• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୨୬ତମ ସର୍ବ ଭାରତୀୟ ଛିନ୍ଦେଇକେଲା କପ କ୍ରିକେଟ ଟୁଟୁର୍ଣ୍ଣାମେଣ୍ଟ : କଣ୍ଟାବାଞ୍ଜି ଫ୍ରେଣ୍ତସ୍ କ୍କବ ଫାଇନାଲରେ – ପଦ୍ମପୁର 

Proprietor Abhimanyu Maharana by Proprietor Abhimanyu Maharana
December 26, 2020
in ଓଡ଼ିଶା, ବରଗଡ଼, ହୋମ୍
0
୨୬ତମ ସର୍ବ ଭାରତୀୟ ଛିନ୍ଦେଇକେଲା କପ କ୍ରିକେଟ ଟୁଟୁର୍ଣ୍ଣାମେଣ୍ଟ : କଣ୍ଟାବାଞ୍ଜି ଫ୍ରେଣ୍ତସ୍ କ୍କବ ଫାଇନାଲରେ – ପଦ୍ମପୁର 
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଡିସେମ୍ବର ଶନିବାର ) ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ର ଶେଖର ଷ୍ଟାଡିୟମରେ ଚାଳିଥିବା ୨୬ ମେସବି ଭାରତୀୟ ଛିନ୍ଦେଇକେଲା କପି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଶନିବାର ଦିନ ପ୍ରଥମ ସେମି ଫାଇନାଳ ଖେଳରେ କଣ୍ଟାବାଞ୍ଜି ଫ୍ରେଣ୍ତସ କ୍କବ ବଲାଙ୍ଗୀର ର ୱାଇ ଏସ ସି ଏ ଦଳକୁ ୮୮ରନରେ ପରାସ୍ତ କରି ଫାଇନାଲ କୁ ଉନ୍ନୀତ ହୋଇଛି । କଣ୍ଟାବାଞ୍ଜି ଦଳ ଟସ ଜିତି ପ୍ରଥମେ ବ୍ଯାଟିଙ୍ଗ କରି ନିର୍ଦ୍ଧାରିତ ୨୦ ଓଭର ରେ ୭ ୱିକେଟ ହରାଇ ୧୮୭ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ରୁଦ୍ର ବାଗ ୭୩,ଜିତେଶ ବଗର୍ତ୍ତୀ ୩୨ ଓ ଅମିତ ଜୁଏଡ ୨୩ ରନ କରିଥିଲେ । ବଲାଙ୍ଗୀର ଦଳ ପକ୍ଷରୁ ବିଜ୍ଞାନ ମିଶ୍ର,ହର୍ଷ ସିଂହ ଓ ମାଗର ଡୋଗାର । ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଦ୍ବିତୀୟ ବ୍ଯାଟିଙ୍ଗ କରି ବଲାଙ୍ଗୀର ଦଳ । ସମସ୍ତ ୱିକେଟ ହରାଇ ମାତ୍ର ୯୯ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ମାନସ ମିଶ୍ର ୨୧,ବିଜ୍ଞାନ ମିଶ୍ର ୧୮ ଓ ଧର୍ମେନ୍ଦ୍ର ମିଶ୍ର ୧୭ ରନ କରିଥିଲେ । କଣ୍ଟାବାଞ୍ଜି ଦଳ ପକ୍ଷରୁ ରୁଦ୍ର ବାଗ ୩,ଗଣେଷ ହଂସ ୨ ଓ ରିତେଶ ମହାନ୍ତ ୨ଟି ୱିକେଟ ଦେଇ ଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଖେଳ ଶିକ୍ଷକ ହେମ ସାଗର ସାହୁ ଓ ଆର ଏସ ସି ସି ସଭାପତି ଆନନ୍ଦ ସାହୁ ଯୋଗଦେଇ କଣ୍ଟାବାଞ୍ଜି ଦଳର ୭୩ ରନ ସଂଗ୍ରହ କରିଥିବା ବ୍ଯାଟସ ମ୍ଯାନ ରୁଦ୍ର ବାଗଙ୍କୁ ମ୍ଯାନ ଅଫ ବି ମ୍ଯାଚ ପୁରସ୍କାର ପ୍ରଦାନ କରିଥିଲେ । ଖେଳ ପରିଚାଳନା କରିଥିଲେ ବି ସି ସି ଆ ଅମ୍ପାୟାର ମହେଶ ମୁନସି ଓ ଓ ସି ଏ ଅମ୍ପାୟାର ସୁଶାନ୍ତ ପାଣିଗ୍ରାହୀ । ସ୍କୋର ର ଦାୟିତ୍ୱ ତୁଲାଇ ଥିଲେ ଧିରେନ ଧରୁଆ ଓ ରୂପକ ସେଠ । ସେହିପରି ଧାରା ବିବରଣୀ ପ୍ରଦାନ କରିଥିଲେ କାର୍ତ୍ତିକ ନିଆର ଓ ରମେଶ ସାହୁ । ଆସନ୍ତା କାଲି ରବିବାର ଦିନ ଗ୍ରୁପ ବି ର ପ୍ରଥମ ମ୍ଯାଚ ବରଗଡ଼ ବ୍ମୁ ଡାଇମଣ୍ତ ଓ ଖପ୍ରାଖୋଲ ଜେ ପି ସି ଟି ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।(ରିପୋର୍ଟ – ନିରୋଜ କୁମାର ପାଣୀ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୦ ଗୋଲରେ କୋପରେଟିଭ ହାଇସ୍କୁଲ୍ ଗାର୍ଲ୍ସ ଏଫ୍.ସି ବାଇଗୁଣିଆ ବିଜୟୀ

