷର କରି ଏଲଏସଡ଼ିଏ: ସଂସ୍ଥା ସହିତ ସହଯୋଗ’ରେ କାମ କରିଆସୁଛି ବୋଲି ଜେକେପି ର ସଂପାଦକ ଦୁର୍ଗା ମାଧବ ପଣ୍ଡା କହିଛନ୍ତି l ଏହି କାର୍ଯ୍ୟକ୍ରମ’ରେ ପ୍ରାଥମିକ ଭାବେ ୩୨ଟି ରାଜସ୍ୱ ଗ୍ରାମରେ ୩୨ ଗ୍ରାମ ଉନୟନ କମିଟି ଗଠନ କରାଯାଇ ପ୍ରୋତ୍ସାହିତ କରାଯିବା ସହ ପରବର୍ତ୍ତୀ ପର୍ଯ୍ୟାୟ’ରେ ୨୭୭ଟି ସ୍ୱୟଂ ସହାୟକ ଦଳ (ଏସଏଚଜି) ଗଠନ କରାଯାଇ ସେମାନେ’ଙ୍କୁ ମଧ୍ୟ ପ୍ରୋତ୍ସାହିତ କରାଯାଇ ଆସୁଅଛି । ଓପିଇଏଲଆଇପି: ପ୍ରକଳ୍ପ ଅଧୀନରେ ଥିବା ପ୍ରତେକ କାର୍ଯ୍ୟକ୍ରମ ଗ୍ରାମ୍ୟ ଉନ୍ନୟନ କମିଟି (ଭିଡ଼ିସି:) ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି। ଆଇଭିଡିସି’ର ବାର୍ଷିକ ଯୋଜନା ଅନୁଯାୟୀ ଏଲଏସଡିଏ ରୁ ଆଇଫାଡ’ର ସହାୟତା ଅନୁଦାନ’କୁ ଭିଡ଼ିସି’ର ଜମା ଖାତା’କୁ ଅନୁଦାନ କରାଯାଉଛି । ଏଠାରେ ଭିଡ଼ିସି ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ’ଙ୍କ ମିଳିତ ଦସ୍ତଖତ’ରେ ପାଣ୍ଠି ଉଥାନ କରାଯାଇ ସମସ୍ତ କାର୍ଯ୍ୟକ୍ରମ ଗୁଡିକ ଜନକଲ୍ୟାଣ ପ୍ରତିଷ୍ଠାନ’ର ପ୍ରତ୍ୟକ୍ଷ ସହାୟତା’ରେ କାର୍ଯ୍ୟକାରୀ କରାଯାଉଛି । ଜନକଲ୍ୟାଣ ପ୍ରତିଷ୍ଠାନ କର୍ମୀମାନଙ୍କ ଦରମା ବାବଦ ଓ ପରିଚାଳନା ଖର୍ଚ୍ଚ ବାବଦ’ରେ ଏଲଏସଡ଼ିଏ, ରୁ ପ୍ରଦାନ କରାଯାଇ ଆସୁଅଛି ଓପିଇଏଲଆଇପି କାର୍ଯ୍ୟକ୍ରମ’ ରେ ବିଭିନ୍ନ ବିଭାଗ’ରେ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ଏତଦ ବ୍ୟତୀତ ଏସଏଚଜି ମାଧ୍ୟମ’ରେ ଆୟପନ୍ଥା କାର୍ଯ୍ୟକ୍ରମ ଗୁଡିକ ମଧ୍ୟ ହାତକୁ ନିଆଯାଇଛି । କୃଷି ଉତ୍ପାଦନ ଫଳ ଓ ପରିବା ଚାଷ , ଜଳ ଜମିର ଉନ୍ନତି କରଣ , ଗୋ-ସମ୍ପଦ’ର ବିକାଶ , ଗ୍ରାମ୍ୟ ଭିତ୍ତିଭୂମି ବିକାଶ , କ୍ଷୁଦ୍ର ପ୍ରକ୍ରିୟା କରଣ ୟୁନିଟ ଆଦି କାର୍ଯ୍ୟକ୍ରମ ଗ୍ରାମ୍ୟ ଉନ୍ନୟନ କମିଟି ଦ୍ୱାରା କାର୍ଯ୍ୟକାରୀ କରାଯାଇଛି ।

