• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କେନ୍ଦ୍ରର ନୂତନ କୃଷି ଆଇନ ଓ ଚାଷୀ ସମସ୍ୟା ଉପରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
December 16, 2020
in ଓଡ଼ିଶା, ଗଜପତି, ରାଜନୀତି, ହୋମ୍
0
କେନ୍ଦ୍ରର ନୂତନ କୃଷି ଆଇନ ଓ ଚାଷୀ ସମସ୍ୟା ଉପରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନଷ୍ଠିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୫ ଡିସେମ୍ବର ମଙ୍ଗଳବାର ) ପାରଳାଖେମୁଣ୍ଡି :- କେନ୍ଦ୍ର ସରକାର’ଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ଲୋକପ୍ରିୟ କୃଷି ସଂସ୍କାର ଆଇନ ଓ ଏହାର ଅପପ୍ରଚାର ଯୋଗୁଁ ଚାଷୀଙ୍କୁ ଭ୍ରମିତ କରା ଯାଉଥିବା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ କରାଇବା ଉଦ୍ଦେଶ୍ୟ’ରେ ପାରଳାଖେମୁଣ୍ଡି ସ୍ଥିତ ଭାଜପା: ଜିଲ୍ଲା କାର୍ଯ୍ୟାଳୟ ଠାରେ ଭାଜପା:ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ’ରେ ଭାଜପା : -କୃଷକ ମୋର୍ଚ୍ଚା’ର ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କୁମାର ସାହୁ ଯୋଗଦେଇ କହିଛନ୍ତି ଯେ , ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଦେଶର ଦାୟିତ୍ୱ ନେବାପରେ କୃଷକ ମାନଙ୍କ ଆୟକୁ ଆସନ୍ତା ୨୦୨୨ ମସିହା ସୁଦ୍ଧା ଦ୍ବିଗୁଣିତ କରିବା ପାଇଁ ଯେଉଁ ସବୁ ପଦକ୍ଷେପ ମାନ ନେଇଛନ୍ତି , ସେଥିମଧ୍ୟରୁ ନୂତନ କୃଷି ଆଇନ ଅନ୍ୟତମ ।

ଏହି ନୂତନ କୃଷିଆଇନ କୁ ନେଇ ଦେଶର ଅଧିକାଂଶ ଚାଷୀ ସମର୍ଥନ କରୁଥିବା ବେଳେ କେତେକ ଗୋଷ୍ଠୀ ଏହାକୁ ବିରୋଧ କରି ଅପପ୍ରଚାର କରି ଚାଷୀମାନଙ୍କୁ ଭ୍ରମିତ କରାଉଛନ୍ତି । ଏହା ଚାଷୀମାନଙ୍କ ନିମନ୍ତେ ଏକ କଲ୍ୟାଣକାରୀ ଯୋଜନା ଏବଂ ଏହାଦ୍ୱାରା ଚାଷୀ ବେଶ ଉପକୃତ ହେବେ । ଏହି ଆଇନ କୃଷକମାନଙ୍କୁ ଲାଭଖୋର ମଧ୍ୟସ୍ତି ମାନଙ୍କ ଦାଉରୁ ରକ୍ଷା କରିବ , ଏଥିରେ ଆସିଥିବା ନୂଆ ଆଇନ ଅନୁଯାୟୀ ମଣ୍ଡି ବ୍ୟବସ୍ଥା ସହିତ ଚାଷୀଙ୍କ ପାଖରେ ଖୋଲା ବଜାର’ରେ ନିଜର ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାର ସୁଯୋଗ ରହିଛି । ଏମିତି କି ଏହି ନୂତନ କୃଷି ଆଇନ ବଳରେ ଚାଷୀ ନିଜର ଜିନିଷ ଦେଶର ଯେଉଁଠି ହେଲେ ସ୍ବ-ଇଛାରେ ଯେ କୋଣସି ବେପାରୀଙ୍କୁ ବିକ୍ରି କରିପାରିବ । ଏଥିରେ ଚାଷୀ ପାଉଥିବା ସର୍ବନିମ୍ନ ମୂଲ୍ୟରେ କୋଣସି ପରିବର୍ତ୍ତନ ହୋଇନାହିଁ ବୋଲି କହିଥିଲେ । ଅନ୍ୟପକ୍ଷରେ ଦେଶରେ ଢାଙ୍କିନା ଆରମ୍ଭ ହୋଇ ଯାଇଥିବା ବେଳେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୫୦୦ ମଣ୍ଡି ଏ ପର୍ଯ୍ୟନ୍ତ ଖୋଲିନାହିଁ କାହିଁକି। ଏ ସମ୍ପର୍କରେ ରାଜ୍ୟ ସମବାୟ ମନ୍ତ୍ରୀ କହୁଛନ୍ତି ଯେ , ରାଜ୍ୟରେ ଧାନକିଣା ଆରମ୍ଭ ହୋଇଗଲାଣି ବୋଲି , ହେଲେ ଏ ପର୍ଯ୍ୟନ୍ତ କୋଣସି ମଣ୍ଡି ଖୋଲିନାହିଁ କି ଚାଷୀଙ୍କୁ ଟୋକେନ୍ ମଧ୍ୟ ଦିଆ ଯାଇନାହିଁ , ଯାହାଫଳରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଧାନ’କୁ ନିଜ ଖଳାରେ ରଖିଛନ୍ତି , ତାହା ପ୍ରାୟ ନଷ୍ଟ ହେବାରେ ଲାଗିଲାଣି ।

