ଓଡ଼ିଶା ତାଜା ନ୍ୟୁଜ (୧୫ ମାର୍ଚ୍ଚ ସୋମବାର ) ଆସିକା :- ଆସିକା ବ୍ଲକ ତରଫରୁ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ପୁଗୁଗେଶ୍ୱର ପଲ୍ଲୀ ଗ୍ରାମର ୱାର୍ଡ ମେମ୍ବର ଶ୍ରୀ ରଙ୍କନିଧି ବେହେରା ଓ ଶ୍ରୀମତୀ ଲକ୍ଷ୍ମୀ ନାହାକ, ଆସିକା ମେଡିକାଲର ବରିଷ୍ଠ ଯକ୍ଷ୍ମା ପରିଦର୍ଶକ ସଂଗୀତା ସ୍ୱାଇଁ, ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରେମଲତା ସାହୁ ଭି, ପୁରୁଷ ସ୍ଵାସ୍ତ୍ୟ କର୍ମୀ ମନୋଜ କୁମାର ନାୟକ, ଆଶା ଦିଦି ସବିତା ସ୍ୱାଇଁ ଓ ଗ୍ରାମର S. H. G ମେମ୍ବରଙ୍କ ଉପସ୍ଥିତିରେ ସଭା ଓ ରାଲିର ଅନୁଷ୍ଠିତ ହୋଇଥିଲା I ଉକ୍ତ ବୈଠକରେ ଟିଭି ରୋଗ କଣ ଏହା କିପରି ବ୍ୟାପେ ଓ ଏହାର ନିରାକରଣ, ବିଗତ ଚାରି ବର୍ଷ ଧରି ଏହି ଗାଁ ରୁ କୌଣସି ଟିଭି ରୋଗୀ ବାହାରି ନାହାନ୍ତି l ଆଶା ଦିଦି ଓ ଅଙ୍ଗନବାଡ଼ି ଦିଦି ଘରକୁ ଘର ବୁଲି ଟିଭି ରୋଗର ଲକ୍ଷଣ ଥିବା ଲୋକଙ୍କ କଫ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରିବେ l କଫ ନମୁନା ଆସିକା ମେଡିକାଲରେ ପରୀକ୍ଷା କରାଯିବା ପରେ ଆମେ ଜାଣି ପାରିବୁ ପ୍ରକୃତରେ ଏହି ଗାଁ ରେ ଟିଭି ରୋଗୀ କିଛି ଅଛନ୍ତିକି ନାହିଁ l ଯଦି କୌଣସି ଲୋକଙ୍କ ଟିଭି ରୋଗ ନଥିବ ତେବେ ସରକାର ଏହି ଗାଁ କୁ ଟିଭି ମୁକ୍ତ ଘୋଷଣା କରିବେ ।

( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )