• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସା ରେ ଗା ମା ପା- ସ୍ୱରର ମହାମଂଚ ଶୁଭାରମ୍ଭ ସହିତ ୨୦୨୧କୁ ସ୍ୱାଗତ କଲା ଜି ସାର୍ଥକ

Proprietor Abhimanyu Maharana by Proprietor Abhimanyu Maharana
January 3, 2021
in ଓଡ଼ିଶା, ମନୋରଞ୍ଜନ, ହୋମ୍
0
ସା ରେ ଗା ମା ପା- ସ୍ୱରର ମହାମଂଚ ଶୁଭାରମ୍ଭ ସହିତ ୨୦୨୧କୁ ସ୍ୱାଗତ କଲା ଜି ସାର୍ଥକ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୩ ଜାନୁଆରୀ ରବିବାର) ଭୁବନେଶ୍ୱର :-  ନୂତନ ବର୍ଷ ଆରମ୍ଭ ସହିତ ଓଡ଼ିଶାର ଅଗ୍ରଣୀ ମନୋରଂଜନ କାରୀ ଚ୍ୟାନେଲ , ଜି ସାର୍ଥକ ସା ରେ ଗା ମା ପା-ସ୍ୱରର ମହାମଂଚ ସହିତ ସମଗ୍ର ରାଜ୍ୟରୁ ବିବିଧ ସଂଗୀତ ପ୍ରତିଭାମାନଙ୍କୁ ଉପସ୍ଥାପନ କରିବାକୁ ପୂର୍ଣ୍ଣ ପ୍ରସ୍ତୁତ । ଚଳିତ ଥର ଏହା ସଂପୂର୍ଣ୍ଣ ଭାବରେ ନୂତନ ରୂପରେ ଏହା ଓଡ଼ିଶାର ସମୃଦ୍ଧ ବହୁଧା-ସାଂସ୍କୃତିକ , ବହୁଧା- ଲୋକସଂସ୍କୃତି ଗୋଟିଏ ମଂଚରେ ଏକତ୍ର କରିବାକୁ ଯାଉଛି, ଯେଉଁଠି ସଂଗୀତ କେବଳ ସର୍ବୋତମର ସଂଜ୍ଞା ନିର୍ଦ୍ଧାରଣ କରିବ ! ସା ରେ ଗା ମା ପା ସ୍ୱରର ମହାମଂଚ ୨୦୨୧ ଜି ସାର୍ଥକର ବିଷୟବସ୍ତୁ ‘ନୂଆ ଆରମ୍ଭ ନୂଆ ଅଧ୍ୟାୟ ’ ଅନୁଯାୟୀ ଉପସ୍ଥାପନ କରାଯାଉଛି । ଏହି ସଂଗୀତ ଭିିତିକ କାର୍ଯ୍ୟକ୍ରମ ମଧ୍ୟ ଜି ସାର୍ଥକର ଦୃଷ୍ଟିଭଙ୍ଗୀ ‘ନୂଆ ରୂପରେ ନୂଆବର୍ଷ ମନୋରଞ୍ଜନ ଭରା ସାରାବର୍ଷ’ ଧାରାରେ ହୋଇଛି । ଏହି କାର୍ଯ୍ୟକ୍ରମର ମହା ଶୁଭାରମ୍ଭ ତଥା ପ୍ରିମିୟର ପୁରୀର ସୌନ୍ଦର୍ଯ୍ୟମୟ ବେଳାଭୂମିରେ ୨୦୨୧ ଜାନୁଆରୀ ୩ତାରିଖ ଦିନ ଅନୁଷ୍ଠିତ ହେବ, ଯେଉଁଠାରେ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦାମ ପ୍ରଧାନଙ୍କର ବାଲୁକାକଳା ପ୍ରଦର୍ଶନ ଦର୍ଶକଙ୍କୁ ସମ୍ମୋହିତ କରିବ । ତତ୍‌ସହିତ ମାନନୀୟ ବିଚାରକମଣ୍ଡଳୀ ଏବଂ ପ୍ରତିଯୋଗୀ ମାନେ ସ୍ୱତନ୍ତ୍ର ପ୍ରଦର୍ଶନ ଜରିଆରେ ଦର୍ଶକ ମାନଙ୍କର ବିଗତ ଦିନର ସ୍ମୁତିକୁ ଉଜ୍ଜୀବିତ କରାଇବେ । ଜି ସାର୍ଥକ ସଫଳତାର ସହିତ ସମଗ୍ର ରାଜ୍ୟରୁ ୩୫୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ନେଇ ଡିଜିଟାଲ ଅଡିସନ ଆୟୋଜନ କରିବା ପରେ ସଂପ୍ରତି ଓଡ଼ିଆ ଛୋଟ ପରଦାରେ ସବୁଠାରୁ ପ୍ରିୟ କଣ୍ଠସଂଗୀତ ପ୍ରତିଭା ମାନଙ୍କର ମଂଚ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଛି ।