ଏହାଛଡା ଏମଜିଏନଆରିଜିଏସ, ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହିପରି ୩ଟି ପଞ୍ଚାୟତ ଅଞ୍ଚଳ’ରେ ମାସକୁ ୭୦ ଲକ୍ଷ୍ୟ ରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ମଜୁରୀ ସୃଷ୍ଟି କରିବା ସହ ଯେଉଁ ଝିଅ ୧୮ବର୍ଷରୁ ଉର୍ଦ୍ଧ ବୟସ’ରେ ବିବାହ କରୁଛନ୍ତି , ସେହି ଝିଅ ମାନଙ୍କୁ ପ୍ରୋତ୍ସାହନ ରାଶି ୧୦,୦୦୦ ଟଙ୍କା ଅନୁଦାନ ଦିଆଯାଇଛି । ଜନକଲ୍ୟାଣ ପ୍ରତିଷ୍ଠାନ ସିଫା ସହଯୋଗ’ରେ ଏସଏଚଜି: ଗୁଡାକୁ ଉନ୍ନୟନ ମୂଳକ ମାଛ ଯାଆଁଳ , ଜାଲ , ବତକ ଓ କୁକୁଡ଼ା ଛୁଆ , ଏବଂ ସୌର ଲଣ୍ଠନ ପ୍ରଭୃତି ଦିଆଯାଉଛି ।  ଅନ୍ୟପକ୍ଷ’ରେ ଏସଆଇପି “ସିପ”(ଆଳୁ ଗବେଷଣା କେନ୍ଦ୍ର) ପକ୍ଷରୁ ଜନକଲ୍ୟାଣ ପ୍ରତିଷ୍ଠାନ ସହଯୋଗ’ରେ ଚାଷୀ ମାନଙ୍କୁ କନ୍ଦମୁଳ , ବିରି ,ମୁଗ,ମାଣ୍ଡିଆ, ଧାନ , କଦଳୀ ପ୍ରଭୃତି କ୍ଷେତ୍ରରେ ପ୍ରୋତ୍ସାହିତ କରାଯିବା ସହ ଏଥିରେ ଜନକଲ୍ୟାଣ ପ୍ରତିଷ୍ଠାନର ମୁଖ୍ୟ ଭୂମିକା ରହିଥିବା ଜଣାଯାଇଛି ।ଜନକଲ୍ୟାଣ ପ୍ରତିଷ୍ଠାନ ଆନ୍ତର୍ଜାତିକ କୃଷି ଗବେଷଣା ସଂସ୍ଥା ଆଇସିଆରଆଇଏସଏଟି ଏବଂ ଆଇଆରଆରଆଇ: ସହଯୋଗ’ରେ ଏହି ଆଦିବାସୀ ବହୁଳ ଅଞ୍ଚଳ’ରେ ଚାଷୀ ମାନଙ୍କୁ ବିହନ ପ୍ରଭୃତି ଯୋଗାଇ ଦିଆଯାଉଛି । ଜଳ ଓ ଜମି ପରିଚାଳନା ଯଥା:- କେନାଲ , ଚେକଡ୍ୟାମ , ପୋଖରୀ , ଜମି ସମତଳ କରିବା ଓ ହୁଡା ତିଆରି କରିବା ଏବଂ କୃଷି ଉତ୍ପାଦନ’ରେଢାନା , ମାଣ୍ଡିଆ , ମୁଗ , ବିରି , , ପନିପରିବା ଚାଷ , ଆୟପନ୍ଥା’ରେ ଛେଳି , କୁକୁଡ଼ା ପାଳନ , କ୍ଷୁଦ୍ର ବ୍ୟବସାୟ ଓ କ୍ଷୁଦ୍ର ପ୍ରକ୍ରିୟାକରଣ’ରେ ଧାନ କଳ ଚୁନା କଳ , ଡାଲୀ କଳ , ପେପର ପ୍ଲେଟ କଳ ଆଦି ମୁଖ୍ୟ କାର୍ଯ୍ୟକ୍ରମ ଗୁଡିକ କରାଯିବା ଦିଗରେ ପ୍ରୋତ୍ସାହନ ଦିଆଯାଇ ଆସୁଅଛି । ମୁଖ୍ୟତଃ ପୁଷ୍ଟି-ସାଧନ ଏବଂ ସ୍ବାସ୍ଥ୍ୟରକ୍ଷା ଦିଗରେ ଜୀବନ-ସମ୍ପର୍କ ୟୁନିସେଫ ସହାୟତା’ରେ କାର୍ଯ୍ୟକ୍ରମ ସବୁ ସୁଚାରୁରୂପେ କରାଯାଇ ଆସୁଅଛି । ଉପରୋକ୍ତ ସମସ୍ତ କାର୍ଯ୍ୟର ଜନ କଲ୍ୟାଣ ପ୍ରତିଷ୍ଠାନର କର୍ମକର୍ତ୍ତା ବିୟୁଟି କୁମାରୀ ଲିମ୍ମା, ଓପିଲିପି ଟିମ ଅଧକ୍ଷା ଅପର୍ଣ୍ଣା ପଣ୍ଡା, ଅପିଲିପି କୃଷି ଅଧିକାରୀ, ମାନସ ବିଶ୍ୱାସ ରାୟ, ଏଲଆଇ ଓପିଲିପି ଅକ୍ଷୟ କୁମାର ମହାନ୍ତି ଓ ଜିଏସ କର୍ଡିନେଟର ପ୍ରୁମୁଖ ଙ୍କ ପ୍ରତ୍ୟେକ୍ଷ ତତତ୍ଵାବଧାନଓ ସହଯୋଗରେ ଚାଲିଥିବା ଯେକେପି ସମ୍ପାଦକ ଦୁର୍ଗାମାଧବ ପଣ୍ଡା ସୂଚନା ଦେଇଛନ୍ତି l  ( ରିପୋର୍ଟ  – ଗରୁଡ଼ ଧ୍ଵଜ ଚୌଧୁରୀ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏକାମ୍ରରେ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ : ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

