• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶିକ୍ଷା ଅଧିକାର ଆଇନରେ 25% ସ୍ଥାନ ଅର୍ଥିକ ଅନଗ୍ରସର ଓ ଅବହେଳିତ – ସମ୍ପର୍କରେ ଓଡିଶା ଅଭିଭାବକ ମହାସଂଘର ପ୍ରଶିକ୍ଷଣ ଶିବିର

Proprietor Abhimanyu Maharana by Proprietor Abhimanyu Maharana
March 2, 2021
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଶିକ୍ଷା ଅଧିକାର ଆଇନରେ 25% ସ୍ଥାନ ଅର୍ଥିକ ଅନଗ୍ରସର ଓ ଅବହେଳିତ – ସମ୍ପର୍କରେ ଓଡିଶା ଅଭିଭାବକ ମହାସଂଘର ପ୍ରଶିକ୍ଷଣ ଶିବିର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨ ମାର୍ଚ୍ଚ ,ମଙ୍ଗଳବାର) ଭୁବନେଶ୍ୱର :- ଓଡିଶା ଅଭିଭାବକ ମହାସଂଘର ଦୀର୍ଘ ଦିନର ଦାବୀ ଆନ୍ଦୋଳନ ଓ ଧର୍ମଘଟ ପରେ ରାଜ୍ୟ ସରକାର ଶେଷରେ ଶିକ୍ଷା ଅଧିକାର ଆଇନ ଅନୁଯାଇ ସମସ୍ତ ବେସରକାରୀ ସ୍କୁଲ ରେ 25% ସିଟରେ ଅର୍ଥନୈତିକ ଦୁର୍ବଳ ଓ ଅବହେଳିତ ଶ୍ରେଣୀର ପିଲା ମାଗଣାରେ ପଢିବେ ବୋଲି ଘୋଷଣା କରିବା ସହିତ ଆଡ଼ମିସନ ପାଇଁ ଇ ପୋର୍ଟାଲ ର ଉଦଘାଟନ କରିଛନ୍ତି l ଏହି ବ୍ୟବସ୍ଥା ର ଶତପ୍ରତିଶତ କାର୍ଯ୍ୟକାରୀତା ସହିତ ସଚେତନତା ଓ ବ୍ୟବସ୍ଥା ର ପ୍ରଚାର ପ୍ରସାର ପାଇଁ ଭୁବନେଶ୍ୱରର ସବୁ ବସ୍ତିର ସ୍ବେଛାସେବୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଓଡିଶା ଅଭିଭାବକ ମହାସଂଘ ତରଫରୁ ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ଅଧ୍ୟକ୍ଷତାରେ ବୁଦ୍ଧ ମନ୍ଦିର ଠାରେ ଅନୁଷ୍ଠିତ ହୋଇ ଯାଇଛି l ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ ଅତିଥି ପରିଚୟ ସହ ପ୍ରାରମ୍ଭିକ ସୂଚନା ଦେଇଥିଲେ l ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ଅଧକ୍ଷ ଡ଼ଃ କରୁଣାକର ପ୍ରଧାନ ଏହି ଆଇନକୁ କାଯ୍ୟକରି କରିବାକୁ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ସବୁ ସମୟରେ ଅଭିଭାବକ ମହାସଂଘ ସହ ମିଶି କାର୍ଯ୍ୟ କରିବାକୁ ପ୍ରସ୍ତୁତ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ, ଜାତୀୟ ମାନବାଧିକାର କମିଶନ ବରିଷ୍ଠ ସଦସ୍ୟ ମନୋଜ ଜେନା ଯୋଗ ଦେଇ କାର୍ଯ୍ୟକ୍ରମର ସଫଳତା ର ବିଭିର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ l

