• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସ୍ୱର ସମର୍ପଣ ଦ୍ୱାରା ଆନ୍ତର୍ଜାତୀକ ଶ୍ରୀ ଜଗନ୍ନାଥ ଜାଗରଣ ଓ ଯଜ୍ଞ ଆୟୋଜିତ

Proprietor Abhimanyu Maharana by Proprietor Abhimanyu Maharana
December 8, 2020
in ଓଡ଼ିଶା, ଦେଶ, ପୁରୀ, ବିଶ୍ଵ, ହୋମ୍
0
ସ୍ୱର ସମର୍ପଣ ଦ୍ୱାରା ଆନ୍ତର୍ଜାତୀକ ଶ୍ରୀ ଜଗନ୍ନାଥ ଜାଗରଣ ଓ ଯଜ୍ଞ ଆୟୋଜିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୮ ଡିସେମ୍ବର ମଙ୍ଗଳବାର) ପୁରୀ/ଭୁବନେଶ୍ଵର/ଜମ୍ମୁ/ନୂଆଦିଲ୍ଲୀ  :- ନୂଆଦିଲ୍ଲୀର ଅଗ୍ରଣୀ ସାଂସ୍କୃତିକ ସଂଗଠନ “ସ୍ୱର ସମର୍ପଣ” ଦ୍ୱାରା ନିକଟରେ ପୁରୀ ଠାରେ ଆନ୍ତର୍ଜାତୀକ ଶ୍ରୀ ଜଗନ୍ନାଥ ଜାଗରଣ ପରିକ୍ରମା ଏବଂ ବିଶ୍ଵଶାନ୍ତି  ମହାଯଜ୍ଞ ମହାସମାରୋହ ଉଦଘାଟିତ ହୋଇଯାଇଛି। କରୋନା ମହାମାରୀ ର ଭୟଙ୍କର ସଙ୍କଟରୁ ସମଗ୍ର ମାନବ ସମାଜକୁ ଉଦ୍ଧାର କରିବା ଏବଂ ପ୍ରତ୍ୟେକ ମଣିଷ କୁ ମାନସିକ ତଥା ଶାରୀରିକ ସୁସ୍ଥତା ,ସବଳତା ଓ ସୁରକ୍ଷା ପ୍ରଦାନ କରିବାର ଅଭିପ୍ରାୟ ନେଇ ମହାପ୍ରଭୁ ଙ୍କୁ ଆବାହନ କରିବା, ଏହି ଧାର୍ମିକ ଆସର ର ମୁଖ୍ୟ ଉଦ୍ଦେଶ୍ୟ ଥିଲା | ପ୍ରତ୍ୟକ୍ଷ ଓ ପରୋକ୍ଷ (ଭର୍ଚ୍ଚୁଆଲ୍) ଭାବରେ ଆୟୋଜିତ ଏହି ପୂଜା ଓ ଯଜ୍ଞ ରେ ଶ୍ରୀ ମନ୍ଦିରର ମୂଖ୍ୟପୂଜକ ମହାନାୟକ ରାମଚନ୍ଦ୍ର ବଡ଼ପଣ୍ଡା ସାମନ୍ତ ପୈ।ରୋହିତ୍ୟ କରିଥିଲେ। ଜଗତର ନାଥ ଜଗନ୍ନାଥଙ୍କର ଅପାର ଓ ଅନନ୍ୟ ମହିମା କୁ ପୃଥିବୀର କୋଣ ଅନୁକୋଣରେ ଶ୍ରୀ ଜଗନ୍ନାଥ ଜାଗରଣ ଜରିଆରେ ପହୁଞ୍ଚାଇବା ପାଇଁ ସଂକଳ୍ପବଦ୍ଧ ଉଦ୍ୟମ କରାଯିବାକୁ ବଡ଼ପଣ୍ଡା ଶ୍ରୀ ସାମନ୍ତ ଏହି ଅବସରରେ ଜଗନ୍ନାଥ ପ୍ରେମୀମାନଙ୍କୁ ଆହ୍ବାନ ଜଣାଇଥିଲେ ।

