• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୁଲିସ ହାତରେ ବାରିପଦାର ନାବାଳକ ଡେଙ୍ଗା-ଗେଡ଼ା ଗ୍ୟାଙ୍ଗ୍

Proprietor Abhimanyu Maharana by Proprietor Abhimanyu Maharana
March 20, 2021
in ଓଡ଼ିଶା, ମୟୁରଭଞ୍ଜ, ହୋମ୍
0
ପୁଲିସ ହାତରେ ବାରିପଦାର ନାବାଳକ ଡେଙ୍ଗା-ଗେଡ଼ା ଗ୍ୟାଙ୍ଗ୍
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୦ ମାର୍ଚ୍ଚ ଶନିବାର ) ବାରିପଦା :- ଜଣଙ୍କ ବୟସ ମାତ୍ର ୧୧-୧୨ ବର୍ଷ ହୋଇଥିବାବେଳେ ଆଉ ଜଣକର ୧୪ ବର୍ଷ । ମାତ୍ର ଘର, ଦୋକାନ ଆଦିର କବାଟ ତାଡ଼ି ଚୋରି କରିବାରେ ପୁରା ଓସ୍ତାଦ। ଏଭଳି ଏକ ଡେଙ୍ଗା ଗେଡ଼ା ଗ୍ୟାଙ୍ଗ୍‌କୁ ଧରିଛି ବାରିପଦା ଟାଉନ୍ ଥାନା ପୁଲିସ। ଗତକାଲି ଦିନଦ୍ବିପ୍ରହରରେ ତକତପୁର ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ଘରୁ ଏହି ଦୁଇ ଜଣ ଡେଙ୍ଗା ଗେଡ଼ା ବାଳୁତ ଗ୍ୟାଙ୍ଗ୍‌ ଗ୍ରୀଲ୍‌ ତାଡ଼ି ଟଙ୍କା ସୁନା ଗହଣା ଚୋରି କରିଥିବା ଅଭିଯୋଗ ହୋଇଥିଲା। ୨୪ ଘଣ୍ଟା ନ ପୁରୁଣୁ ଉକ୍ତ ଦୁଇ ବାଳୁତ ଗ୍ୟାଙ୍ଗ୍‌କୁ ଧରିଛି ପୁଲିସ। ଦୁଇ ଜଣଙ୍କ ପାଖରୁ ୯ହଜାର ୩ଶହ ଟଙ୍କା ସହିତ କିଛି ରୂପା ଅଳଙ୍କାର ଜବତ କରିଛି ପୁଲିସ। ତେବେ ଏମାନଙ୍କ ଚୋରି କାହାଣୀ ଆଶ୍ଚର୍ଯ୍ୟ କଲା ଭଳି। ଚୋରି ଟଙ୍କା ଖର୍ଚ୍ଚ କରିବାକୁ ବାଲିଡ଼ିହା ଡ୍ୟାମ୍‌କୁ ଯାଇଥିଲେ ଏହି ଦୁଇ ଡେଙ୍ଗା ଗେଡ଼ା ବାଳୁତ। ସିସିଟିଭିରେ ଏହି ଦୁଇ ବାଳକଙ୍କ ଚୋରି କରିବାର ଦୃଶ୍ୟ କଏଦ ହୋଇଥିଲା ।

ଏନେଇ ପୁଲିସ ତ୍ବରିତ ଢଙ୍ଗରେ ତଦନ୍ତ ଆରମ୍ଭ କରିଥିଲା। ଖୋଦ୍‌ ଆଇଆଇସି ବୀରେନ୍ଦ୍ର ସେନାପତି ଏହି ଚୋରି ଘଟଣାର ତଦନ୍ତ କରୁଥିଲେ। ନିର୍ଦ୍ଦିଷ୍ଟ ସୂତ୍ରରୁ ସୂଚନା ପାଇ ଏହି ଟାଉନ୍‌ ଥାନା ଅଞ୍ଚଳର ଏକ ବସ୍ତି ଅଞ୍ଚଳରୁ ଦୁଇ ନାବାଳକ ଏପରି ଚୋରିରେ ସିଦ୍ଧହସ୍ତ ଥିବା ଜାଣିବାକୁ ପାଇଥିଲେ। ପରେ ଏନେଇ ଅଧିକ ତଦନ୍ତ କରି ବାଲିଡ଼ିହା ଡ୍ୟାମ୍‌ ନିକଟରୁ ଧରିଥିଲେ। ଦୁଇ ବାଳକ ‌ପୂର୍ବରୁ ମଧ୍ୟ ଏକାଧିକ ଲୁଟ୍‌ରେ ସାମିଲ ଥିବା ତଦନ୍ତ କାଳରେ ଜାଣିବାକୁ ପାଇଛି ପୁଲିସ। ଦୁଇ ଜଣଙ୍କ ପରିବାରର ଆର୍ଥିକ ଅବସ୍ଥା ସେପରି ସ୍ବଚ୍ଛଳ ନଥିବା ଜାଣିବାକୁ ମିଳିଛି। ତେବେ ଚୋରି ଅର୍ଥକୁ ଖର୍ଚ୍ଚ କରୁଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ। ଦୁଇ ନାବାଳକଙ୍କ ଧାରା-୧୬୧ରେ ବୟାନ ରେକର୍ଡ କରାଯାଇଛି। ଏହି ଘଟଣା ବାରିପଦାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏତେ କମ ବୟସରୁ ଏପରି ଚୋରିରେ ସଂପୃକ୍ତି ସମସ୍ତଙ୍କୁ ବିସ୍ମିତ କରିଛି ।ଲକ୍ଷେ ଟଙ୍କା ଚୋରି କରି ସାଙ୍ଗମାନଙ୍କୁ ବାଣ୍ଟିଥିଲା l

