• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦିନକ ପରେ ଇଂରାଜୀ ନବବର୍ଷ ; ସବୁଠି ଉତ୍କଣ୍ଠା ବଢୁଛି ଗୋଲାପ ଓ ମକମଲ୍ଲୀ ଫୁଲର ଚାହିଦା

Proprietor Abhimanyu Maharana by Proprietor Abhimanyu Maharana
December 30, 2020
in ଓଡ଼ିଶା, ଗଞ୍ଜାମ, ମନୋରଞ୍ଜନ, ହୋମ୍
0
ଦିନକ ପରେ ଇଂରାଜୀ ନବବର୍ଷ ; ସବୁଠି ଉତ୍କଣ୍ଠା ବଢୁଛି ଗୋଲାପ ଓ ମକମଲ୍ଲୀ ଫୁଲର ଚାହିଦା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୩୦ ଡିସେମ୍ବର ବୁଧବାର )ହିଞ୍ଜିଳିକାଟୁ  :- ୨୦୨୦ ମସିହା ଶେଷ ହୋଇ ଆରମ୍ଭ ହେବାକୁ ଯାଉଛି ଇଂରାଜୀ ନବବର୍ଷ ୨୦୨୧ । ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ହିଂଜିଳିକାଟୁ ପୌରାଂଚଳ ସମେତ ଆଖପାଖ ଅଂଚଳରେ ଉତ୍କଣ୍ଠା ଲାଗି ରହିଛି । ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷ ଶେଷ ହୋଇ ପୁଣି ଏକ ନୂତନ ବର୍ଷ ଆସିବା ପାଇଁ ଏକ ନିୟମିତ ପକ୍ରିୟା ହୋଇଥିଲେ ମଧ୍ୟ ଏହି ନୂତନ ବର୍ଷକୁ ସ୍ୱାଗତ ଜଣାଇବା ପାଇଁ ବିଭିନ୍ନ ମହଲରେ ଉତ୍କଣ୍ଠା ଓ ଉତ୍ସାହ ଲାଗି ରହିଛି । ଇଂରାଜୀ ନବବର୍ଷ ୨୦୨୧ର ଅବ୍ୟହିତ ପୂର୍ବରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ନବବର୍ଷର ଶୁଭେଛା ବାର୍ତା ପ୍ରେରଣ ଆରମ୍ଭ ହୋଇଗଲାଣି । ନବବର୍ଷର ଏହି ଅଗ୍ରୀମ ଶୁଭେଛା ବ୍ୟତୀତ ସମସ୍ତେ ଅପେକ୍ଷା କରିଥାନ୍ତି ନବବର୍ଷର ଆଗମନକୁ । ବିଶେଷକରି ଡ଼ିସେମ୍ବର ମାସ ୩୧ ତାରିଖ ରାତି ୧୨ଟା ପରେ ନବବର୍ଷର ଶୁଭେଛା ଆଦାନ ପ୍ରଦାନ ଅଧିକ ମହତ୍ୱ ରଖିଥାଏ ।

ତେଣୁ ୩୧ ତାରିଖ ବିଳମ୍ବିତ ରାତିରୁ ନବବର୍ଷର ଉତ୍ସବ ପାଳନ ସହ ଶୁଭେଛା ବାର୍ତା ପ୍ରେରଣ ଅଧିକ ସକ୍ରିୟ ହୋଇଉଠିଛି । ଇଂରାଜୀ ନବବର୍ଷରେ ନିଜର ବନ୍ଧୁ, ପରିବାର, ଆତ୍ମୀୟସ୍ୱଜନ ଓ ଉପରିସ୍ଥ ଅଧିକାରୀଙ୍କୁ ଶୁଭେଛା ଜଣାଇବାକୁ ଅଧିକାଂଶ ବ୍ୟସ୍ତ ହୋଇ ଉଠିଥାନ୍ତି । ନବବର୍ଷର ଶୁଭେଛା ଜଣାଇବା ପାଇଁ ହିଂଜିଳିକାଟୁ ପୌରାଂଚଳ ସମେତ ଆଖପାଖ ଅଂଚଳରେ ଥିବା ଫୁଲ ଦୋକାନ ଗୁଡ଼ିକରେ ସ୍ୱତନ୍ତ୍ର ଭାବେ ଫୁଲତୋଡ଼ା ତିଆରି କରିବା ଲାଗି ଅର୍ଡ଼ର ଦିଆଯାଇଥିବା ଦେଖିବାକୁ ମିଳୁଛି । ନବବର୍ଷର ପ୍ରଥମ ଦିନକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ଲାଗି ଚାଲିଛି ବ୍ୟାପକ ପ୍ରସ୍ତୁତି । ପ୍ରିୟଜନକୁ ନୂତନ ବର୍ଷରେ ଫୁଲ ଉପହାର ଦେଇ ଶୁଭ ମନାସିବା ପାଇଁ ସମସ୍ତଙ୍କ ଠାରେ ଦେଖା ଦେଇଛି ଆଗ୍ରହ । ଗ୍ର।ହକଙ୍କ ଆଗ୍ରହକୁ ଦେଖି ହିଂଜିଳିକାଟୁ ପୌରାଂଚଳ ସମେତ ଆଖପାଖ ଅଂଚଳର ଫୁଲ ଦୋକାନ ଗୁଡ଼ିକରେ ବର୍ତମାନ ଠାରୁ ଭଳିକି ଭଳି ସୁଗନ୍ଧିତ ଏବଂ ସୁନ୍ଦର ଫୁଲ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଇଂରାଜୀ ନବବର୍ଷ ପାଳନ ଅବସରରେ ହିଂଜିଳିକାଟୁ ପୌରାଂଚଳ ସମେତ ଆଖପାଖ ଅଂଚଳରେ ଥିବା ମକମଲ୍ଲୀ ଚାଷୀ ମାନଙ୍କ ଠାରେ ଫୁଲ ବ୍ୟବସାୟୀ ମାନଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳୁଛି ।(ରିପୋର୍ଟ : ଶୁସାନ୍ତ ପ୍ରଧାନ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲରୁ ଶାଳ କାଠ ଚୋରାଚାଲାଣ ବେଳେ ଚଢ଼ାଉ : କାଠ ସହ ବୋଲେରୋ ପିକ୍‌ଅପ୍ ଜବତ, ଚାଳକ ଫେରାର

