No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଜାନୁଆରୀ ସୋମବାର )ରାୟଗଡ :- ଗଜପତି ଆଜି ସାନତୁଣ୍ଡି ପଂଚାୟତ ପରିସଲ କେନ୍ଦ୍ର ଶବର ସମାଜ କଲ୍ୟାଣ ସମିତି ଆନୁକୂଲ୍ୟରେ ବଡ଼ଉଞ୍ଜ ଗ୍ରାମ ଠାରୁ ନିଧି ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ ଗ୍ରାମର ସମସ୍ତ ମା ବାପା ଭାଇ ଭଉଣୀ ଉପସ୍ଥିତ ରହି ପୁରହିତ ସୁମନ କାର୍ଜୀ ଦ୍ଵାରା ଶୁଭା ରମ୍ବ ହୋଇଥିଲା ! ବଡ଼ ଉଞ୍ଜ , ପଦାସାହି,ପରିସଲ ଏହି ସବୁ ଗ୍ରାମମାନଙ୍କ ରେ ନଗର ସଂକୀର୍ତ୍ତନ

କରି ଘର ଘର ବୁଲି ମନ୍ଦିର ନିର୍ମାଣ ସକାଶେ ନିଧି ସଂଗ୍ରହ କରାଯାଇଥିଲା ଏହି କାର୍ଯ୍ୟକ୍ରମ କୁ ସୁଧୀର ଗମାଙ୍ଗ ,ସୁରନ୍ଦ୍ର ଶବର,ବିଶ୍ୱନାଥ ଶବର ଆଶାଡିଆ ଗମାଙ୍ଗ,ମହିଳା ପ୍ରମୁଖ ଲୀଲା ବତୀ ଭୂୟାଁ , ସଂଗୀତି ଶବର ,ଦ୍ଵାରା ଅନୁଷ୍ଠିତ ହୋଇଥିଲା (ସଞ୍ଜୀବ କୁମାର ପାଣି ରାୟଗଡ ଗଜପତି )
No Result
View All Result