ଏହି ଡିଜିଟାଲ ଆଧ୍ୟାତ୍ମିକ ଅଧିବେଶନ ରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଶିଷ୍ଟ ଧର୍ମଗୁରୁ ଗୈାରୀ ଶଙ୍କର ସିଂହାରି ବଡ଼ ଠାକୁରଙ୍କ ର ଅଦ୍ଭୁତ ଲୀଳା ସର୍ବବ୍ୟାପି ଓ ତାଙ୍କର ଅଲୈ।କିକ ସାନିଧ୍ୟ ସର୍ବବିଦ୍ୟମାନ ବୋଲି ସୁଚାଇଥିଲେ। ପ୍ରାରମ୍ଭରେ ପୂଜା ଓ ଯଜ୍ଞ ର ମୁଖ୍ୟ ଆୟୋଜକ ଖ୍ୟାତନାମା ସଂଗୀତଜ୍ଞ ତଥା ସ୍ଵର ସମର୍ପଣ ସଂସ୍ଥା ର ସଂସ୍ଥାପକ ଆଚାର୍ଯ୍ୟ ଅଭିମନ୍ୟୁ , ଏହି ଧର୍ମ ସଂସଦ ଦ୍ବାରା ସାରା ସଂସାରରେ ଥିବା ଜଗନ୍ନାଥ ମନ୍ଦିର ଗୁଡ଼ିକୁ ଭିଡିଓ କାନଫରେନସିଂ ଜରିଆରେ ଯୋଡାଯିବାର ବ୍ୟବସ୍ଥା କରାଯାଉଥିବାର ସୂଚନା ପ୍ରଦାନ କରିଥିଲେ। ଶ୍ରୀ ଜଗନ୍ନାଥ ଜାଗରଣ ଭଳି ଅନନ୍ୟ, ଅଭିନବ ଓ ଦୂରଦୃଷ୍ଟି ସଂପନ୍ନ ଧାର୍ମିକ ଅଭିଯାନକୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ଵଭରି ଶ୍ରଦ୍ଧାଳୁ ମାନେ ସହଯୋଗର ସହିତ ସଫଳ କରାଇବାକୁ ଶ୍ରୀ ଆଚାର୍ଯ୍ୟ ନିବେଦନ ଜଣାଇଥିଲେ। ମହାପ୍ରଭୁଙ୍କର ଭକ୍ତ ମାନେ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟାବଳୀ ଯଥା ବିବାହ,ବ୍ରତ, ନାମକରଣ,ଗୃହ ପ୍ରବେଶ ଓ ଜନ୍ମ ଦିନ ଆଦି ପାଳନ କରିବା ଅବସରରେ ଶ୍ରୀ ଜଗନ୍ନାଥ ଜାଗରଣ ପୂଜା ଆୟୋଜନ କରିବାକୁ ଶ୍ରୀ ଆଚାର୍ଯ୍ୟ ପରାମର୍ଶ ଦେଇଥିଲେ | ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୬ ମସିହାରେ

 

ଶ୍ରୀ ଆଚାର୍ଯ୍ୟ ବଡ଼ଠାକୁରଙ୍କର ବିଭିନ୍ନ ପୂଜା ପଦ୍ଧତି ସହିତ ଜଡିତ ଥିବା ପୁରାତନ ଓ ପାରମ୍ପରିକ ସ୍ତୋତ୍ର ଏବଂ ମନ୍ତ୍ରକୁ ଆଧାର କରି ଏହି ଜାଗରଣ ର ପରିକଳ୍ପନା, ସଂରଚନା ଓ ଉପସ୍ଥାପନା କରି ଆଧ୍ୟାତ୍ମିକ ଜଗତରେ ଖୁବ ସୁନାମ ଅର୍ଜନ କରିଥିଲେ | ଶ୍ରୀକ୍ଷେତ୍ରର ଐତିହାସିକ ପ୍ରସିଦ୍ଧି ପ୍ରାପ୍ତ ଶ୍ରୀ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଅନୁଷ୍ଠିତ ଏହି ଭକ୍ତି ମହୋତ୍ସବରେ ବହୁ ମାନ୍ୟଗଣ୍ୟ ସାଧୁ,ସନ୍ଥ, ପଣ୍ଡିତ, ମହାତ୍ମା , ଧର୍ମାତ୍ମା ତଥା ଜଗନ୍ନାଥ ଧର୍ମ, ଦର୍ଶନ ଓ ଚେତନାର ବିଶାରଦ ପ୍ରବଚକ, ଗବେଷକ ଓ ପ୍ରଚାରକ, ପ୍ରମୁଖ ଯୋଗ ଦେଇଥିବା ଦେଖା ଯାଇଥିଲା। ଉଦଘାଟନୀ ଉତ୍ସବର ସମସ୍ତ ଆୟୋଜନ ଦମୟନ୍ତୀ ନାୟକ, କିଶୋର ଚନ୍ଦ୍ର ଜେନା ଏବଂ ହର୍ଷ କୁମାର ଗୁପ୍ତା ପ୍ରମୂଖଙ୍କର ସକ୍ରିୟ ତତ୍ୱାବଧାନରେ ସଂପନ୍ନ ହୋଇଥିଲା |

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version