• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ଜଣାଶୁଣା ଅଟ୍ରି ଉଷ୍ମପ୍ରସ୍ରବଣ

Proprietor Abhimanyu Maharana by Proprietor Abhimanyu Maharana
April 13, 2021
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ଜଣାଶୁଣା ଅଟ୍ରି ଉଷ୍ମପ୍ରସ୍ରବଣ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଏପ୍ରିଲ ୨୦୨୧, ମଙ୍ଗଳବାର) ଖୋର୍ଦ୍ଧା :- ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ଜଣାଶୁଣା ଅଟ୍ରି ଉଷ୍ମପ୍ରସ୍ରବଣ । ନିକଟରେ ଅଛନ୍ତି ଏକାଦଶ ରୁଦ୍ର ବାବା ହଟକେଶ୍ୱରଙ୍କ ମନ୍ଦିର। ଦୈନିକ ଶହଶହ ପର୍ଯ୍ୟଟକ ଅଟ୍ରି ପରିଦର୍ଶନରେ ଆସନ୍ତି। ସରକାର ପର୍ଯ୍ୟଟକଙ୍କ ଠାରୁ ଶୁଳ୍କ ଆକାରରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ପାଉଛନ୍ତି ; କିନ୍ତୁ ଏହି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ଯତ୍ନବାନ ନ ଥିବା ଜଳଜଳ ଦିଶୁଛି। ନାନା ଅସୁବିଧା ଯୋଗୁଁ ପର୍ଯ୍ୟଟକ ନିରାଶ ହୋଇ ହୋଇଫେରୁଛନ୍ତି। ଯେଉଁ ଉଷ୍ମପ୍ରସ୍ରବଣ କୂଅରୁ ଅହୋରାତ୍ର ଗରମ ପାଣି ଫୁଟିକି ବାହାରେ ତାହା ଭୁଶୁଡିବା ଅବସ୍ଥାରେ। ନାହିଁ ସୁରକ୍ଷା ବ୍ୟବସ୍ଥା। ସମ୍ମୁଖ ପଟେ ପାଚେରି ବା ତାରବାଡ ନ ଥିବାରୁ ଯିଏ ଯେତେବେଳ ଭିତରକୁ ଯାଇପାରୁଛି। ସେହିପରି ସେଠାରେ ଜଗୁଆଳି ନିଯୁକ୍ତି କରାଯାଇନି। ପର୍ଯ୍ୟଟକଙ୍କ ପାଇଁ ୫ ଟଙ୍କା ପ୍ରବେଶ ଶୁଳ୍କ ଥିବା ବେଳେ ଆଖପାଖ ଅଞ୍ଚଳ ଲୋକ ମନଇଛା ଯାତାୟତ କରୁଛନ୍ତି।

ମୁଖ୍ୟକୁଣ୍ଡରୁ ବାହାରିଥିବା ଶାଖା ଉଷ୍ମକୂପରେ ପର୍ଯ୍ୟଟକଙ୍କ ସ୍ନାନ କରିବା ପାଇଁ ବ୍ୟବସ୍ଥା ଅଛି। ମାତ୍ର ସେଠାରେ କେତେକ ଲୋକ ଲୁଗାପଟା ସଫା କରୁଥିବା ଦେଖାଯାଉଛି। ୧୦ ଏକର ପରିମିତ ଜମିରେ ଥିବା ପ୍ରକଳ୍ପ ପାଇଁ ଜଣେ ଜଗୁଆଳି, ଜଣେ ମାଳି, ଜଣେ ରୁମ ଆଟେଣ୍ଡାଣ୍ଟ ଓ ଜଣେ ସଫେଇ କର୍ମଚାରୀ ନିଯୁକ୍ତି ହୋଇଛନ୍ତି। ଏହି ୪ ଜଣ ପାଳି କରି କାର୍ଯ୍ୟ ନିର୍ବାହ କରୁଛନ୍ତି। ଜଣେ ଲୋକ ଦାୟିତ୍ୱରେ ରହୁଥିବା ବେଳେ ସ୍ଥାନୀୟ ଲୋକ ଧମକେଇ ଭିତରେ ପଶୁଛନ୍ତି। ପାଣି ନଥିବାରୁ ସେଠାରେ ଥିବା ଶୌଚାଳୟଗୁଡିକ ପର୍ଯ୍ୟଟକଙ୍କ କାମରେ ଆସୁନି। କେତେକ ଶୌଚାଳୟ ଭିତରେ ମଳ ପଡ଼ିଥିଲେ ବି ସଫା ହେଉନି। ଭିତରେ ଥିବା ଓଭର ହେଡ ପାଣିଟାଙ୍କି ଭାଙ୍ଗି ଯାଇଛି। ଆଉ ଦୁଇଟା ସିନ୍‌ଟେକ୍ସ ଟାଙ୍କି ଏକ ଘର ଉପରେ ଥୁଆ ହୋଇଛି। ଟ୍ୟାପ ବ୍ୟବସ୍ଥା ଥିଲେ ମଧ୍ୟ ପିଇବା ପାଣି ବ୍ୟବସ୍ଥା ନାହିଁ। ବର୍ଷକୁ କେବଳ ମକର ମେଳା ସମୟରେ ୧୦ ଦିନ ପାଇଁ ପାଇପରେ ପାଣି ଆସୁଛି। ଅବଶିଷ୍ଟ ସମୟ ପାଣି ଆସେନି। ଜଣେ ଲୋକ ନିଜର ଚାକିରି ଦାବି କରି ପାଣି ଛାଡୁ ନ ଥିବା ଅଭିଯୋଗ ହେଉଛି।