April 26, 2026
ଇନର୍‌ ହ୍ୱିଲ୍‌ କ୍ଲବ ଅଫ୍‌ ଭୁବନେଶ୍ୱର ମିଡୋଜ୍‌ ଚାର୍ଟର ଉପସ୍ଥାପନା କରୁଣା, ଉଦ୍ଦେଶ୍ୟ ଏବଂ ସେବା ସହିତ ଅନୁଷ୍ଠିତ

ରେନ୍‌ବୋ ଆସେଟ୍‌ସ୍‌ ପୃଥିବୀ ଦିବସରେ ଭୁବନେଶ୍ୱରରେ ବିଶାଳ ତୁଳସୀ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ସହିତ ସବୁଜ ଓ ଆଧ୍ୟାତ୍ମକ ଜୀବନଶୈଳୀକୁ ପ୍ରେରଣା ଦେଲା

ଇଣ୍ଡୋ କ୍ୟାରିବିଆନ୍‌ ଚାମ୍ବର ଅଫ କମର୍ସ ଫର୍‌ ଡେଭେଲପମେଣ୍ଟ – ଆଇସିସିସିଡି ଅର୍ଥନୀତିଜ୍ଞ ଶିବଦତ୍ତ ଦାସଙ୍କୁ ଗ୍ଲୋବାଲ୍‌ ପ୍ରେସିଡେଣ୍ଟ ଭାବରେ ନିଯୁକ୍ତ କଲା

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୦ ଗୋଲରେ କୋପରେଟିଭ ହାଇସ୍କୁଲ୍ ଗାର୍ଲ୍ସ ଏଫ୍.ସି ବାଇଗୁଣିଆ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୦ ଗୋଲରେ କୋପରେଟିଭ ହାଇସ୍କୁଲ୍ ଗାର୍ଲ୍ସ ଏଫ୍.ସି ବାଇଗୁଣିଆ ବିଜୟୀ

April 26, 2026
ଇନର୍‌ ହ୍ୱିଲ୍‌ କ୍ଲବ ଅଫ୍‌ ଭୁବନେଶ୍ୱର ମିଡୋଜ୍‌ ଚାର୍ଟର ଉପସ୍ଥାପନା କରୁଣା, ଉଦ୍ଦେଶ୍ୟ ଏବଂ ସେବା ସହିତ ଅନୁଷ୍ଠିତ

ଇନର୍‌ ହ୍ୱିଲ୍‌ କ୍ଲବ ଅଫ୍‌ ଭୁବନେଶ୍ୱର ମିଡୋଜ୍‌ ଚାର୍ଟର ଉପସ୍ଥାପନା କରୁଣା, ଉଦ୍ଦେଶ୍ୟ ଏବଂ ସେବା ସହିତ ଅନୁଷ୍ଠିତ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version