ପୁଲିସ ହାତରେ ପଡ଼ିଥିବା ଡେଙ୍ଗା‌ ଗେଡ଼ା ନାବାଳକ ଗ୍ୟାଙ୍ଗ୍‌ ପୂର୍ବରୁ ମଧ୍ୟ ଏକାଧିକ ଚୋରି ଓ ଲୁଟ୍‌ରେ ସାମିଲ ଥିବା ଜାଣିବାକୁ ପାଇଛି ପୁଲିସ। ତେବେ ଅଧିକାଂଶ ଚୋରିର ଅଭିଯୋଗ ହୋଇନଥିବାରୁ ପୁଲିସ ଆଖିରୁ ଲୁଚି ବୁଲୁଥିଲେ ଦୁଇ ବାଳକ। ଗେଡ଼ା ସଦସ୍ୟ ଜଣଙ୍କ ପୂର୍ବରୁ ଏକ ବ୍ୟବସାୟିକ ପ୍ରତିଷ୍ଠାନରୁ ଏକ ଲକ୍ଷ ଟଙ୍କା ଚୋରି କରିଥିବା ପୁଲିସ୍‌ ଜାଣିବାକୁ ପାଇଛି। ଏହି ଟଙ୍କାକୁ ସେ ସାଙ୍ଗମାନଙ୍କୁ ବାଣ୍ଟିବା ସହିତ ଫାଷ୍ଟଫୁଡ୍‌ ଖାଇବାରେ ଖର୍ଚ୍ଚ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ଚାଲି ଚାଲି ଏମାନେ ଚୋରି କରିଥାଆନ୍ତି। ବାରିପଦାରୁ ଦୂରକୁ ଯାଇ ଖର୍ଚ୍ଚ କରିଥାଆନ୍ତି। ବେଶ ସରଳ ଦେଖାଯାଉଥିବା ଏହି ଦୁଇ ଜଣ କିନ୍ତୁ ଚୋରିକୁ ବେଶ ଉପଭୋଗ କରୁଥିବା ପ୍ରକାଶ। ଯେଉଁଠୁ ନାହିଁ ସେଠୁ କୌଶଳ କରି କବାଟ, ଝରକା ତାଡ଼ି ଭିତରକୁ ଯାଇ ଚୋରି କରିଥାଆନ୍ତି। ସୁନା ରୂପା ଅପେକ୍ଷା ନଗଦ ଟଙ୍କା ଚୋରିକୁ ସେମାନେ ପ୍ରାଧାନ୍ୟ ଦେଉଥିବା ପ୍ରକାଶ । (ଦୀପ୍ତିମାନ ପତି, ମୟୂରଭଞ୍ଜ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଷ୍ଟ୍ରପତି ଭବନ ରେ ସ୍ଥାପିତ ହେବ ୩ ରଥ ର ତିନୋଟି ଚକ

ରାଷ୍ଟ୍ରପତି ଭବନ ରେ ସ୍ଥାପିତ ହେବ ୩ ରଥ ର ତିନୋଟି ଚକ

August 4, 2026
ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ

ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ

August 4, 2026
କବି ଜୟଦେବ ଜାତୀୟ କବିଭାବେ ସାହିତ୍ୟ ଜଗତରେ ପରିଚିତ

କବି ଜୟଦେବ ଜାତୀୟ କବିଭାବେ ସାହିତ୍ୟ ଜଗତରେ ପରିଚିତ

August 4, 2026
ପାରଳା ଆଇଆଇସିଙ୍କ କାର୍ଯ୍ୟଦକ୍ଷତା : ୫ ଲକ୍ଷ ଲୁଟି ନେଇଥିବା ଲୁଟେରାକୁ ୪୦ ମିନିଟରେ ଗିରଫ କଲେ

ପାରଳା ଆଇଆଇସିଙ୍କ କାର୍ଯ୍ୟଦକ୍ଷତା : ୫ ଲକ୍ଷ ଲୁଟି ନେଇଥିବା ଲୁଟେରାକୁ ୪୦ ମିନିଟରେ ଗିରଫ କଲେ

August 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଷ୍ଟ୍ରପତି ଭବନ ରେ ସ୍ଥାପିତ ହେବ ୩ ରଥ ର ତିନୋଟି ଚକ

ରାଷ୍ଟ୍ରପତି ଭବନ ରେ ସ୍ଥାପିତ ହେବ ୩ ରଥ ର ତିନୋଟି ଚକ

August 4, 2026
ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ

ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ

August 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version