ଏହି ସୋ’ ସଂଗୀତ  ପ୍ରେମୀଙ୍କୁ ୨୦୨୧ ଜାନୁଆରୀ ୯ତାରିଖରୁ ଶନିବାର-ରବିବାର ରାତି ୯ଟାରେ ଆକୃଷ୍ଟ କରିବ ଏବଂ ଓଡ଼ିଆ ମନୋରଂଜନ ଶିଳ୍ପର ସଂଗୀତ କ୍ଷେତ୍ରରେ ସମସ୍ତଙ୍କର ପ୍ରିୟ ଗୁଡଲି ରଥ, ଅସୀମା ପଣ୍ଡା , ଦୀପ୍ତିରେଖା, କ୍ରିଷ୍ଣ ବେଉରା ଆଦିଙ୍କୁ ସୋ’ର ବିଚାରକ ଭାବରେ ତଥା ଅତ୍ୟନ୍ତ ଲୋକପ୍ରିୟ ସଂଚାଳିକା ସୁଲଗ୍ନା ରାଉତରାୟଙ୍କୁ ଆଙ୍କର ଭାବରେ ଉପସ୍ଥାପନ କରିବ ।  ଏହି ସୋ’ ଶୁଭାରମ୍ଭ ଅବସରରେ ପ୍ରକାଶ କରି ଜି ଏଂଟର ଟେନମେଂଟ ଏଂଟରପ୍ରାଇଜ ଲିମିଟେଡର କ୍ଲଷ୍ଟର ହେଡ ଇଷ୍ଟ ସମ୍ରାଟ ଘୋଷ କହିଛନ୍ତି , “ ଅଂଶ ଗ୍ରହଣକାରୀ ମାନେ ଲମ୍ବାଧାଡିରେ ଛିଡାହେବାକୁ ନଦେଇ ଜି ସାର୍ଥକ ନୂତନ ସ୍ୱାଭାବିକତା କୁ ଗ୍ରହଣ କରି ଅନଲାଇନ ଅଡିସନ ଆୟୋଜନ କରିଛି । ସା ରେ ଗା ମା ପା ସ୍ୱରର ମହାମଂଚ ୨୦୨୧ର ନୂଆ ସଂସ୍କରଣ ଓଡ଼ିଶାର ଦୂର ଦୂରାନ୍ତ ଅଂଚଳର ଅଂଶ ଗ୍ରହଣକାରୀଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ସକାଶେ ଏକ ମଂଚ ଯୋଗାଇ ଦେବା ସହିତ ସେମାନଙ୍କୁ ପେଶାଦାର ସଂଗୀତ ଦୁନିଆଁରେ ନିଜ ପାଇଁ ଏକ ରାସ୍ତା ଖୋଜିବାର ସୁଯୋଗ ପ୍ରଦାନ କରିବ ।” ସା ରେ ଗା ମା ପା ସ୍ୱରର ମହାମଂଚ ଆଭିମୁଖ୍ୟ ସମ୍ପର୍କରେ ପ୍ରକାଶ କରି ଜି ସାର୍ଥକ ବିଜନେସ ହେଡ ଅର୍ଘୟ ଚୌଧୁରୀ କହିଛନ୍ତି, “୨୦୨୦ ବର୍ଷରେ ବହୁ ଆପଦ ଓ ବାଧାବିଘ୍ନ ସୃଷ୍ଟି ହୋଇଥିଲା, ତେଣୁ ସଂଗୀତ ଠାରୁ ହୃଦୟକୁ ଆଉକିଛି ଅଧିକ ତୃପ୍ତ କରିପାରିବ ନାହିଁ । ନୂଆବର୍ଷ ଆରମ୍ଭରେ ଦର୍ଶକଙ୍କ ପାଇଁ ସେମାନଙ୍କର ଆକାଂକ୍ଷିତ ମନୋରଂଜନ ଉପସ୍ଥାପନ କରୁଥିବାରୁ ଆମେ ଆନନ୍ଦିତ । ସା ରେ ଗା ମା ପା ସ୍ୱରର ମହାମଂଚ ୨୦୨୧ ସଂଗୀତ ଶିଳ୍ପରେ ନୂଆ ପ୍ରତିଭା ମାନଙ୍କ ପାଇଁ ଏକ ମଂଚ ଯୋଗାଇ ଦେବ । ଗ୍ରାଣ୍ଡ ଅଡିସନ ଅଧ୍ୟାୟ ଗୁଡିକ ପରେ ଆମର ଦର୍ଶକମାନେ ମଧ୍ୟ ଭୋଟିଂ ପ୍ରକ୍ରିୟା ଜରିଆରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ।

