• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

।। ଆଠ ଚେନ ଲୁଟେରା ଗିରଫ, ୬ ଲକ୍ଷ୍ୟ ଟଙ୍କାର ସୁନା ଚେନ ଜବତ ।।

Proprietor Abhimanyu Maharana by Proprietor Abhimanyu Maharana
December 11, 2020
in ଓଡ଼ିଶା, କଟକ, ଖୋର୍ଦ୍ଧା, ହୋମ୍
0
।। ଆଠ ଚେନ ଲୁଟେରା ଗିରଫ, ୬ ଲକ୍ଷ୍ୟ ଟଙ୍କାର ସୁନା ଚେନ ଜବତ ।।
Share on FacebookShare on TwitterWhatsapp

ଗିରଫ ହୋଇ ଥିବା ଲୁଟେରାମାନେ କଟକ-ଭୁବନେଶ୍ୱର ଜାତୀୟ ରାଜପଥ , ପୁରୀ ଵାଇପାସ ରାସ୍ତା , ରିଙ୍ଗରୋଡ଼ ରାସ୍ତ , କଟକ- ପାରାଦୀପ ରାସ୍ତା , ଭୁବନେଶ୍ୱର -ଖୋର୍ଦ୍ଧା ରାସ୍ତାରେ ବାଇକ୍ ପଛରେ ବସିଥିବା ମହିଳା ମାନଙ୍କୁ ଟାର୍ଗେଟ କରି ରୀତିମତ ସୁନା ଚେନ ଲୁଟ କରିଥାନ୍ତି ।

ଓଡ଼ିଶା ତାଜା ନ୍ୟୁଜ (୧୧ ଡିସେମ୍ବର ଶୁକ୍ରବାର ) କଟକ  :-  ସ୍ପିଡି ବାଇକ ଜରିଆରେ ରାସ୍ତାରେ ଯାଉଥିବା ମହିଳାଙ୍କ ବେକରୁ ସୁନା ଚେନ ଲୁଟି ଆଖି ପିଛୁଳାକେ ଚମ୍ପଟ ମାରୁଥିବା , ଆଠ ଜଣ ସୁନା ଚେନ ଲୁଟେରାଙ୍କୁ , କଟକ ସଦର ପୋଲିସ ଏବଂ ସ୍ପେଶାଲ ସ୍କାର୍ଡ଼ ଟିମ ମିଳିତ ଭାବେ ବିଭିନ୍ନ ସ୍ଥାନରେ,ଚଢ଼ାଉ କରି ଗିରଫ କରିବାରେ ସଫଳ ହୋଇଛି । ଗିରଫ ଲୁଟେରାଙ୍କ ଠାରୁ ପୋଲିସ ୬ ଲକ୍ଷ୍ଯ ଟଙ୍କାର ୧୩ଟା ୧୧୨ ଗ୍ରାମ ଓଜନର, ଲୁଟ ହୋଇଥିବା ସୁନା ଚେନ , ଗୋଟିଏ ଦେଶୀ ବନ୍ଧକ ଏବଂ ଲୁଟ କାର୍ଯ୍ୟରେ ବ୍ୟବହୃତ ହେଉଥିବା ତିନୋଟି ସ୍ପିଡି ବାଇକ୍ କୁ ପୋଲିସ ଜବତ କରିଛି । ଏନେଇ କଟକ ସଦର ଥାନାରେ ୬୩୮/୨୦୨୦ ରେ ମାମଲା ରୁଜ୍ଜୁ କରାଯାଇଛି । ଶନିବାର ଗିରଫ ଲୁଟେରାଙ୍କୁ କୋର୍ଟ ଚାଲାଣ କରାଯିବ । ଗିରଫ ହୋଇ ଥିବା ଲୁଟେରାମାନେ କଟକ-ଭୁବନେଶ୍ୱର ଜାତୀୟ ରାଜପଥ , ପୁରୀ ଵାଇପାସ ରାସ୍ତା , ରିଙ୍ଗରୋଡ଼ ରାସ୍ତ , କଟକ- ପାରାଦୀପ ରାସ୍ତା , ଭୁବନେଶ୍ୱର -ଖୋର୍ଦ୍ଧା ରାସ୍ତାରେ ବାଇକ୍ ପଛରେ ବସିଥିବା ମହିଳା ମାନଙ୍କୁ ଟାର୍ଗେଟ କରି ରୀତିମତ ସୁନା ଚେନ ଲୁଟ କରିଥାନ୍ତି ।