କେନ୍ଦ୍ର ସରକାର ଧାନ’ର ଏମଏସପି : ୧୮୬୮ ଟଙ୍କା ଦେଉଥିବା ବେଳେ ମଣ୍ଡିରେ ୩ କେଜିରୁ୮ କେଜି ପର୍ଯ୍ୟନ୍ତ ମାପ ନିୟନ୍ତ୍ରକ ଯନ୍ତ୍ର ନ ରଖି କଟନି ଛଟନୀ କରୁଥିବା ଯୋଗୁଁ ଚାଷୀ ଧାନ’ର ପ୍ରକୃତ ମୂଲ୍ୟ ପାଇପାରୁ ନାହାନ୍ତି ।ମଣ୍ଡି’ର ଭିତ୍ତିଭୂମି ଏ ପର୍ଯ୍ୟନ୍ତ ସୁଧୁରିନାହିଁ ,ଧାନ ଅଖାପାଇଁ ମଧ୍ୟ ଟଙ୍କା ଦିଆ ଯାଉନାହିଁ କହି ଏସବୁ ଅବ୍ୟବସ୍ଥା ଓ ଅନିୟମିତତା’କୁ ଆମେ ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ଘୋର ବିରୋଧ କରୁଛୁ ବୋଲି କହିଥିଲେ । ପର ଭାଜପା  କୃଷକମୋର୍ଚ୍ଚା ପ୍ରତିନିଧି ମାନେ ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ରାଣୀପେଟା ଗ୍ରାମକୁ ଯାଇ କେନ୍ଦ୍ର ସରକାରଙ୍କ ନୂତନ କୃଷିନୀତି ଆଇନ ସମ୍ପର୍କରେ ଅବଗତ କରାଇ ଆଲୋଚନା କରିବା ସହ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ସେଠାସରେ ଥିବା ସମବାୟ ସମିତି’ର ମଣ୍ଡି ତଥା ଜମା କାଉଣ୍ଟର’ର ସମ୍ପାଦକଶ୍ରୀ ପି: ଚନ୍ଦ୍ରଶେଖର’ଙ୍କ ସହ ଆଲୋଚନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ’ରେ ଭାଜପା: ଜିଲ୍ଲା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ: ନାରାୟଣ ରାଓ , ଜିଲ୍ଲା ପ୍ରଭାରୀ ତଥା ପର୍ଯ୍ୟବେକ୍ଷକ ଶ୍ରୀ ସରୋଜ କୁମାର ସାବତ , ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପାଳ ଏବଂ ବରିଷ୍ଠ ନେତା ଶ୍ରୀ ନୃସିଂହ ଚରଣ ପଟନାୟକ ଶ୍ରୀ ଗୌରାଙ୍ଗ ଗୌଡ଼ ପ୍ରମୁଖ ଥିଲେ । କାଶୀନଗର ବ୍ଲକ ଅଧ୍ୟକ୍ଷ ଶ୍ରୀ ଚିତ୍ରୀ ସୀମାଦ୍ରୀ ମଧ୍ୟ ଏହି ସମସ୍ତ କାର୍ଯ୍ୟକ୍ରମ’ରେ ଉପସ୍ଥିତ ଥିଲେ । (ଗରୁଡ଼ ଧ୍ଵଜ ଚୌଧୁରୀ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 14, 2026
ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

March 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version