୨୦୨୧ ପାଇଁ ଓଡ଼ିଶା ଏହାର ସର୍ବାଧିକ ପ୍ରିୟ କଣ୍ଠଶିଳ୍ପୀଙ୍କୁ ପାଇବା ପର୍ଯ୍ୟନ୍ତ ସପ୍ତାହ ପରେ ସପ୍ତାହ ଦର୍ଶକବୃନ୍ଦ ଏବଂ ବିଚାରକଗଣ ଶୀର୍ଷ ୧୨ ମଧ୍ୟରେ ରହିଥିବା ଏହି ପ୍ରତିଯୋଗିତା ରେ ସେମାନଙ୍କର ପ୍ରିୟ ପ୍ରତିଯୋଗୀଙ୍କୁ ଉପସ୍ଥାପନ କରିବା ଏବଂ ଭୋଟ ଦେବା ଦ୍ୱାରା ଶୀର୍ଷ ୧୨ ମଧ୍ୟରେ ରହିଥିବା ଏହି ପ୍ରତିଯୋଗିତା ଅଧିକ ବ୍ୟାପକ ରୂପ ନେବ ।” ପୂର୍ବ ଅଧ୍ୟାୟ ଗୁଡିକର କିଛି ସ୍ମରଣୀୟ ମୁହୂର୍ତ ସମ୍ପର୍କରେ ସ୍ମୃତିଚାରଣ କରି ଅସୀମା ପଣ୍ଡା କହିଛନ୍ତି । “ଜି ସାର୍ଥକ ଓଡ଼ିଶାର ସମସ୍ତ କୋଣ ଅନୁକୋଣରୁ ସୁମଧୁର ସଂଗୀତ ଏବଂ ହୃଦୟସ୍ପର୍ଶୀ କାହାଣୀ ସହିତ ଏକ ସମ୍ପୂର୍ଣ୍ଣ ନୂଆ ସିଜନ ଆରମ୍ଭ କରିବାକୁ ଯାଉଛି ଯାହା ଏକ ସଠିକ ପ୍ରୟାସ ହୋଇଛି । ସା ରେ ଗା ମା ପା ର ବିଶ୍ୱସ୍ତରରେ କିଛି ସର୍ବୋତମ କଣ୍ଠଶିଳ୍ପୀ ପ୍ରତିଭା ଙ୍କୁ ଚିହ୍ନଟ ଏବଂ ପରିପୁଷ୍ଠ କରିବାର ଦୀର୍ଘ ୨୫ବର୍ଷର ସମୃଦ୍ଧ ପୃଷ୍ଠଭୂମି ରହିଛି ।” ପ୍ରଖ୍ୟାତ ଓଡ଼ିଆ ଗାୟିକା ଦୀପ୍ତିରେଖା ନିଜର ସୁମଧୁର କଣ୍ଠରେ ଦର୍ଶକମାନଙ୍କୁ ବିମୋହିତ କରି ପାରିଛନ୍ତି । ସେ କହିଛନ୍ତି , “ଚଳିତ ବର୍ଷ ସା ରେ ଗା ମା ପା ଅଧିକ ବିଶାଳ ଏବଂ ଦର୍ଶନୀୟ ହେବ । ଜଣେ ବିଚାରକ ଭାବରେ ସର୍ବୋତମଙ୍କୁ ମନୋନୀତ କରିବା ଆମ ପାଇଁ ଅତ୍ୟନ୍ତ କଠିନ କାର୍ଯ୍ୟ ହେବ । ଅଂଶ ଗ୍ରହଣକାରୀ ମାନେ ନିଜକୁ ପ୍ରସ୍ତୁତ କରିବା ଏବଂ ସଂଗୀତର ବିଭିନ୍ନ ଦିଗ ସମ୍ପର୍କରେ ଶିକ୍ଷାଲାଭ କରିବାର ସୁଯୋଗ ପାଇବେ । ମନୋନୀତ ପ୍ରତ୍ୟେକ ପ୍ରତିଯୋଗୀ ଭାରତର ଉଦୀୟମାନ ସଂଗୀତ ଦୃଶ୍ୟପଟ୍ଟରେ କିଛି ମୌଳିକ ଏବଂ ବଡ ପ୍ରଦର୍ଶନ କରିବା ନେଇ ମୁଁ ନିଶ୍ଚିତ ।” ଅନ୍ୟ ଜଣେ ବିଶିଷ୍ଟ ଓଡ଼ିଆ କଣ୍ଠଶିଳ୍ପୀ ଯିଏ ନିଜର ଯାଦୁକରୀ ପ୍ରଦର୍ଶନରେ ଦର୍ଶକଙ୍କୁ ବାନ୍ଧି ରଖିପାରିଛନ୍ତି , ସେ ହେଉଛନ୍ତି କ୍ରିଷ୍ଣା ବେଉରା  ସେ କହିଛନ୍ତି । “ ସା ରେ ଗା ମା ପା ସ୍ୱରର ମହାମଂଚ ୨୦୨୧ ପରିବାରର ଜଣେ ଅଂଶବିଶେଷ ଭାବେ ମୁଁ ଅତ୍ୟନ୍ତ ଆନନ୍ଦିତ । ”