ଏକାମ୍ରରେ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ : ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

November 9, 2026
Thrill in Pune! A speeding HP tanker broke through a protective wall and entered a bungalow; a tree fell, the driver was injured

Thrill in Pune! A speeding HP tanker broke through a protective wall and entered a bungalow; a tree fell, the driver was injured

November 9, 2026
ପଞ୍ଚାୟତରେ ରିଲିଫ ତାତି : ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ ପରେ ଚାଉଳ ଓ ଟଙ୍କା ବଣ୍ଟନ ଆରମ୍ଭ

ପଞ୍ଚାୟତରେ ରିଲିଫ ତାତି : ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ ପରେ ଚାଉଳ ଓ ଟଙ୍କା ବଣ୍ଟନ ଆରମ୍ଭ

November 9, 2026
ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆସନ୍ତାକାଲିଠାରୁ ୫୯ତମ କୁମାର ଉତ୍ସବ : ଶ୍ରୀକ୍ଷେତ୍ର କୁମାର ଭଵେଶ ରୋଶନ ସ୍ବାଇଁ ଶ୍ରୀକ୍ଷେତ୍ର କୁମାରୀ ଶ୍ଵେତପଦ୍ମା ଦାଶ

ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆସନ୍ତାକାଲିଠାରୁ ୫୯ତମ କୁମାର ଉତ୍ସବ : ଶ୍ରୀକ୍ଷେତ୍ର କୁମାର ଭଵେଶ ରୋଶନ ସ୍ବାଇଁ ଶ୍ରୀକ୍ଷେତ୍ର କୁମାରୀ ଶ୍ଵେତପଦ୍ମା ଦାଶ

November 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏକାମ୍ରରେ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ : ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

ଏକାମ୍ରରେ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ : ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

November 9, 2026
Thrill in Pune! A speeding HP tanker broke through a protective wall and entered a bungalow; a tree fell, the driver was injured

Thrill in Pune! A speeding HP tanker broke through a protective wall and entered a bungalow; a tree fell, the driver was injured

November 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version