No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୪ ମାର୍ଚ୍ଚ , ରବିବାର ) ବରଗଡ଼ :- ସ୍ବାଧୀନତା ସଂଗ୍ରାମୀ ବହ୍ନି କନ୍ୟା ପାର୍ବତୀ ଗିରି ଆତ୍ମ ଜୀବନୀ କୁ ନେଇ ନିର୍ମିତ ହେବାକୁ ଥିବା ଚଳଚ୍ଚିତ୍ର ବଡ଼ ମାଁ ର ସୁଟିଂ କାର୍ଯ୍ୟ ଜିଲ୍ଲା ର ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ରେ ଆରମ୍ଭ ହୋଇଛି। ସୁନାମଧନ୍ୟ ଟେଲିଭିଜନ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଲିଟୁ ମହାନ୍ତି ଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା

ଚଳଚ୍ଚିତ୍ର ରେ ପୃଥ୍ୱୀରାଜ ନାଏକ, ଅଶ୍ବିନୀ ପଣ୍ଡା, ପ୍ରଦୀପ ଦେବତା, ଡଃ ତପସ୍ଵିନୀ ଗୁରୁ,ମୋନିକା,କନକ ଦଣ୍ଡ ସେନା, ତଥା ଅନେକ ନବାଗତ କଳାକାର ମାନଙ୍କୁ ଅଭିନୟ ପାଇଁ ସୁଯୋଗ ଦିଆଯାଇଛି। ସହଯୋଗୀ ନିର୍ଦ୍ଦେଶକ ଭାବେ ରାଜେନ୍ଦ୍ର କୁମାର ବାଗ ରହିଥିବା ବେଳେ ସିନେ ଫୋଟୋଗ୍ରାଫି ଭାବେ ଟୁଲୁ ରହିଛନ୍ତି। (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result