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026
ବ୍ଲକସ୍ତରୀୟ ଜତୀୟ ପଞ୍ଚାୟତି ରାଜ ଦିବସ ପାଳିତ : ୪୩ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

ବ୍ଲକସ୍ତରୀୟ ଜତୀୟ ପଞ୍ଚାୟତି ରାଜ ଦିବସ ପାଳିତ : ୪୩ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

April 27, 2026
ଗଞ୍ଜେଇର ଚରାଭୂଇଁ ପାଲଟିଛି ଗଜପତି, ୪ମାସରେ ଜବତ ହେଲାଣି ୧୬ ଟନ୍, ଦମନ କରିବାକୁ ଅଣ୍ଟା ଭିଡ଼ିଛି ପୁଲିସ

ଗଞ୍ଜେଇର ଚରାଭୂଇଁ ପାଲଟିଛି ଗଜପତି, ୪ମାସରେ ଜବତ ହେଲାଣି ୧୬ ଟନ୍, ଦମନ କରିବାକୁ ଅଣ୍ଟା ଭିଡ଼ିଛି ପୁଲିସ

April 27, 2026
ମୋହନା ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ

ମୋହନା ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ

April 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026
ବ୍ଲକସ୍ତରୀୟ ଜତୀୟ ପଞ୍ଚାୟତି ରାଜ ଦିବସ ପାଳିତ : ୪୩ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

ବ୍ଲକସ୍ତରୀୟ ଜତୀୟ ପଞ୍ଚାୟତି ରାଜ ଦିବସ ପାଳିତ : ୪୩ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

April 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version