ଏହି ପ୍ରକଳ୍ପ ପାଇଁ ୧୯୭୭-୭୮ମସିହାରେ ୮ ଏକର ଜମି କିଣାଯାଇଥିଲା ତାହା ଅଦ୍ୟାବଧି ରେକର୍ଡ ସଂଶୋଧନ ହୋଇପାରିନି। ନିଜ ନାମରେ ପଟ୍ଟା କରାଯାଇନି। ପର୍ଯ୍ୟଟକଙ୍କ ରହଣି ପାଇଁ ଥିବା ପାନ୍ଥନିବାସରେ ୪ଟା ଡବଲ ବେଡରୁମ ଓ ଦୁଇଟି ଡ଼ରମେଟୋରୀ ରହିଛି। ପାଣି ନ ଥିବାରୁ କେହି ରହୁନାହାନ୍ତି। କେତେକ ଝରକା ଭାଙ୍ଗିରୁଜି ଗଲାଣି। ସେହିପରି କାନ୍ଥଗୁଡିକରୁ ପଲସ୍ତରା ଛାଡିଗଲାଣି। ପରିସର ଭିତର ଅପରିଚ୍ଛନ୍ନ ହୋଇପଡ଼ିଛି। ଜଳ ନିଷ୍କାସନ ହେଉଥିବା ବନ୍ଧରୁ ପଥର ଭୁଶୁଡିବା ଅବସ୍ଥାରେ ରହିଛି। ବନ୍ଧରେ ଗୁମ୍ଫା କରାଯାଇ ପର୍ଯ୍ୟଟକ ବସିବା ପାଇଁ ପଥର ଚେୟାର ପକାଯାଇଥିଲା । ଗୁମ୍ଫାଗୁଡିକ ଭାଙ୍ଗି ଗଲାଣି। ଛୋଟପିଲା ଖେଳିବା ପାଇଁ ଥିବା ଦୋଳି ଗୁଡିକରୁ ଅଧା ଛିଣ୍ଡିଗଲାଣି । ପୂଜକମାନେ ବସିବା ପାଇଁ ଘର ନାହିଁ । ଏକ ଝାଟିମାଟି ଛାମୁଣ୍ଡିଆରେ ପୂଜକମାନେ ବିଶ୍ରାମ ନେଉଛନ୍ତି। ଏନେଇ ଖୋର୍ଦ୍ଧା ଜିଲା ପର୍ଯ୍ୟଟନ ଅଧିକାରୀ ମୀରାବାଇ ବେହେରାଙ୍କୁ ପଚାରିବାରୁ ଅଭାବ ଅସୁବିଧା ସମ୍ପର୍କରେ ଆମେ ବିଭାଗକୁ ଲେଖିଛୁ । ଏବେ ଉନ୍ନୟନ କାମ ପାଇଁ ୨୦ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଉକ୍ତ କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ପାଚେରି ନିର୍ମାଣ ପ୍ରସ୍ତାବ ରହିଛି । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

May 7, 2026
ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ

ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version