ଯଦି ଏହି ଆଇନ କାର୍ଯ୍ୟକାରୀ ନହୁଏ ତେବେ ମହାସଂଘ ଆଗକୁ ଲଢେଇ କରିବାକୁ ପ୍ରସ୍ତୁତ ହୋଲି କହିଥିଲେ l ଏଥିରେ ଭୁବନେଶ୍ୱର ସମେତ ଓଡିଶାର ଅନ୍ୟାନ୍ୟ ଅଂଚଳରୁ ଶିକ୍ଷା ଅଧିକାର କର୍ମୀ, ସାମାଜିକ କର୍ମୀ, ମାନବାଧିକାର କର୍ମୀ, ବସ୍ତି ଉନ୍ନୟନ କର୍ମୀଙ୍କ ସମେତ ଶହେରୁ ଅଧିକ ସ୍ବେଛାସେବୀ ଯୋଗ ଦେଇଥିଲେ l ବରିଷ୍ଠ ଶିକ୍ଷାବିତ, ଶିକ୍ଷା ଅଧିକାର କର୍ମକର୍ତ୍ତା ଓ ମହାସଂଘର କର୍ମକର୍ତା ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ l ଏହି ସୁବିଧାର ସଠିକ କାର୍ଯ୍ୟକାରୀ ପାଇଁ କଣ ନିୟମ ରହିଛି, କେଉଁ ମାନେ ଆବେଦନ କରିପାରିବେ, କଣ ସବୁ ପ୍ରମାଣ ପତ୍ର ଦରକାର, କିପରି ଆବେଦନ କରିବେ, କାହାକୁ ଆବେଦନ କରିବେ ଆଦି ସମସ୍ତ ବିଷୟରେ ସ୍ବେଛାସେବୀ ମାନେ ପ୍ରଶିକ୍ଷଣ ନେଇଥିଲେ l ଦୂରଦର୍ଶିର ସମ୍ପାଦକ ଦୁର୍ଗା ସାମନ୍ତରାୟ ଏହି ଆଇନକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅଭିଭାବକ ମହାସଂଘର ପ୍ରୟାସ କୁ ପ୍ରସଂଶା କରିଥିଲେ l ସମରକ୍ରାନ୍ତି ସେନା ପ୍ରମୋଦ ପରିଡା, ଶରତ ସାହୁ, ଅରବିନ୍ଦ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ l ମହାସଂଘ ସାଧାରଣ ସମ୍ପାଦକ ଅଶୋକ ପାଇକରାୟ ଧନ୍ୟବାଦ ଦେଇଥିଲେ l ସହ ଅଧକ୍ଷ୍ୟ ସତ୍ୟବ୍ରତ ପରିଜା, ଶଙ୍କର୍ଷଣ ସାମନ୍ତରାୟ, ବିନ୍ଦୁଜା ଉପାଧ୍ୟାୟ, ଗୀତାଞ୍ଜଳି ମହାନ୍ତି, ବିଷ୍ନୁପ୍ରିୟା ସାହୁ, ଜିତୁ ସାହୁ, ଦୀପିକା ମିଶ୍ର ଓ ମହାସଂଘର ପ୍ରଦୀପ୍ତ ମିଶ୍ର, ରାଜୀବ ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ଜେନା, ନନ୍ଦ କିଶୋର ମାଲିକ ଆଦି ବକ୍ତବ୍ୟ ରଖିଥିଲେ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରୋଗ ଓ ଅର୍ଥାଭାବ ଚାପରେ ଆଖି ବୁଜିଲେ ନିଃସନ୍ତାନ ଦମ୍ପତି

ରୋଗ ଓ ଅର୍ଥାଭାବ ଚାପରେ ଆଖି ବୁଜିଲେ ନିଃସନ୍ତାନ ଦମ୍ପତି

August 1, 2026
ସରକାରଙ୍କର ବ୍ୟବସ୍ଥା ଉପରେ ନିୟନ୍ତ୍ରଣ ନଥିବାରୁ ରାଜ୍ୟରେ ବାରମ୍ୱାର ପ୍ରଶ୍ନପତ୍ର ଲିକ୍ ହେଉଛି : ବିଜେଡି

ସରକାରଙ୍କର ବ୍ୟବସ୍ଥା ଉପରେ ନିୟନ୍ତ୍ରଣ ନଥିବାରୁ ରାଜ୍ୟରେ ବାରମ୍ୱାର ପ୍ରଶ୍ନପତ୍ର ଲିକ୍ ହେଉଛି : ବିଜେଡି

August 1, 2026
୩୬ ଜଣ ସଫଳ ମହିଳାଙ୍କୁ ସମ୍ମାନ : ୪୦୦୦  ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ୯୧୩  କୋଟି ଟଙ୍କାର ଏମଓୟୁ ସ୍ୱାକ୍ଷରିତ

CII IWN Odisha Celebrates Women Leaders at the 4th Edition of Shakti Samman 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରୋଗ ଓ ଅର୍ଥାଭାବ ଚାପରେ ଆଖି ବୁଜିଲେ ନିଃସନ୍ତାନ ଦମ୍ପତି

ରୋଗ ଓ ଅର୍ଥାଭାବ ଚାପରେ ଆଖି ବୁଜିଲେ ନିଃସନ୍ତାନ ଦମ୍ପତି

August 1, 2026
ସରକାରଙ୍କର ବ୍ୟବସ୍ଥା ଉପରେ ନିୟନ୍ତ୍ରଣ ନଥିବାରୁ ରାଜ୍ୟରେ ବାରମ୍ୱାର ପ୍ରଶ୍ନପତ୍ର ଲିକ୍ ହେଉଛି : ବିଜେଡି

ସରକାରଙ୍କର ବ୍ୟବସ୍ଥା ଉପରେ ନିୟନ୍ତ୍ରଣ ନଥିବାରୁ ରାଜ୍ୟରେ ବାରମ୍ୱାର ପ୍ରଶ୍ନପତ୍ର ଲିକ୍ ହେଉଛି : ବିଜେଡି

August 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version