• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହରିପୁର ଗ୍ରାମ ବାସୀଙ୍କର ସ୍କୁଲ ଉଠିଯିବା ନେଇ ସମସ୍ତ ଛାତ୍ର, ଛାତ୍ରୀ ମାନଙ୍କ ଅବିଭାବକ ଜିଦ ସ୍କୁଲ ନ ଉଠି ଯିବା ପାଇଁ

Proprietor Abhimanyu Maharana by Proprietor Abhimanyu Maharana
December 8, 2020
in ଓଡ଼ିଶା, କେନ୍ଦ୍ରାପଡା, ହୋମ୍
0
ହରିପୁର ଗ୍ରାମ ବାସୀଙ୍କର ସ୍କୁଲ ଉଠିଯିବା ନେଇ ସମସ୍ତ ଛାତ୍ର, ଛାତ୍ରୀ ମାନଙ୍କ ଅବିଭାବକ ଜିଦ ସ୍କୁଲ ନ ଉଠି ଯିବା ପାଇଁ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୦୮ ଡିସେମ୍ବର ମଙ୍ଗଳବାର ) କେନ୍ଦ୍ରାପଡ଼ା :- ହରି ପୁର ଗାଁ ରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ସରକାର ଅନ୍ୟତ୍ର ଉଠାଇ ନ ଦେବା ପାଇଁ ଜିଦ ରେ ଅଟଳ ଗ୍ରାମ ବାସୀ ମାନେ ଲିଖିତ ଅଭିଯୋଗ କରିଥିଲେ, ଏହି ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଔପଦା ପଂଚାୟତ ର ରେଭିନ୍ୟୟୁ ଭିଲେଜ ହରିପୁର ଗାଁ ଉକ୍ତ ଗ୍ରାମରେ ଅନୁସୂଚିତ ଜାତି ର ପରିବାର 40ଟି ପରିବାର ଲୋକେ ବସ ବାସ କରୁଛନ୍ତି, ଅନ୍ୟ ପଟେ ବର୍ତମାନ ସ୍ଥିତିରେ ସେହି ସ୍କୁଲରେ ମୋଟ 25ଜନ ଛାତ୍ର ଓ ଛାତ୍ରୀ ପାଠ ପଢିବା ଅବସ୍ଥାରେ ଥିଲେ, ମଧ୍ୟ ନୂତନ ଭାବେ ପାଖା ପାଖି 10ସ୍କୁଲରେନୂଆ କରି ନାମ ଲେଖାଇବା ଭଳି ଥିଲେ ବି କୋରାନା ମହାମାରୀ ସହିତ ଲକ ଡାଉନୁ ର ପରିବାର ପ୍ରତି ଆର୍ଥିକ ସଂକଟରେ ଆମେ ବ୍ୟସ୍ତ ବେଳେ ଏପଟେ ସ୍ଥାନୀୟ ଶିକ୍ଷକ ଦୁଇ ଜଣଏବଂ ସି ଆର ସିସି ନା ଗ୍ରାମ କମିଟି କୁ କିଛି ଏ ବାବଦରେ ଜଣାଇଛନ୍ତି,

ନା ଆମ ସ୍କୁଲ କମିଟିର ସଭାପତି ଙ୍କ ପାଖକୁ କିଛି ସରକାରୀ ସ୍ତରୀୟ ନୋଟିସ ଦେବା କଥା, ପ୍ରଥମେ ସ୍ଥାନୀୟ ସରପଞ୍ଚ, ଦ୍ୱିତୀୟ ଲୋକାଲ ସ୍କୁଲ ପରିଚାଳନା କମିଟି ସଭାପତି ଙ୍କ ସମେତ ଉକ୍ତ ଗ୍ରାମ ର ୱାର୍ଡ ମେମ୍ବର ଙ୍କ ଅବଗତି ନିମନ୍ତେ କେମିତି ଏତେ ସବୁ କାର୍ଯ୍ୟ କରିବାପୂର୍ବରୁ କିଛି ନା କିଛି ତ ନିଷ୍ପତି ସର୍ବେ ରିପୋର୍ଟ ଉପରେ କିଛି ତାଳ ମେଳ ନାହଁ, ଶେଷରେ ରାଜନଗର ବିଧାୟକ ଶ୍ରୀ ଧ୍ରୁବ ସାହୁ ଙ୍କ ଦ୍ୱାରସ୍ତ ହୋଇ ନିଜ ଗ୍ରାମର ସ୍କୁଲ ରହିବା ପାଇଁ ଲିଖିତ ଅଭିଯୋଗ ଓ ଅନୁରୋଧ କରିଛନ୍ତି, (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗଣତନ୍ତ୍ର ପ୍ରତି ବିପଦ : ରବି ରଥ

ଗଣତନ୍ତ୍ର ପ୍ରତି ବିପଦ : ରବି ରଥ

July 14, 2026
୧୯୭୭ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁ ମିଳନ

୧୯୭୭ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁ ମିଳନ

July 14, 2026
ଟ୍ରେଡ୍‌କୋର ଇଣ୍ଡିଆ ଫାଉଣ୍ଡେସନ୍‌ର ଶୁଭାରମ୍ଭ; ଓଡ଼ିଶାରେ ବ୍ୟବସାୟିକ ନେଟୱର୍କିଂ ବ୍ୟବସ୍ଥା ହେବ ମଜବୁତ

ଟ୍ରେଡ୍‌କୋର ଇଣ୍ଡିଆ ଫାଉଣ୍ଡେସନ୍‌ର ଶୁଭାରମ୍ଭ; ଓଡ଼ିଶାରେ ବ୍ୟବସାୟିକ ନେଟୱର୍କିଂ ବ୍ୟବସ୍ଥା ହେବ ମଜବୁତ

July 14, 2026
ଉତ୍କଳ ଦୃଷ୍ଟିହୀନ ସଂଘର ସରକାରୀ ଜମି ବେଆଇନ ଦଖଲମୁକ୍ତ ଓ ସଦସ୍ୟଙ୍କ ସୁରକ୍ଷା ଦାବିରେ ସାମ୍ବାଦିକ ସମ୍ମିଳନୀ

ଉତ୍କଳ ଦୃଷ୍ଟିହୀନ ସଂଘର ସରକାରୀ ଜମି ବେଆଇନ ଦଖଲମୁକ୍ତ ଓ ସଦସ୍ୟଙ୍କ ସୁରକ୍ଷା ଦାବିରେ ସାମ୍ବାଦିକ ସମ୍ମିଳନୀ

July 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗଣତନ୍ତ୍ର ପ୍ରତି ବିପଦ : ରବି ରଥ

ଗଣତନ୍ତ୍ର ପ୍ରତି ବିପଦ : ରବି ରଥ

July 14, 2026
୧୯୭୭ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁ ମିଳନ

୧୯୭୭ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁ ମିଳନ

July 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version