ଗତ ୫ ତାରିଖ ଦିନ ଅପରାହ୍ନରେ ଦୁଇ ଜଣ ଚେନ ଲୁଟେରା , କଟକ – ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର , ବମ୍ଫକୁଦ ନିକଟସ୍ଥ ଗ୍ରାଣ୍ଡବଜାର ନିକଟରୁ , ଭୁବନେଶ୍ୱର ରୁ କଟକର ବିଡାନାସି କୁଶିଆ ଲେନକୁ, ବାଇକରେ ଯାଉଥିବା ସତ୍ୟରଞ୍ଜନ ନାୟକଙ୍କ ମାଙ୍କ ବେକରୁ ସୁନା ଚେନ ଲୁଟ କରି ପଳାଉଥିବା ସମୟରେ , ସ୍ଥାନୀୟ ଲୋକେ ସଂପୃକ୍ତ ଦୁଇ ଲୁଟେରାଙ୍କୁ ପିଛା କରି ଜଣଙ୍କୁ ଧରି ସଦର ପୋଲିସର ଜିମା ଦେଇଥିଲେ । ଅନ୍ୟ ଜଣେ ପାଖରେ ଥିବା ପିସ୍ତଲରୁ ଫାଙ୍କା ଗୁଳି ଚଳାଇ ଫେରାର ହୋଇ ଯାଇଥିଲା । ଏନେଇ ସତ୍ୟରଞ୍ଜନ ସଦରଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ଧରାପଡିଥିବା ଲୁଟେରାକୁ ପୋଲିସ ଅଟକ ରଖି ଏହି ଲୁଟ ଘଟଣାରେ ଜଡ଼ିତ ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇଥିଲା ।

ଧରାପଡିଥିବା ଲୁଟେରାମାନେ ହେଲେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ମଝିସାହିର ମୁନା ଓରଫ ମାନସ ଲେଙ୍କା, କଟକ ସଦରଥାନା ତେନ୍ତୁଳିନାଳି ଗ୍ରାମର ଧୁନା ଓରଫ ଧନେଶ୍ୱର ପ୍ରଧାନ , ଭୁବନେଶ୍ୱର ନନ୍ଦନକାନନ ଥାନା ବାଲିପଡା ଗ୍ରାମର କଟାସ ଓରଫ ସଂଗ୍ରାମ ରାଉତ , ଭୁବନେଶ୍ୱର ବାଲିପାଟଣା ଥାନା ଗୋତଳଗାଁର ଜଗା ଓରଫ ଜଗନ୍ନାଥ ଭୋଇ ,ନୟାଗଡ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ରଗଡ଼ିପଡା ଗ୍ରାମର ପ୍ରଦୀପ ବେହେରା , ବାରଙ୍ଗ ଥାନା ଦାଢାପାଟଣା ଗ୍ରାମର ବଇନ ଓରଫ ବୈଦ୍ୟନାଥ ସାହୁ , ବାଲେଶ୍ବର ଜିଲ୍ଲା ସିମଳା ଥାନା ବେଲି ଗ୍ରାମର ଛୋଟୁ ଓରଫ କାମିନୀ କାନ୍ତ ରଣା ଏବଂ କଟକ ମଙ୍ଗଳାବାଗ ଥାନା ବଣିଆସାହି ଅଞ୍ଚଳର ଦିଲ୍ଲୀପ ମହାରଣା । ମୁନା ଓରଫ ମାନସ ଲେଙ୍କା ନାମରେ ଲକ୍ଷ୍ମୀସାଗର ଥାନାରେ ୯ ଟି କେସ ସମେତ ବାରଙ୍ଗ, ସଦର,ବାଲିଅନ୍ତା, ସହୀଦନଗର ସମେତ ୧୭ ଟି କେସ ରହିଛି । ସେହିପରି ସଂଗ୍ରାମ ନାଆଁରେ ୧୨ ଟି କେସ ,ଧନେଶ୍ବର ନାଁରେ ୯ଟି ,ଜଗନ୍ନାଥ ନାମରେ ୪ଟି କେସ ବିଭିନ୍ନ ଥାନାରେ ରହିଛି ବୋଲି କଟକ ଡିସିପି ପ୍ରତିକ ସିଂହ ସୂଚନା ଦେଇଛନ୍ତି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)   

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

April 27, 2026
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version