ଜଙ୍ଗଲରୁ ଶାଳ କାଠ ଚୋରାଚାଲାଣ ବେଳେ ଚଢ଼ାଉ : କାଠ ସହ ବୋଲେରୋ ପିକ୍‌ଅପ୍ ଜବତ, ଚାଳକ ଫେରାର

November 15, 2026
ଅର୍ଣ୍ଣବ ବାତ୍ୟାରେ ଧ୍ୱଂସ ହୋଇଛି ଜଳସେଚନ ବ୍ୟବସ୍ଥା, ଚିନ୍ତାରେ ଇନ୍ଦ୍ରଗଡ଼ର ଚାଷୀ,: ତୁରନ୍ତ ସମାଧାନ ପାଇଁ ଦାବୀ

ଅର୍ଣ୍ଣବ ବାତ୍ୟାରେ ଧ୍ୱଂସ ହୋଇଛି ଜଳସେଚନ ବ୍ୟବସ୍ଥା, ଚିନ୍ତାରେ ଇନ୍ଦ୍ରଗଡ଼ର ଚାଷୀ,: ତୁରନ୍ତ ସମାଧାନ ପାଇଁ ଦାବୀ

November 15, 2026
୧୦ କି.ମି.ରାସ୍ତା କୁ ୪୫ କି.ମି.ଯିବାକୁ ପଡୁଛି : ସ୍ୱାଧୀନତାର ୭୯ ବର୍ଷ ପରେ ବି ଦୂର ହେଉନି ଘାଟିତଳ ଗ୍ରାମବାସୀଙ୍କ ଦୁର୍ଦ୍ଦଶା,

୧୦ କି.ମି.ରାସ୍ତା କୁ ୪୫ କି.ମି.ଯିବାକୁ ପଡୁଛି : ସ୍ୱାଧୀନତାର ୭୯ ବର୍ଷ ପରେ ବି ଦୂର ହେଉନି ଘାଟିତଳ ଗ୍ରାମବାସୀଙ୍କ ଦୁର୍ଦ୍ଦଶା,

November 15, 2026
ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ‘ସାମ୍ବାଦିକତା : ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ’ ଶୀର୍ଷକରେ ହେବ ଆଲୋଚନାଚକ୍ର, ଯୋଗଦେବେ ଜିଲ୍ଲାପାଳ ଓ ଏସ୍‌ପି

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ‘ସାମ୍ବାଦିକତା : ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ’ ଶୀର୍ଷକରେ ହେବ ଆଲୋଚନାଚକ୍ର, ଯୋଗଦେବେ ଜିଲ୍ଲାପାଳ ଓ ଏସ୍‌ପି

November 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲରୁ ଶାଳ କାଠ ଚୋରାଚାଲାଣ ବେଳେ ଚଢ଼ାଉ : କାଠ ସହ ବୋଲେରୋ ପିକ୍‌ଅପ୍ ଜବତ, ଚାଳକ ଫେରାର

ଜଙ୍ଗଲରୁ ଶାଳ କାଠ ଚୋରାଚାଲାଣ ବେଳେ ଚଢ଼ାଉ : କାଠ ସହ ବୋଲେରୋ ପିକ୍‌ଅପ୍ ଜବତ, ଚାଳକ ଫେରାର

November 15, 2026
ଅର୍ଣ୍ଣବ ବାତ୍ୟାରେ ଧ୍ୱଂସ ହୋଇଛି ଜଳସେଚନ ବ୍ୟବସ୍ଥା, ଚିନ୍ତାରେ ଇନ୍ଦ୍ରଗଡ଼ର ଚାଷୀ,: ତୁରନ୍ତ ସମାଧାନ ପାଇଁ ଦାବୀ

ଅର୍ଣ୍ଣବ ବାତ୍ୟାରେ ଧ୍ୱଂସ ହୋଇଛି ଜଳସେଚନ ବ୍ୟବସ୍ଥା, ଚିନ୍ତାରେ ଇନ୍ଦ୍ରଗଡ଼ର ଚାଷୀ,: ତୁରନ୍ତ ସମାଧାନ ପାଇଁ ଦାବୀ

November 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version